ଯଦି ଆପଣ ବି ପିଉଛନ୍ତି ଫ୍ରିଜ ର ପାଣି, ତ ହେଇଯାଆନ୍ତୁ ସାବଧାନ- ନଚେତ ହେବ ଏହି ବଡ ସମସ୍ୟା
ଗରମ ହେଉ କି ଥଣ୍ଡା କେତେକ ଲୋକଙ୍କ ଅଭ୍ୟାସ ହୋଇ ଯାଇଛି କି ସେ ଫ୍ରିଜ ର ପାଣି ନ ପିଇ ରହି ପାରିବେନି । ଏଥି ପାଇଁ ଯଦି ଆପଣ ସବୁ ବେଳେ ଥଣ୍ଡା ପାଣି ର ଉପୋଯୋଗ କରୁ ଛନ୍ତି, ତେବେ ସାବଧାନ ହେଇ ଯାନ୍ତୁ , କାରଣ ଏଥିରୁ କାସ, ଥଣ୍ଡା ହୋଇ ଥାଏ, ଶରୀରକୁ ବହୁତ କ୍ଷତି ମଧ୍ୟ ପହଞ୍ଚେଇ ଥାଏ । ଥଣ୍ଡା ପାଣି ବାହାର ଟେମ୍ପରେଚର ଠାରୁ ଅଲଗା ହୋଇ ଥିବାରୁ ପେଟରେ ଥିବା ଖାଦ୍ୟ ର ପାଚନ ରେ ଅସୁବିଧା ହୋଇ ଥାଏ । ଏହା କାରଣରୁ ଆପଣଙ୍କ ପେଟ ବ୍ୟଥା ମଧ୍ୟ ହୋଇ ଥାଏ ।
ଏହି କାରଣରୁ ମୁଣ୍ଡ ବ୍ୟଥା ହୋଇ ଥାଏ । ଫ୍ରିଜ ର ପାଣି କେବଳ ଜର , କାସ ର ସମସ୍ୟା ସୃଷ୍ଟି କରି ନଥାଏ, ଏହାଦ୍ବାରା ମୁଣ୍ଡର ସିରା ଏବଂ ସ୍ପାଇନ ରେ ବି ବହୁତ କ୍ଷତି ପହଞ୍ଚାଇ ଥାଏ । ଯଦି ଆପଣ ଫ୍ରିଜ ର ପାଣି ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇ ଯାନ୍ତୁ ।
ଆମ ଶରୀରରେ ବେଗ୍ସ ନାମକ ସିରା ଅଛି । ଏହାକୁ ଶରୀରର ସବୁଠୁ ବଡ କାର୍ନିୱଲ ସିରା ବି କୁହା ଯାଏ, ଯାହା କି ବେକ ଠୁ ଆରମ୍ଭ କରି ହାର୍ଟ , ଲଂଗ୍ସ ଏବଂ ଡାଇଜେସ୍ଟିୱ ସିସ୍ଟମ କୁ ନିୟନ୍ତ୍ରିତ କରି ଥାଏ । ଯେତେବେଳେ ବି ଆପଣ ବେଶି ଥଣ୍ଡା ପାଣି ପିଉଛନ୍ତି ତେବେ ଏହା ସିରା କୁ ଥଣ୍ଡା କରେ ଏବଂ ହାର୍ଟ ବିଟ କମ ହୋଇ ଯାଏ ।
ଯେତେବେଳେ ପାଣି ଆପଣଙ୍କ ଶରୀରରେ ଅନୁକୂଳ ହୁଏ ନାହିଁ, ରୁମ ର ଟେମ୍ପରେଚର ହିସାବ ରେ ପାଣି ର କବ୍ଜ ର ଅସୁଭିଧା ବହୁତ କମ ହୋଇଥାଏ । ବେଶି ଥଣ୍ଡା ପାଣି ପାଚନରେ ଅସୁବିଧା ଆଣି ଥାଏ । ଏହି କାରଣରୁ ସଲିଡ ଫୂଡ ଡାଇଜେସ୍ଟ ହବା ପାଇଁ ଟାଇମ ଲାଗେ ଏବଂ କବ୍ଜ ର ଅସୁଭିଧା ହୋଇ ଥାଏ ।