ନୀତି

ବିବାହିତା ନାରୀ ଭୁଲରେ ବି ଏହି ଦିଗକୁ ମୁଁହ କରି ସିନ୍ଦୂର ଲଗାଇବା ଉଚିତ ନୁହେଁ, ନଚେତ ଆସି ପାରେ ମହାବିପଦ

ନବ ରସ’ ମଧ୍ୟରୁ ଶୃଙ୍ଗାର ଅନ୍ୟତମ। ଶୃଙ୍ଗାର କରିବାକୁ କେଉଁ ନାରୀକୁ ବା ଭଲ ନ ଲାଗେ। ଏହା ଜଣେ ନାରୀର କେବଳ ସୌନ୍ଦର୍ଯ୍ୟକୁ ବଖାଣେ ନାହିଁ, ବରଂ ଜଣେ ନାରୀ ବିବାହିତା ବୋଲି ପ୍ରମାଣ ଦେଇଥାଏ। ତେବେ ଏହି ଶୃଙ୍ଗାରରେ ସିନ୍ଦୂରର ବହୁତ ମହତ୍ତ୍ୱ ରହିଥାଏ। ବିଶ୍ୱାସ ରହିଛି ଯେ ଯେଉଁ ନାରୀ ନିଜ ମଥାରେ ସିନ୍ଦୂର ଭରିଥାଏ, ତା’ ସ୍ୱାମୀର ଲମ୍ବା ଆୟୁଷ ହୋଇଥାଏ।

dds

କିନ୍ତୁ ଆପଣ ଜାଣିଛନ୍ତି କି, ଶୃଙ୍ଗାର କରିବା ସମୟରେ ବି କିଛି କଥାକୁ ଧ୍ୟାନ ରଖିବା ଉଚିତ। ନଚେତ ଏହା ସ୍ୱାମୀଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ। ପ୍ରଥମତଃ ଶୃଙ୍ଗାର କରିବା ସମୟରେ ସ୍ତ୍ରୀକୁ କେବେ ବି ଦକ୍ଷିଣ ଦିଗକୁ ମୁଁହ କରି ସିନ୍ଦୂର ଲଗାଇବା ଉଚିତ ନୁହେଁ। ଏମିତି କରିବାରେ ସ୍ୱାମୀଙ୍କ ଆୟୁଷ କମିଯାଇଥାଏ।

fef

ଦ୍ୱିତୀୟରେ ସିନ୍ଦୂର ଲଗାଇବା ବେଳେ ଭଙ୍ଗାରୁଜା ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଏହା ମଧ୍ୟ ସ୍ୱାମୀଙ୍କ ପାଇଁ ଅଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଆସିପାରେ। ତେଣୁ ଯେତେବେଳେ ବି ଆପଣ ସିନ୍ଦୂର ଲଗାଉଛନ୍ତି, ଏହି ଦୁଇଟି କଥା ଉପରେ ନିଶ୍ଚୟ ଧ୍ୟାନ ଦେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button