ସ୍ୱାସ୍ଥ୍ୟ

କ୍ୟାନସର ରୋଗୀଙ୍କ ପାଇଁ କୌଣସି ବରଦାନଠାରୁ କମ ନୁହେଁ ଗୋମୂତ୍ର, ଜାଣନ୍ତୁ କିଭଳି କରିଥାଏ ପ୍ରଭାବିତ

ଆମ ଦେଶରେ ଗୋମୂତ୍ର ପୂଜା, ପାଠ ପାଇଁ ବ୍ୟବହାର କରାଯାଇଥାଏ। ହେଲେ ଏହାଛଡ଼ା ଲୋକେ ଏହାକୁ ବିଭିନ୍ନ ପ୍ରକାରେ ବି ଉପଯୋଗ କରିଥାନ୍ତି। ଏଥିରୁ ଅନେକ ରୋଗ ସହ ଲଢ଼ିବାର କ୍ଷମତା ମିଳିଥାଏ। ଗୋମୂତ୍ର କ୍ୟାନସର ଭଳି ମରଣାନ୍ତକ ରୋଗକୁ ମୂଳରୁ ନାଶ କରିଥାଏ। ଏହା କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀ ଔଷଧୀ ଭଳି କାମ କରିଥାଏ। ଆସନ୍ତୁ ଜାଣିବା, ଗୋମୂତ୍ର କିଭଳି କ୍ୟାନସର ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

gs

୧. ଗୋମୂତ୍ର ସେବନ କଲେ କ୍ୟାନସରର ପ୍ରଭାବ କମ ହେବାରେ ଲାଗିଥାଏ ଏବଂ ଧୀରେ ଧୀରେ ରୋଗ ନଷ୍ଟ ହୋଇଯାଇଥାଏ।

୨. ଏଥିରେ ଔଷଧର ପ୍ରଭାବ ବଢ଼ିଥାଏ ଏବଂ କ୍ୟାନସର ସହ ଲଢ଼ିବାର ଶାରୀରିକ କ୍ଷମତା ବଢ଼ିଥାଏ।

hgy

୩. କ୍ୟାନସରକୁ ରୋକୁଥିବା ପ୍ରାକୃତିକ ଏଜେଣ୍ଟ ଟ୍ୟାକ୍ସଲକୁ କ୍ରିୟାଶୀଳ କରିବାରେ ସହାୟକ ହୋଇଥାଏ।

୪. ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦରେ ମଧ୍ୟ ଗୋମୂତ୍ରକୁ କ୍ୟାନସର ପାଇଁ ସବୁଠାରୁ ଉତ୍ତମ ଔଷଧ ଭାବେ ପ୍ରମାଣିତ କରାଯାଇଛି।

vf

୫. ଗୋମୂତ୍ର ସ୍ତନ କ୍ୟାନସର ସଂକ୍ରମଣକୁ ରୋକୁଥିବା ପ୍ରତିରୋଧକ ମୋଲେକ୍ୟୁଲର କ୍ରିୟାଶୀଳତାକୁ ତୀବ୍ର କରିଥାଏ।

୬. ସକାଳୁ ଖାଲି ପେଟରେ ଗୋମୂତ୍ର ସେବନ କରିବା ଦ୍ୱାରା କ୍ୟାନସର ସେଲ ବଢ଼ିବାକୁ ରୋକାଯାଇପାରେ। ଏହାକୁ ସେବନ କଲେ ଶରୀର ସୁସ୍ଥ ଏବଂ ରୋଗମୁକ୍ତ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button