ଓଡିଶା

ବଲାଙ୍ଗିର ଜେଲରେ ଚଢ଼ାଉ; ନିଶାଦ୍ରବ୍ୟ ଜବତ

ଲାଙ୍ଗୀର: ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ। ଜେଲରେ ଗ୍ୟାଙ୍ଗଓ୍ବାରର ଖବର ପରେ ଚଢାଉ ଚାଲିଛି। ଏସପି ଋଷିକେଶ ଖିଲାରିଙ୍କ ନେତୃତ୍ଵରେ ଏହି ରେଡ୍ କରାଯାଉଛି। ମାଜିଷ୍ଟ୍ରେଟ୍ ଙ୍କ ସହ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ୯ ଅଫିସର ସାମିଲ୍ ହୋଇଛନ୍ତି। ଜେଲ ଭିତରୁ ବିଡି, ସିଗାରେଟ୍ , ଦିଆସିଲ୍ ଏବଂ ଅନ୍ୟ ନିଶାଦ୍ରବ୍ୟ ଜବତ ହୋଇଥିବା ସୂଚନା ମିଳିଛି।

ତେବେ ଏହି କାରନାମାରେ ଜେଲ କର୍ମଚାରୀ ଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button