ଓଡିଶା

ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଭୁବନେଶ୍ୱର ଜେଏମ୍‌ଏଫସି-୩ କୋର୍ଟ ଖାରଜ କରି ଦେଇଛନ୍ତି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି । ଉକ୍ତ ମାମଲାରେ ଅକ୍ଷୟ ପରିଜା ୨ଥର ଇଡିରେ ହାଜର ହୋଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button