ଦେଶ ବିଦେଶ

ଗୋଟିଏ ଦିନରେ ୧୧ ଥର ଯୌନ ସମ୍ପର୍କ ମଧ୍ୟ ମେଣ୍ଟେଇ ପାରିଲାନି ମହିଳାଙ୍କ ଶରୀର ର ଭୋକ, ଲାଇଭ ଇଣ୍ଟରଭିଉ ରେ କହିଲେ ମୋ ଯୌନ ଇଛା..b

ଦିନକୁ ୧୧ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମଧ୍ୟ ମାନସିକ ଶାନ୍ତି ମିଳୁନଥିବା ପ୍ରକାଶ କରିଛନ୍ତି ବ୍ରିଟେନ ର ଜଣେ ମହିଳା। ଏହି ମହିଳାଙ୍କ କହିବା ଅନୁଯାଇ ଶାରୀରିକ ସମ୍ପର୍କ ସହିତ ତାଙ୍କର ମାନସିକ ଶାନ୍ତି ଯୋଡ଼ି ହୋଇ ରହିଛି।

ତେବେ ଏହି ମହିଳାଙ୍କ ନାମ ଟ୍ରେସି କିସ୍ ହୋଇଥିବା ବେଳେ କେବଳ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମାନସିକ ସ୍ତରରେ ସେ ସନ୍ତୁଷ୍ଟ ହେବାକୁ ସକ୍ଷମ ଅଟନ୍ତି ବୋଲି ଦାବି କରିଛନ୍ତି। ଏଥିପାଇଁ ସେ ଦିନକୁ ୧୧ ଥର ଶାରୀରିକ ସମ୍ପର୍କ ରଖିଥିବା ପ୍ରକାଶ କରିଛନ୍ତି।

ଟ୍ରେସି କିସ୍ E4 ଚ୍ୟାନେଲର ସେକ୍ସ କ୍ଲିନିକ୍ କାର୍ଯ୍ୟକ୍ରମରେ ଏହି କଥା କହିଥିଲେ। ତେବେ ଏହା ପରେ ସେ ଅନଲାଇନ୍ ଟ୍ରୋଲିଂର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଟ୍ରେସି କିସ୍ କହିଛନ୍ତି ଯେ ନିଜର ଯୌନ ଇଚ୍ଛା ସନ୍ତୁଷ୍ଟ କରିବା ପାଇଁ ସେ ଦିନକୁ ଅତି କମରେ ୨ ଥର ଏବଂ ଦିନେ ଦିନେ ତିନିଥର ହସ୍ତମୈଥୁନର ସାହାରା ନେଇଥାନ୍ତି।

ଟ୍ରେସି ଦୁଇଟି ସନ୍ତାନର ଜନନୀ ହୋଇଥିବା ବେଳେ ତାଙ୍କ ଶାରୀରିକ ଇଚ୍ଛା ବିଷୟରେ ସେ ସାର୍ବଜନିକ ଭାବରେ କହିବା ପରେ ତାଙ୍କର ପାରିବାରିକ ସମ୍ପର୍କ ବିପଦ ମଧ୍ୟକୁ ଠେଲି ହୋଇଯାଇଥିବା ସେ କହିଛନ୍ତି। ଅନ୍ୟ ପକ୍ଷରେ ତାଙ୍କର ସ୍ୱାମୀ ତାଙ୍କର ଯୌନ ଇଚ୍ଛା ପୁରା କରିବାକୁ ବହୁତ ପ୍ରୟାସ କରୁଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି।

ତେବେ ସେ କୌଣସି ରୋଗର ଶିକାର ହୋଇଛନ୍ତି ବୋଲି ଭାବୁଥିବା ବେଳେ ଡାକ୍ତରମାନେ ଏହାକୁ ଖଣ୍ଡନ କରିଛନ୍ତି। ଏହା ତାଙ୍କ ଶରୀର ର ଏକ ସାଧାରଣ ପ୍ରକ୍ରିୟା ବୋଲି କହିଛନ୍ତି ଡାକ୍ତର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button