ଜୀବନଶୈଳୀ
୧୪ ବର୍ଷର ପୁଅକୁ ପୋଲିସ ହାତରେ ଦେଲା ମା, ପୁଅ ରାତି ଅଧରେ କରୁଥିଲା ଏମିତି କିଛି, ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ

ସେ ନିଜ ୧୪ ବର୍ଷୀୟ ପୁଅକୁ ପୋଲିସରେ ଧରାଇ ଦେଇଛନ୍ତି । ଏହି ଘଟଣାଟି ଆମେରିକାରେ ଘଟିଛି । ଜଣେ ମହିଳା ନିଜ ପୁଅର କୁକର୍ମ ପାଇଁ ତାକୁ ଏକ ଉଚିତ ଶିକ୍ଷା ଦେଇଛନ୍ତି ।
ଉପର ଘରକୁ ଯିବା ପରେ ସେ ଯାହା ଦେଖିଲେ ନିଜ ଆଖିରେ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କ ୧୪ ବର୍ଷୀୟ ପୁଅ ତାଙ୍କ ସମ୍ପର୍କୀୟଙ୍କ ଝିଅର ବେକରେ ଛୁରୀ ଲଗାଇ ତାକୁ ବ୍ଲକତ୍କାର କରୁଥିଲା । ଏହା ଦେଖି ସେ ତୁରନ୍ତ ପୋଲିସକୁ ଖବର କରିବା ସହ ପୁଅକୁ ଗିରଫ କରି ନେଇଯିବାକୁ କହିଥିଲେ ।
ତାଙ୍କ କହିବା ମୁତାବକ ସେ ଯଦି ଏବେ ଏହାକୁ ଲୁଚାଇ ରଖିଦେଇଥାନ୍ତେ ତେବେ ସେହି ପିଲା ବଡ଼ ହେଇ ଅନେକ ଖରାପ କାମ କରିବାକୁ ପଛେଇ ନଥାନ୍ତା ତେଣୁ ସେ ସବୁ ଅବିଭାବକ ମାନଙ୍କୁ ନିଜ ପିଲାଙ୍କ ଭୁଲକୁ ସହମତି ନ ଦେଇ ତାଙ୍କୁ ସୁଧାରିବାର ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି ।



