ନୀତି

ଚାଣକ୍ୟ ନୀତି: ଭୁଲରେ ବି କଦାପି ଏହି 5 ଜଣଙ୍କ ମଝିରେ ଆସନ୍ତୁ ନାହିଁ, ହୋଇପାରେ ବଡ଼ ସମସ୍ୟା

କୁଶଳୀ ଅର୍ଥଶାସ୍ତ୍ରୀ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଜୀବନର ରହସ୍ୟକୁ ବୁଝାଇବା ପାଇଁ କେତେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। କୁହାଯାଏ, ଚାଣକ୍ୟଙ୍କ କହିଥିବା ମାର୍ଗରେ ଚାଲିବା ଦ୍ୱାରା ଜୀବନର ସବୁ ଦୁଃଖ ଦୂର ହୋଇଯାଇଥାଏ। ସେ ଚାଣକ୍ୟ ଶ୍ଲୋକ ମାଧ୍ୟମରେ ଏମିତି 5 ଜଣ ଲୋକଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ସଂସ୍ପର୍ଶରେ ଆସିଲେ ସମସ୍ୟା ଉପୁଜିପାରେ। ଆସନ୍ତୁ ଜାଣିବା ସେ ବିଷୟରେ।

uu

1. ଦୁଇଜଣ ବିଦ୍ୱାନଙ୍କ ମଝିରେ କଦାପି ଆସିବା ଉଚିତ ନୁହେଁ। ଯଦି ଦୁଇଜଣ ବିଦ୍ୱାନ ବ୍ୟକ୍ତି କଥା ହେଉଥିବା ସମୟରେ କେହି ତୃତୀୟ ବ୍ୟକ୍ତି ସେମାନଙ୍କ ମଧ୍ୟରେ ଆସିଯାଆନ୍ତି , ତା’ ହେଲେ ତାଙ୍କୁ ମୂର୍ଖ ବୋଲି ଗଣାଯାଏ।

2. ସ୍ୱାମୀ ଏବଂ ସେବକଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ମଝିରେ କେବେ ବି ଆସିବା ଉଚିତ ନୁହେଁ। ଯଦି କେହି ବ୍ୟକ୍ତି ଏପରି କରିଥାଏ, ତା’ ହେଲେ ସେମାନଙ୍କ କଥା ଅଧା ରହିଯାଇଥାଏ। ଚାଣକ୍ୟଙ୍କ ମୁତାବକ, ସ୍ୱାମୀ ନିଜ ସେବକଙ୍କ ସହ ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଏ। ତେଣୁ ଏଥିରେ ହସ୍ତକ୍ଷେପ କରିବା ଆଦୌ ଉଚିତ ନୁହେଁ।

ui

3. ସ୍ୱାମୀ, ସ୍ତ୍ରୀଙ୍କ କଥାବାର୍ତ୍ତା ମଝିରେ ବାଧା ଦେବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଏହାକୁ ଭୁଲ ବୋଲି କହିଥାନ୍ତି। କାରଣ, ସ୍ୱାମୀ, ସ୍ତ୍ରୀ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟକ୍ତିଗତ କଥା ହୋଇଥାନ୍ତି।

4. ଯଦି କେଉଁଠି ଯଜ୍ଞ ଚାଲିଛି, ସେହି ସମୟରେ କେବେ ବି ପଣ୍ଡିତ ଓ ଅଗ୍ନି ମଧ୍ୟରେ ଆସିବା ଉଚିତ ନୁହେଁ। ଏମିତି କଲେ ବିଧିରେ ବିଘ୍ନ ଉପୁଜିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button