ସକାଳୁ ସକାଳୁ ବାସି ରୁଟି ଖାଇବାର ଫାଇଦା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ! ଯଦି ଆପଣ ଖାଆନ୍ତି ବାସି ରୁଟି ତ ଏହାକୁ ନିଶ୍ଚୟ ଦେଖନ୍ତୁ…

ସମସ୍ତେ ନିଜ ଶରୀରର କୁ ସ୍ଵସ୍ଥ ଓ ସୁନ୍ଦର ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଓ ପ୍ରଯତ୍ନ ମାନ କରିଥାନ୍ତି । କିଛି ଲୋକ ନିଜ ଶରୀର କୁ ସ୍ଵସ୍ଥ ରଖିବା ପାଇଁ ପ୍ରତିଦିନ ସକାଳେ ନିୟମିତ ଭାବରେ ଜିମ ଯାଇଥାନ୍ତି ତ ପୁଣି କିଛି ଲୋକ ଘର କିଛି ସମୟ ଧରି ଯୋଗ ବ୍ୟାୟାମ ମଧ୍ୟ ନିତ୍ୟ କରିଥାନ୍ତି । ସସ୍ଥ୍ୟ ରହିବା ପାଇଁ ଲୋକ ମାନେ ସବୁଜ ପନି ପରିବା ମଧ୍ୟ ପ୍ରଚୁର ମାତ୍ରା ରେ ଖାଇଥାନ୍ତି । ତାହାସହ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁ ମାନେ ସ୍ଵସ୍ଥ ରହିବା ପାଇଁ ବିଭିନ୍ନ ନାନା ପ୍ରକାର ହେଲଦି ଡାଏଟ ଆଦି କୁ ମଧ୍ୟ ଅନୁସରଣ କରିଥାନ୍ତି ।
ବନ୍ଧୁଗଣ ଆଜି ଆମେ ମାନେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଉପାୟ ଯାହା ସାହାର୍ଯ୍ୟ ରେ ଆପଣ ଅତି ସହଜ ରେ ହିଁ ବିଭିନ୍ନ ପ୍ରକାର ରୋଗ ଆଦି ରୁ ମୁକ୍ତ ହୋଇ ପାରିବେ, ଓ ସବୁଠାରୁ ବଡ କଥା ଏହାକି ଏହି ଉପାୟ ଟିରେ ଆପଣ ଙ୍କର ଏକ ଟଙ୍କା ମଧ୍ୟ ଖର୍ଚ୍ଚ ହେବ ନାହିଁ ।
ବନ୍ଧବୁଗନ ଆମ ସମସ୍ତ ଙ୍କ ଘରେ ପ୍ରତିଦିନ ରୁଟି ତ ନିହାତି ହେଉଥିବ । କିନ୍ତୁ ଅନେକ ଥର ଦେଖା ଯାଇଥାଏ ରୁଟି ବାସୀ ହୋଇଗଲେ ଲୋକ ମାନେ ଏହାକୁ କୁକୁର ଦେଇ ଦେଇଥାନ୍ତି ବା ଫୋପାଡି ଦେଇଥାନ୍ତି । ଯାହା ପ୍ରକୃତ ରେ ଭୁଲ ହୋଇଥାଏ । କାରଣ ଏହି ବାସୀ ରୋଟି ରେ ଏପରି କିଛି ଗୁଣ ମାନ ନିହିତ ହୋଇ ରହିଥାଏ, ଯାହାଫଳରେ ଏହା ଆମ ଶରୀରର ବିଭିନ୍ନ ପ୍ରକାରର ରୋଗ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।
ବନ୍ଧୁଗଣ ଯଦି କେହି ମଧୁମେହ ବା ଡାଇବେଟିସ ରୋଗୀ ପ୍ରତିଦିନ ସକାଳେ ବସି ରୁଟି କୁ କ୍ଷୀର ରେ ଭିଯାଇ ଖାଏ ତେବେ ଏକ ମାସ ମଧ୍ୟରେ ସେହି ବ୍ୟକ୍ତି ର ରକ୍ତ ରେ ଥିବା ସୁଗାର ର ମାତ୍ର କୁ କଣ୍ଟ୍ରୋଲ କରି ଦେଇଥାଏ । ଏହାଛଡା ଯେଉଁ ମାନଙ୍କୁ ମଳକଣ୍ଠ, ଗ୍ୟାଷ୍ଟିକ, ପେଟ ଜନିତ କିଛି ସମସ୍ଯା ବା କୋଲୋସ୍ତ୍ରୋଇଲ ସମସ୍ଯା ଆଦି ରହିଥାଏ । ସେମାନେ ଯଦି ପ୍ରତିଦିନ ଯଦି ସକାଳେ ବାସି ରୁଟି କୁ କ୍ଷୀର ସହ ଖାଇଥାନ୍ତି ତେବେ ସେମାନେ ଏହି ସମସ୍ତ ସମସ୍ଯା ରୁ ମୁକ୍ତ ହୋଇ ଯାଇଥାନ୍ତି ।
ଏହାଛଡ ବାସି ରୁଟି ଖାଇବା ଦ୍ଵାରା ଶରୀରରେ ଥିବା ଉଚ୍ଚ ରକ୍ତ ଜନିତ ସମସ୍ଯା ମଧ୍ୟ ଦୂର ହୋଇ ଯାଇଥାଏ । ଏହାସହ ଯେଉଁ ବ୍ୟକ୍ତି ମାନେ ଦୁର୍ବଳ ଓ କମଜୋର ପ୍ରକାରର ହୋଇଥାନ୍ତି, ସେମାନଙ୍କ ପାଇଁ ମଧ୍ୟ ବାସି ରୁଟି ଖାଇବା ଅତ୍ୟନ୍ତ ଭଲ ହୋଇଥାଏ ।