ସ୍ୱାସ୍ଥ୍ୟ

ବିନା ଔଷଧ ବିନା ସର୍ଜରୀରେ ଦୂର କରନ୍ତୁ ଷ୍ଟୋନ ସମସ୍ୟା

କିଡନୀ ଷ୍ଟୋନ ସମସ୍ୟା ଏବେ ପ୍ରାୟ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି। ଷ୍ଟୋନ ସମସ୍ୟା ପାଇଁ ଅନେକ ଲୋକ ବହୁତ ଚିନ୍ତାରେ ଥାଆନ୍ତି ଯେ ଏଥିରୁ ସେମାନେ କିପରି ଆରୋଗ୍ୟ ହେବେ। ତେବେ ଏଥିପାଇଁ ଆପଣ ବି ବ୍ୟସ୍ତ ହୁଅନ୍ତୁନାହିଁ, କାହିଁକିନା ଆଜି ଆମେ ଆପଣଙ୍କୁ ଏହି ପାଠ୍ୟକ୍ରମରେ ଜଣାଇବୁ କେମିତି ଆପଣ ବିନା ଔଷଧ ଏବଂ ବିନା ଅପରେସନରେ ଷ୍ଟୋନ ସମସ୍ୟାରୁ ଆରୋଗ୍ୟ ଲାଭ କରିପାରିବେ।

ଆପଣଙ୍କୁ ପ୍ରାୟ ଜଣାଥିବ ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଡନୀ ଠିକ ରହିବା ବା ସୁସ୍ଥ ରହିବା ବହୁତ ଜରୁରୀ। ଯଦି ଆପଣ ଷ୍ଟୋନ ସମସ୍ୟା ପାଇଁ ଚିନ୍ତାରେ ଅଛନ୍ତି ତାହେଲେ ଆପଣ ଖାଦ୍ୟପେୟରେ କିଛି ଜିନିଷକୁ ନିଶ୍ଚୟ ସାମିଲ କରନ୍ତୁ। ଯାହାଦ୍ୱାରା କିଡନୀ ଷ୍ଟୋନକୁ ବାହାର କରିବାରେ ବା ମିଳେଇବାରେ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ।

lemonn– ଲେମନ ଜୁସ ଏବଂ ଅଲିଭ୍‌ ଅଏଲ ମିଶାଇ ପିଅନ୍ତୁ। ଲେମ୍ବୁ ରସରେ ସାଇଟ୍ରିକ ଏସିଡ ଥାଏ ଯାହା କ୍ୟାଲସିୟମ ବେସ ଷ୍ଟୋନକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଷ୍ଟୋନ ସମସ୍ୟା ଥିଲେ ଲେମ୍ବୁ ରସ ଏବଂ ଅଲିଭ ଅଏଲ ସମାନ ମାତ୍ରାରେ ନେଇ ମିଶାଇ ଦିଅନ୍ତୁ। ଦିନରେ ଦୁଇ ରୁ ତିନି ଥର ଏହାକୁ ପିଅନ୍ତୁ।

– ଡାଳିମ୍ବ ରସ ପିଅନ୍ତୁ, କାହିଁକିନା ଡାଳିମ୍ବ ରସ ଏବଂ ତାର ମଞ୍ଜି ଉଭୟରେ ଏଷ୍ଟ୍ରିଜେଣ୍ଟ ଗୁଣ ରହିଥାଏ। ଯାହା କିଡନୀ ଷ୍ଟୋନ ଚିକିତ୍ସାରେ ବହୁତ କାରିଗରୀ ହୋଇଥାଏ।

anar– ତରଭୂଜରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ ଯାହା ସୁସ୍ଥ କିଡନୀ ପାଇଁ ପ୍ରମୁଖ ତତ୍ତ୍ୱ। ପୋଟାସିୟମ ପରିସ୍ରାରେ ଏସିଡ ଲେବଲକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ପୋଟାସିୟମ ସହିତ ଏଥିରେ ପାଣି ମଧ୍ୟ ଭରୂପର ରହିଥାଏ, ଯାହା ଷ୍ଟୋନକୁ ପ୍ରାକୃତିକ ଉପାୟରେ ଶରୀରରୁ ଷ୍ଟୋନକୁ ବାହାରକୁ ବାହାର କରିଥାଏ।

– ଫାଇବରରେ ଭରପୂର ରାଜମା ଖାଆନ୍ତୁ। ଏହାକୁ କିଡନୀ ବିନ୍ସ ନାମରେ ମଧ୍ୟ ଜଣାଯାଏ। କିଡନୀ ଏବଂ ମୂତ୍ରାଶୟ ସମ୍ବନ୍ଧୀୟ ସମସ୍ୟାରେ ରାଜମା ବହୁତ ଭଲ ଭୂମିକା ଗ୍ରହଣ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button