ମନୋରଞ୍ଜନ

ଟେଷ୍ଟି ସହ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିବ ‘ଲେମନ କୋରିଆଣ୍ଡର ସୁପ୍‌’, ଆଜି ହିଁ କରନ୍ତୁ ପ୍ରସ୍ତୁତ

ବଦଳୁଥିବା ପାଣିପାଗ ଏବଂ କରୋନା ସମୟରେ ସମସ୍ତେ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିବା ନିତାନ୍ତ ଜରୁରୀ ହୋଇପଡିଛି। ଶରୀରର ଇମ୍ୟୁନ ସିଷ୍ଟମକୁ ବଢାଇବା ପାଇଁ ବିଭିନ୍ନ ପ୍ରକାର କାଢା କରି ପିଉଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଭିଟାମିନ ସି ଏବଂ ସ୍ୱାଦର ଭରପୂର ‘ଲେମନ- କୋରିଆଣ୍ଡର ସୁପ’ ବିଷୟରେ ବତାଇବୁ, ଯାହା ଆପଣଙ୍କ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିବ।

ଆବଶ୍ୟକ ସାମଗ୍ରୀ :

୧/୨ କପ୍‌ ପରିବା

୧/୪ ଲେମନ ଜେଷ୍ଟ

୧/୨ ଲଙ୍କା ପାଉଡର

୨ ଚାମଚ ଲେମନଗ୍ରାସ୍‌

୧ ଚାମଚ କନଫ୍ଲାଓ୍ଵର

66

୧/୪ କପ୍‌ କଟା ଧନିଆ

ସ୍ୱାଦନୁସାରେ ଲୁଣ

୧ କପ୍‌ କଟା ଧନିଆ

୨ ଚାମଚ ଲେମ୍ବୁ ରସ

ଲେମ୍ବୁ ଏବଂ ଧନିଆ ସଜାଇବା ପାଇଁ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଲେମନ ଗ୍ରାସକୁ ଧନିଆପତ୍ର ସହିତ ୬ କପ୍‌ ପାଣି ସହିତ ୫ରୁ ୭ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଏହି ପାଣିରେ ସବୁ ପରିବା, ଲୁଣ, ଲଙ୍କା ପାଉଡର ଦୁଇ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ। ଏବେ ଏଥିରେ କର୍ନଫ୍ଲାଓ୍ଵର (ଅଲଗା ପାଣିରେ ଗୋଳାଇ) ଲେମନ ଜେଷ୍ଟ ପକାଇ ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ ମିଶାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ସର୍ଭିସ ପାତ୍ରରେ କାଡି ତା ଉପରେ ଲେମ୍ବୁ ସ୍ଲାଇସ ଏବଂ ଧନିଆପତ୍ର ସଜାଇ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button