ସ୍ୱାସ୍ଥ୍ୟ

ଏହି ଉପାୟ ଆପଣାଇ ମାସେ ଭିତରେ କମ୍‌ କରିପାରିବେ ୪ କିଲୋ ଓଜନ, ଆଜିଠୁ କରନ୍ତୁ ଆରମ୍ଭ

ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଏବେ ଅଧିକାଂଶ ଯୁବ ପିଢ଼ି ମେଦ ବହୁଳତାର ଶିକାର ହେଉଛନ୍ତି। ମୋଟାପଣ କମ୍‌ କରିବାକୁ ବ୍ୟାୟାମ କରିବାକୁ ସମୟ ନଥିବାରୁ ସେମାନଙ୍କ ଚର୍ବି କମିବା ବଦଳରେ ବଢ଼ିଚାଲିଛି। ଆପଣ ବି ଯଦି ମେଦ ବହୁଳତାର ଶିକାର ହୋଇଛନ୍ତି ତେବେ ଆଜି ଆମେ କେତେକ ଉପାୟ କହିବାକୁ ଯାଉଛୁ ଯାହାକୁ ଫଲୋ କଲେ ମାତ୍ର ମାସେ ଭିତରେ ଆପଣ ୪ କେଜି ପର୍ଯ୍ୟନ୍ତ ଓଜନ କମାଇପାରିବେ। ଆସନ୍ତୁ ଜାଣିବା କେମିତି…

 

-ରାତିରେ ଖାଇସାରିବାର ୧୦ ମିନିଟ୍‌ ପରେ ଏକ ଶାନ୍ତ ସ୍ଥାନକୁ ଯାଇ ୧୦ ମିନିଟ୍‌ ଯାଏଁ ଜଗିଂ କରନ୍ତୁ। ଜଗିଂ ବେଳେ ସ୍ପିଡକୁ କମ୍‌ ଅଧିକ କରୁଥାନ୍ତୁ।

-ଏହା ପରେ ଭୂଇଁରେ ମ୍ୟାଟ୍‌ ବିଛାଇ ଶୋଇ ଯାଆନ୍ତୁ। ଏହା ପରେ ଆଣ୍ଠୁକୁ ଭାଙ୍ଗି ଛାତିରେ ଲଗାନ୍ତୁ। ଏଭଳି ୫ ମିନିଟ୍‌ କରନ୍ତୁ।

 

 

-୧୫ ମିନିଟ୍‌ର ଏହି ଏକ୍ସରସାଇଜ୍‌କୁ ୩ ମାସ ଯାଏଁ କରନ୍ତୁ। ଆପଣ ଚାହିଁଲେ ଧୀରେ ଧୀରେ ସମୟକୁ ବଢ଼ାଇପାରିବେ। ଏହା ଦ୍ୱାରା ଓଜନ ଶୀଘ୍ର କମିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button