ମନୋରଞ୍ଜନ

ବର୍ଷା ପାଗରେ ନିଅନ୍ତୁ ଟେଷ୍ଟି ପକୋଡିର ମଜା, ପାଇବେ ଏକଦମ୍‌ ନୂଆ ସ୍ୱାଦ

ସାମଗ୍ରୀ

ଚାଉଳ – ୨ କପ୍‌

ଲୁଣ – ସ୍ୱାଦାନୁସାରେ (ଅଧା ଛୋଟ ଚାମଚ)

କଞ୍ଚା ଲଙ୍କା – ୨ଟି

ଅଦା – ଅଧା ଇଞ୍ଚ

ଆମଚୁର ପାଉଡର – ୧/୪ ଛୋଟ ଚାମଚ

ଧନିଆ ପତ୍ର – ଅଳ୍ପ

ବେସନ – ଏକ କପ୍‌

ଧନିଆ ପାଉଡର – ଅଧା ଛୋଟ ଚାମଚ

ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ଚାଉଳ ଗୁଣ୍ଡ, ଲାଲ ଲଙ୍କା ପାଉଡର ଏବଂ ଧନିଆ ପତ୍ର ପକାଇ ମିଶାଇ ଦିଅନ୍ତୁ। ଏହି ମିଶ୍ରଣରୁ ଅଳ୍ପ ନେଇ ହାତରୁ ଗୋଲ ଗୋଲ କରି ଚେପଟା କରି ଦିଅନ୍ତୁ। ଏବେ ଏହାକୁ ଗୋଲ ଗୋଲ କରି ସବୁ ସାମଗ୍ରୀକୁ ବନାଇ ଦିଅନ୍ତୁ। ଏବେ ବେସନକୁ ଛାଣି ପାତ୍ରକୁ ବାହାର କରିଦିଅନ୍ତୁ। ଲୁଣ, ଲାଲ ଲଙ୍କା ଏବଂ ଧନିଆ ପାଉଡର ପକାନ୍ତୁ। ପାଣି ପକାଇ ପକୋଡି ପାଇଁ ଘୋଳ ପ୍ରସ୍ତୁତ କରିଦିଅନ୍ତୁ। ଏହି ମିଶ୍ରଣକୁ ୫ ରୁ ୭ ମିଟ୍‌ ଫେଟନ୍ତୁ। ଏବେ କଡାରେ ତେଲ ଗରମ କରି ଏହାକୁ ଚାଉଳ ଗୋଲାକୁ ବେସନ ଘୋଳରେ ବୁଡାଇ ଛାଣନ୍ତୁ। ଏହିପରି ଭାବେ ସବୁକୁ ଛାଣି ଦିଅନ୍ତୁ। ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଛାଣି ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଏହାକୁ ଚଟଣୀ ସହିତ ମଜା ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button