ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କୁ ବିବାହ ପାଇଁ କିଏ ପ୍ରପୋଜ କରିବ ? Love Quiz Game

ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର ବାଲା ଖେଳ ନେଇକି ଆସିଛୁ । ଖେଳର ନିୟମ ଅନୁସାରେ ଆପଣଙ୍କୁ ଏକ ନମ୍ବର ବାଛି ବାକୁ ପଡିବ । ଯାହା ୧ ରୁ ୧୦ ପର୍ଯ୍ୟନ୍ତ ଆପଣ ଗୋଟିଏ ନମ୍ବର ବାଛି ବାକୁ ପଡିବ । ଆପଣ ବାଛି ଥିବା ନମ୍ବରୁ କଣ ଆପଣ ଫଳ ପାଉଛନ୍ତି ତେବେ ଆସନ୍ତୁ ଜାଣିବା । ଆପଣ ଯଦି କୌଣସି ଝିଅକୁ ଭଲ ପାଉଛନ୍ତି ତେବେ ଏହି କଥା ତାକୁ ଆପଣ ପଚାରି ପାରନ୍ତି ।
ସେ ମଧ୍ୟ ଏହି ମାସେଜ ଦେଖି ହସିବେ । ଯଦି ଆପଣ କାହାକୁ ପ୍ରେମ ନିବେଦନ କରୁଛନ୍ତି ରେ କେହି ନା କେହି ନିଶ୍ଚିନ୍ତ ପ୍ରେମ ନିବେଦନ କରିବାକୁ ପଡିବ । କିଛି ଲୋକ ବହୁତ ଭାବିଥାନ୍ତି ମତେ କିଏ ଆସି ପ୍ରେମ ନିବେଦନ କରିବ । ତେବେ ଆପଣ ଡରନ୍ତୁ ନାହିଁ ଆପଣ ଏହିପରି ଭାବରେ ମଧ୍ୟ ପଚାରି ପାରିବେ ।

ଆପଣ ଲେଖି ପାରିବେ ଯଦି ତମେ ଜାଣିବାକୁ ଚାହୁଛ କିଏ ତମକୁ ପ୍ରେମ ନିବେଦନ କରିବ ତେବେ ଏହି ୧୦ ଟି ନମ୍ବରୁ ଗୋଟିଏ ନମ୍ବର ବାଛ ଏହାପରେ ମୁ କହିବି କି ତମେ ବାଛିଥିବା ନମ୍ବର ଅନୁଯାଇ ଆପଣଙ୍କୁ କିଏ ପ୍ରେମ ନିବେଦନ କରିବ ।
# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୧ ତେବେ ଆପଣ ଜାଣିବେ ନିଜର କେହି ଥିବା ବହୁତ ଭଲ ସାଙ୍ଗ ।
# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୨ ତେବେ ଆପଣ ଜାଣିବେ ନିଜେ ପ୍ରେମ କରୁଥିବା ଝିଅ ଆପଣଙ୍କୁ ପ୍ରେମ ନିବେଦନ କରିବ ।
# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୩ ତେବେ ଆପଣ ଜାଣିବେ ନିଜର ଥିବା କେହି କ୍ରଶ ।

# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୪ ତେବେ ଜାଣିବେ ନିଜର ଥିବା କେହି ବନ୍ଧୁ ଭିତରେ ହିଁ ପ୍ରେମ ନିବେଦନ କରିପାରନ୍ତି ।
# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୫ ତେବେ ଆପଣ ଜାଣିବେ ଯେ ନିଜର ଥିବା କେହି ପୁରୁଣା ପ୍ରେମ ହିଁ କରିବ ।
# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୬ ତେବେ ଆପଣ ଜାଣିବେ ଯେ କେହି ବାହାରର ପିଲା ପ୍ରେମ ନିବେଦନ କରିବ ।

# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୭ ତେବେ ଆପଣ ଜାଣିବେ ଯେ ନିଜର ଥିବା ଛୋଟ ବେଳର ସାଙ୍ଗ ହିଁ ପ୍ରେମ ନିବେଦନ କରିବ ।
# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୮ ତେବେ ଆପଣ ଜାଣିବେ ଯେ ନିଜର କଲେଜରେ ପାଠ ପଢୁଥିବା କେହି ଜଣେ ସାଙ୍ଗ ପ୍ରେମ ନିବେଦନ କରିବେ ।

# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୯ ତେବେ ଆପଣ ଜାଣିବେ ଯେ ନିଜ ଘର ପାଖରେ ରହୁଥିବା କେହି ଜଣେ ପିଲା ହିଁ ପ୍ରେମ ନିବେଦନ କରିବ ।
# ଯଦି ଆପଣ ମାନେ ଭାବୁଛନ୍ତି ନମ୍ବର ୧୦ ତେବେ ଆପଣ ଜାଣିବେ ଯେ ଦେଶ ବାହାରେ ରହୁଥିବା କେହି ଜଣେ ଆପଣଙ୍କୁ ପ୍ରେମ ନିବେଦନ କରିବ ।



