ମନୋରଞ୍ଜନ

କଫି ଚକୋଲେଟ ସେକ ଆପଣଙ୍କ ଓ୍ଵିକେଣ୍ଡକୁ କରିବ ସ୍ପେଶାଲ, ଥରେ ପ୍ରସ୍ତୁତ କରି ଚାଖନ୍ତୁ ସ୍ୱାଦ

ଓ୍ଵିକେଣ୍ଡର ଏହି କରୋନା କାଳରେ ବାହାରକୁ ଯିବା ପରିବର୍ତ୍ତେ ଘରେ କିଛି ବନାଇ ଖାଇବା ଆପଣଙ୍କ ପାଇଁ ବେଷ୍ଟ ହେବ। ଆପଣ ଘରେ କୋଲ୍ଡ ଡ୍ରିଙ୍କ ବନାଇବା ରେସିପି ଶିଖି ଘରେ ମଧ୍ୟ ଟେଷ୍ଟି ରେସିପି କରିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଘରେ କଫି ଚକୋଲେଟ ସେକ ବନାଇ ନିଜ ପରିଜନଙ୍କୁ ଖୁସି କରିପାରିବେ। ଆସନ୍ତୁ କେମିତି ପ୍ରସ୍ତୁତ କରିବା ଜାଣିବା।

ଆବଶ୍ୟକ ସାମଗ୍ରୀ

୧ କପ୍‌ କ୍ଷୀର, ଦେଢ଼ କପ୍‌ ଚକୋଲେଟ୍‌ ସିରପ, ଏକ ଚାମଚ ଚକୋଲେଟ, ୧/୪ କପ୍‌ ଫ୍ରେସ କ୍ରିମ, ୪ଟି ଚେରୀ

ପ୍ରସ୍ତୁତି ପ୍ରଣାଳୀ

ସବୁ ସାମଗ୍ରୀକୁ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ପ୍ରଥମେ ଗ୍ଲାସରେ ଅଳ୍ପ ଚକୋଲେଟ ସିରପ ମିଶାଇ ଦିଅନ୍ତୁ। ଏହାପରେ ଚକୋଲେଟ ସେକ ପକାଇ ତା ଉପରେ କ୍ରିମ ପକାନ୍ତୁ। ଏଂହାପରେ ଏଥିରେ ଚକୋଲେଟ ସିରପ ଏବଂ ଚେରିକୁ ଉପରେ ସଜାଇ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button