ବଞ୍ଚିଥିବା ସମୟରେ ଯେତିକି ପପୁଲାର ନଥିଲେ, ଦୁନିଆ ଛାଡିବା ପରେ ଅଧିକ ପପୁଲାର ହୋଇଗଲେ ଏହି ତାରକା ମାନେ –

ଗ୍ଲୈମର ଇଂଡସ୍ଟ୍ରୀରେ ସଫଳତା ମିଳିବା ବହୁତ କଠିନ କାମ ଅଟେ । ଯାହାକୁ ସଫଳତା ମିଳିଗଲା ତାକୁ ଷ୍ଟାର ହେବାରେ ଅଧିକ ସମୟ ଲାଗେ ନାହିଁ । ଏହା ଏକ ମାତ୍ର ଫିଲ୍ଡ ଅଟେ ଯେଉଁଥିରେ ପ୍ରତିଷ୍ଠା ପ୍ରସିଦ୍ଧି ସହିତ ବହୁତ ଟଙ୍କା ମଧ୍ୟ ମିଳିଥାଏ । ଏହି ଜାଗାରେ ଯେଉଁମାନେ ଥରେ ଷ୍ଟାର ହୋଇଯାନ୍ତି ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ହୋଇଯାଏ । କିନ୍ତୁ ବଲୀଉଡ ଏବଂ ହଲିଉଡର କିଛି କଳକାର ମାନେ ଅଛନ୍ତି ଯେଉଁମାନଙ୍କର ଫ୍ୟାନ ଫଲୋଇଂଗ ତାଙ୍କର ମରିବା ପରେ ବଢି ଯାଇଥିଲା । ଏହି ଷ୍ଟାରମାନେ ବଞ୍ଚିଥିବା ସମୟରେ ଯେତେ ନାଁ କରିନଥିଲେ ତାହାଠୁ ଅଧିକା ନାଁ ମାରିବା ପରେ କରିଛନ୍ତି । ଆଜିର ଏହି ପୋଷ୍ଟରେ ଆମେ ନଜର ପକାଇବୁ ଏହିଭଳି କିଛି ଷ୍ଟାରଙ୍କ ଉପରେ ।
ଜିୟା ଖାନ
ଦିବ୍ୟା ଭାରତୀ
ଦିବ୍ୟା ଭାରତୀ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି ଏକ ଅଭିନେତ୍ରୀ ଅଟନ୍ତି ଯିଏକି ଅଳ୍ପ ବୟସରେ ନିଜର ପରିଚୟ ବନାଇ ଦେଇଥିଲେ । ସେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ସେ ବହୁତ ସୁନ୍ଦର ଥିବା ସଙ୍ଗେ ସଙ୍ଗେ ବହୁତ ଟୈଲେଂଟେଡ ବି ଥିଲେ । ଦିବ୍ୟା ଭାରତୀଙ୍କର ମୃତ୍ୟୁ, ଘରର ପଞ୍ଚମ ମହଲାରୁ ତଳକୁ ପଡିଯିବାରୁ ହୋଇଥିଲା ଏବଂ ମୃତ୍ୟୁ ପରେ ତାଙ୍କର ଚର୍ଚ୍ଚା ସବୁ ଆଡେ ହେଉଥିଲା ।
ଦାନିଶ ଜେହନ
ବର୍ତ୍ତମାନ ହିଁ ପ୍ରସିଦ୍ଧ ଦାନିଶ ଜେହନଙ୍କର କାର ଏକ୍ସୀଡେଂଟରେ ନିଧନ ହୋଇଯାଇଛି । ଦାନିଶ ଏକ ଫେମସ ୟୁଟୁବର ହେବା ପାଇଁ ବହୁତ କଷ୍ଟ କରିଥିଲେ । ମାତ୍ର ୨୧ ବର୍ଷ ବୟସରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ହୋଇଯାଇଥିଲେ । ସେ ଏମଟିଭିର ଶୋ ‘ଐସ ଅଫ ସ୍ପେସ’ ରେ ଆସିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ଫ୍ୟାନ ମାନଙ୍କର ସଂଖ୍ୟା ବହୁତ ପରିମାଣରେ ବଢିଯାଇଥିଲା । ତାଙ୍କର ଶବଯାତ୍ରାରେ ବହୁତ ଲୋକମାନେ ସାମିଲ ହୋଇଥିଲେ ।