ନୀତି

କଥା କଥାରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି କି, ତା’ ହେଲେ ଶୋଇବା ପୂର୍ବରୁ ତକିଆ ତଳେ ରଖନ୍ତୁ ସିନ୍ଦୂର ପୁଡ଼ିଆ

ହିନ୍ଦୁ ପୂଜା କାର୍ଯ୍ୟରେ କର୍ପୂରର ବହୁତ ମହତ୍ୱପୂର୍ଣ୍ଣ ଭୂମିକା ଥାଏ। ଏଥିରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଫାଇଦା ମିଳିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କିପରି କର୍ପୂର ବ୍ୟବହାର ଦ୍ୱାରା ଆପଣ ମାଲାମାଲ ହୋଇପାରିବେ।

esfse

୧. ଘରେ ସକାରାତ୍ମକ ଶକ୍ତି ଏବଂ ଶାନ୍ତି ଆଣିବା ପାଇଁ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଘିଅରେ କର୍ପୂର ମିଶାଇ ଜଳାନ୍ତୁ। ପୂରା ଘରେ ଏହାର ଧୂଆଁ ଦିଅନ୍ତୁ। ପ୍ରତିଦିନ ଏହି ଉପାୟ ଆପଣାଇଲେ ଘରୁ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ।

୨. ଯଦି ଆପଣ ଧନପ୍ରାପ୍ତିର ଇଛା ରଖିଥାନ୍ତି, ତା’ହେଲେ ଗୋଲାପ ଫୁଲରେ କର୍ପୂର ଖଣ୍ଡ ରଖି ସନ୍ଧ୍ୟା ସମୟରେ ମା’ ଦୁର୍ଗାଙ୍କ ସାମ୍ନାରେ ଏହାକୁ ରଖନ୍ତୁ। ପରଦିନ ଉକ୍ତ ଗୋଲାପ ଫୁଲ ଏବଂ କର୍ପୂରକୁ ଜଳାଇ ଦିଅନ୍ତୁ।

ii

୩. ଯଦି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ହେଉଛି, ତା’ହେଲେ ରାତିରେ ଶୋଇବା ସମୟରେ ନିଜ ସ୍ୱାମୀଙ୍କ ତକିଆ ତଳେ ସିନ୍ଦୂରର ଏକ ପୁଡ଼ିଆରେ କର୍ପୂର ଦୁଇଖଣ୍ଡ ମିଶାଇ ରଖି ଦିଅନ୍ତୁ। ସକାଳେ ଏହି ସିନ୍ଦୂର ପୁଡ଼ିଆକୁ ବାହାରେ ନେଇ ଫିଙ୍ଗିଦିଅନ୍ତୁ ଏବଂ ସେଥିରୁ କର୍ପୂର ବାହାର କରି ନିଜ ବେଡରୁମରେ ନେଇ ଜଳାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button