ବିଚାର

ଜୀବନରେ ସବୁବେଳେ ଖୁସିରେ ରହିବାକୁ ଚାହୁଁଥିଲେ ନିଜ ରାଶି ଅନୁସାରେ ଲଗାନ୍ତୁ ନେଲପଲିସ୍‌

ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଖୁସି ହେବା ହସିବା ଭୁଲିଗଲେଣି। ସବୁ ଲୋକ ନିଜର ବ୍ୟସ୍ତ ଆଉ କର୍ମମୟ ଜୀବନରେ କିଛି ଏମିତି କାମ କରିପାରୁନାହାନ୍ତି ଯେଉଁଥିରେ ସେମାନେ ଖୁସି ହୋଇପାରିବେ ହସି ପାରିବେ। ଆଜି ଆମେ ଆପଣଙ୍କୁ କିଛି ଏମିତି କଥା ଜଣାଇବୁ ଯେଉଁଥିରେ ଆପଣ ସବୁବେଳେ ଖୁସିରେ ରହିପାରିବେ। ଆମେ ଆଜି ଆପଣଙ୍କୁ ଆପଣଙ୍କ ରାଶି ଅନୁସାରେ ନେଲପେଣ୍ଟ ବିଷୟରେ ଜଣାଇବୁ। ଆସନ୍ତୁ କେଉଁ ରାଶିର ମହିଳା କେଉଁ ରଙ୍ଗର ନେଳପଲିସ ପିନ୍ଧିବା ଉଚିତ।

ମେଷ ରାଶି

ଏହି ରାଶିର ମହିଳା ଲାଲ ରଙ୍ଗର ନେଲପଲିସ ଲଗାଇବା ଉଚିତ।

ବୃଷ ରାଶି

ଏହି ରାଶିର ମହିଳା ସବୁଜ ରଙ୍ଗର ନେଲପଲିସ ଲଗାଇବା ଉଚିତ।

ମିଥୁନ ରାଶି

ଏହି ରାଶିର ମହିଳା କମଳା ରଙ୍ଗର ନେଲପଲିସ ଲଗାଇବା ଉଚିତ।

naillକର୍କଟ ରାଶି

ଏହି ରାଶିର ମହିଳା ଲାଇଟ୍‌ ରଙ୍ଗର ନେଲପଲିସ ଲଗାଇବା ଉଚିତ।

ସିଂହ ରାଶି

ଏହି ରାଶିର ମହିଳା ହଳଦିଆ ରଙ୍ଗର ନେଲପଲିସ ଲଗାଇବା ଉଚିତ।

କନ୍ୟା ରାଶି

ଏହି ରାଶିର ମହିଳା ହାଲକା ଫଲୋରଲ ରଙ୍ଗର ନେଲପଲିସ ଲଗାଇବା ଉଚିତ।

ତୁଳା ରାଶି

ଏହି ରାଶିର ମହିଳା ଗୋଲାପୀ ରଙ୍ଗର ନେଲପଲିସ ଲଗାଇବା ଉଚିତ।

blue nailବିଛା ରାଶି

ଏହି ରାଶିର ମହିଳା ନର୍ମାଲ ରଙ୍ଗର ନେଲପଲିସ ଲଗାଇବା ଉଚିତ।

ଧନୁ ରାଶି

ଏହି ରାଶିର ମହିଳା ଡାର୍କ ନୀଳ ରଙ୍ଗର ନେଲପଲିସ ଲଗାଇବା ଉଚିତ।

ମକର ରାଶି

ଏହି ରାଶିର ମହିଳା ଧୂସର ରଙ୍ଗର ନେଲପଲିସ ଲଗାଇବା ଉଚିତ।

କୁମ୍ଭ ରାଶି

ଏହି ରାଶିର ମହିଳା ସବୁଜ ଏବଂ ଆକାଶୀ ରଙ୍ଗର ନେଲପଲିସ ଲଗାଇବା ଉଚିତ।

ମୀନ ରାଶି

ଏହି ରାଶିର ମହିଳା ହାଲକା ନୀଳ ରଙ୍ଗର ନେଲପଲିସ ଲଗାଇବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button