ଓଡିଶା

ଶେଷରେ ଟୁଟୁ ନାୟକ ଗିରଫ – Utkal Mail


ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମହିଳା ସାମ୍ବାଦିକାକୁ ମାଡ଼ ମାରିବା ଘଟଣାରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ପୁଲିସ ଗିରଫ କରିଛି। ଟୁଟୁ ନାୟକଙ୍କ ବିରୋଧରେ ୨୯୪-ଅଶାଳୀନ ମନ୍ତବ୍ୟ ପ୍ରୟୋଗ, ୩୫୪- ମହିଳାଙ୍କୁ ଅସଦାଚରଣ ଓ ୩୨୩-ଶରୀରକୁ ଆଘାତ ଦେବା ଦଫା ଲାଗିଛି । ଏନେଇ ଜୋନ୍‌-୧ ଏସପି ମାନସ ଗଡ଼ନାୟକ ସୂଚନା ପ୍ରଦାନ କରିଛନ୍ତି ।

ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଟୁଟୁ ନାୟକ ଭୁଲ ମାଗିବେ ବୋଲି ବନ୍ଧୁ ସୁଧାକର ବସନ୍ତ କହିଛନ୍ତି । ଟୁଟୁ ଏଥିପାଇଁ ରାଜି ଅଛନ୍ତି, ଟିକେ ସମୟ ଦେବାକୁ ସୁଧାକର ବସନ୍ତ ଅନୁରୋଧ କରିଛନ୍ତି ।


Related Articles

Leave a Reply

Your email address will not be published. Required fields are marked *

Back to top button