ଓଡିଶା

ଚିକିଟି ମଦ ମୃତ୍ୟୁ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି ,୨୪।୮ : ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଦିଗପହଣ୍ଡିରୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପବନା ସାହୁ। ମଦମୃତ୍ୟୁ ଘଟଣାରେ ମୋଟ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି। ଏହି ଘଟଣାରେ ପୂର୍ବରୁ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା।

ଏଥିସହ ଅଭିଯୁକ୍ତ କେମିତି ମଦରେ ଅପମିଶ୍ରଣ କରିଥିଲା ପୋଲିସ ସହିତ ଯାଇ ଡେମୋ ଦେଖାଇ ଥିଲା ।

ମଦରେ ସମୁଦି ମୂଳ ଚେର ପକେଇଥିବା ଅଭିଯୁକ୍ତ କହିଛି ବୋଲି କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲଙ୍କ ସୂଚନା ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button