ସ୍ୱାସ୍ଥ୍ୟ

ମହିଳାମାନେ ଡାଏଟରେ ସାମିଲ କରନ୍ତୁ ଏହି ସୁପରଫୁଡ, ହାଡ ହେବ ମଜବୁତ

ମହିଳାମାନେ ଘରେ ସମସ୍ତଙ୍କ ଧ୍ୟନ ରଖି ରଖି ନିଜର ଧ୍ୟାନ ରଖିବାକୁ ଭୁଲିଯାଆନ୍ତି। ଫଳରେ ଅନେକ ରୋଗର ଶିକାର ହୁଅନ୍ତି। କମ୍‌ ବୟସରୁ ଅସ୍ଥିଜନିତ ଯନ୍ତ୍ରଣା ଦେଖିବାକୁ ମିଳିଥାଏ। ଏଥିପାଇଁ ମହିଳାମାନେ ନିଜ ଖାଦ୍ୟରେ ଫଳ, ପନିପରିବା, ମାଛ ଏବଂ ଶସ୍ୟ ଭଳି ସୁପରଫୁଡ ସାମିଲ କରିବା ଉଚିତ। ଏହିସବୁ ଖାଦ୍ୟ ଯୋଗୁଁ ହାଡ ମଜବୁତ ହେବା ସହିତ ଫ୍ୟାକ୍ଚର ଇତ୍ୟାଦି ସମସ୍ୟାରୁ ବଞ୍ଚିପାରିବେ ବୋଲି ରସର୍ଚ୍ଚରୁ ଜଣାପଡିଛି।

ରିସର୍ଚ୍ଚରୁ ଜଣାପଡିଛି ଯେ, ଇମ୍ଫ୍ଲାମେଣ୍ଟ୍ରି ଏଲିମେଣ୍ଟ ଲେବଲ ତୁଳନାରେ ହାଡରେ ମିଳୁଥିବା ମିନେରାଲ ଡିସେଣ୍ଟ୍ରି ଏବଂ ଫ୍ୟାକ୍ଚର ସହିତ ସାମଞ୍ଜସ୍ୟ ରହିଥାଏ। ତେଣୁ ଖାଦ୍ୟ ଏବଂ ହାଡ ମଧ୍ୟରେ ଏକ ପ୍ରକାର ସମ୍ବନ୍ଧ ରହିଛି।

food

କମ୍‌ ଇମ୍ଫ୍ଲାମେଣ୍ଟ୍ରି ଏଲିମେଣ୍ଟ ଥିବା ଖାଦ୍ୟ ଖାଉଥିବା ମହିଳାଙ୍କ ଅପେକ୍ଷା ଅଧିକ ଇମ୍ଫ୍ଲାମେଣ୍ଟ୍ରି ଏଲିମେଣ୍ଟ ଥିବା ଖାଦ୍ୟ ଖାଉଥିବା ମହିଳା ତୁଳନାରେ ୬ ବର୍ଷ ଅବଧି କମ୍‌ କ୍ଷତି ପହଞ୍ଚିଥାଏ। ହାଡକୁ ମଜବୁତ କରିବା ପାଇଁ କ୍ଷୀର, ଚିଜ, ସୋୟା ଡ୍ରିଙ୍କ ଇତ୍ୟାଦି ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button