ସ୍ୱାସ୍ଥ୍ୟ

ଶୀତଦିନେ ନିୟମିତ ଖାଆନ୍ତୁ କାଜୁ, ସ୍ପର୍ଶ ବି କରିପାରିବନି ଏସବୁ ବେମାରି

କାଜୁ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଶକ୍ତି ଯୋଗାଇବା ସହ ମଜଭୁତ ମଧ୍ୟ କରିଥାଏ। କାଜୁରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, କପର, ଜିଙ୍ଗ୍‌, ଆଇରନ୍‌, ମାଙ୍ଗାନିଜ୍‌ ଓ ସେଲେନିୟମ ଭଳି ମିନେରାଲ୍ସ ରହିଛି। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌-ଇ ରହିଛି ଯାହା ଆଣ୍ଟି ଏଜିଂଭାବେ ମଧ୍ୟ କାମ କରେ। ଆସନ୍ତୁ ଜାଣିବା ଶୀତଦିନେ କାଜୁ ସେବନ କଲେ କି କି ଲାଭ ମିଳିବ…

cashew

  • କାଜୁ ଖାଇବା ଦ୍ୱାରା କ୍ୟାନସର ଭଳି ଘାତକ ବେମାରୀ ହେବାର ଆଶଙ୍କା କମେ। ଏଥିରେ ଥିବା ପ୍ରୋଏନ୍ଥୋସାୟନିଡିନ୍ସ ଓ କପର କ୍ୟାନସର କୋଷିକା ସହ ଲଢ଼ିବାରେ ସାହାଯ୍ୟ କରେ।
  • କାଜୁ ରକ୍ତ ଚାପକୁ ନିୟନ୍ତ୍ରଣ କରେ।
  • କାଜୁରେ ପ୍ରଚୁର ପରିମାଣର ମ୍ୟାଗ୍ନେସିୟମ୍‌ ରହିଛି, ଯାହା ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ।
  • ହାର୍ଟ ପାଇଁ ମଧ୍ୟ କାଜୁ ଲାଭକାରୀ ହୋଇଥାଏ। ଏଥିରେ ଥିବା ଓଲିକ୍‌ ଏସିଡ୍‌ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ।
  • କାଜୁ ଖାଇବା ଦ୍ୱାରା ଡାଇବେଟିସ୍‌ ମଧ୍ୟ ନିୟନ୍ତ୍ରଣରେ ରହେ। ଶୀତଦିନେ କାଜୁ ଖାଇବା ଦ୍ୱାରା ଅଧିକ ଫାଇଦା ମିଳେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button