ବିଚାର

ଦେହକୁ ହିତ: ଅଧରାତିରେ ରତିକ୍ରିଡ଼ା ପାଇଁ ମନ ହେଲେ କଣ କରିବେ ଆଉ କଣ ନ କରିବେ ? ଜାଣନ୍ତୁ….

ମୌସୁମୀ ଗଲା ପରେ ପରେ ଏବେ ରାଜ୍ୟକୁ ଶୀତ ଲେଉଟିଛି । ଶୀତ ଆସିଲା ଆଉ ତା ସାଙ୍ଗକୁ କରୋନା କଟକଣା ବଢ଼ିଲା । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ପୁଣି ଥରେ ଲକ୍ ଡାଉନ କଟକଣା ଜାରି କରିପାରନ୍ତି । ସେପଟେ ଏବେ ବି ଲକଡାଉନ ଭଳି ପରିସ୍ଥିତି ଲାଗି ରହିଛି । ଅନେକ ଘରୁ ଅଫିସ୍ କାମ କରୁଛନ୍ତି । ଅନେକ ବାହାର ରାଜ୍ୟରୁ ଆସି ନିଜ ପରିବାର ସହ ରହିଛନ୍ତି ।

ପରିବାର(ସ୍ତ୍ରୀ) ସହ ସମୟ ବିତାଇବାକୁ କାହାକୁ ବା ଭଲ ନ ଲାଗେ । ଆପଣଙ୍କୁ ମଧ୍ୟ ଲାଗୁଥିବ । ଆପଣ ଯଦି ଜଣେ ଆମର ବିବାହିତ ପାଠକ ଆପଣ ଅନୁମାନ କରିପାରୁଥିବେ ଆମ ଶୀର୍ଷର ଉଦ୍ଦେଶ୍ୟ କଣ !

କଥା ହେଉଛି ସ୍ତ୍ରୀ, ସ୍ୱାମୀକୁ ପାଇ ଖୁସ୍ ଓ ସ୍ୱାମୀ ମଧ୍ୟ ସ୍ତ୍ରୀ ସହ ସମ୍ଭୋଗ ସୁଖ ହସ ଖୁସିରେ ଜୀବନ ବିତାଉଛନ୍ତି । କିନ୍ତୁ ଯେହେତୁ ଏବେ ଶୀତ ବଢ଼ିଛି ଏବଂ ଏହି ଋତୁକୁ ପ୍ରାୟତ ମିଳନ ଋତୁ ନ କହିଲେ ମଧ୍ୟ କାମନା ଇଚ୍ଛା ଅଧିକ ମାତ୍ରାରେ ମନରେ ଉଦ୍ରେକ ହୋଇଥାଏ । ଫଳ ସ୍ୱରୂପ ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସୁଖ ପାଇବାର ଆଗ୍ରହ ଅଧିକ ବଢିଥାଏ । ଏହା ପୁଣି ଅଚାନକ ବଢ଼ିଥାଏ ।

ରାତି ଯେତେ ଯେତେ ବଢ଼ିଥାଏ ଦେହର ତାତି ମଧ୍ୟ ସେତିକି ସେତିକି ଶରୀରକୁ ଗରମ ଆବଶ୍ୟକତା ଅନୁଭବ କରିଥାଏ ।

ଉଭୟେ ପତି ଓ ପତ୍ନୀ ପରସ୍ପର ପ୍ରତି ଆକର୍ଷିତ ହେବା ସ୍ୱାଭାବିକ ଏବଂ ସେମାନେ ସମ୍ଭୋଗ ପାଇଁ ସହମତି ଦେବା ବି ସ୍ୱାଭାବିକ । ଯଦି ଉଭୟେ ସମ୍ଭୋଗ ପାଇଁ ରାଜି ହୁଅନ୍ତି ତେବେ ଶୀତ ରାତିର ମଜା କିଛି ଅଲଗା ପ୍ରକାର । କିନ୍ତୁ ମନେ ରଖିବେ ଉଭୟେ ଏଥିପାଇଁ ରାଜି ହେବା ପ୍ରଥମେ ଦରକାର । ଜଣେ ରାଜି ଏବଂ ଅନ୍ୟ ଜଣେ ଅରାଜି ଥାଇ ଯଦି ସମ୍ଭୋଗ ହୁଏ ତେବେ ମଜା ରହିବନି । ସ୍ୱାମୀ କହିଲା ବୋଲି ସ୍ତ୍ରୀ ଯେ, ନିଜର ସର୍ବସ୍ୱ ଅନିଚ୍ଛା ସତ୍ତ୍ୱେ ଏବଂ ସ୍ତ୍ରୀର ଇଚ୍ଛାକୁ ସମ୍ମାନ ଜଣାଇ ଦୁର୍ବଳ ଲିଙ୍ଗ ଏବଂ ମୁଡ୍ ବିନା ସେକ୍ସ କଲେ ସେଥିରେ ତୃପ୍ତି ମିଳିବନି । ଏମିତି ବୀର୍ଯ୍ୟକ୍ଷରଣ ହେଲେ ମଧ୍ୟ ତାହା ଯେ, ଭୃଣରେ ବିକଶିତ ହେବ ଏବଂ ଆପଣ ସନ୍ତାନର ପିତାମାତା ହେବେ ସେମିତି ବି କହିହେବ ନାହିଁ ।

ତେଣୁ ମନେ ରଖିବେ ପାର୍ଟନରଙ୍କ ଅନୁମତି ପ୍ରଥମେ ନେବେ । ସେକ୍ସ ପାଇଁ ରାଜି କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ । ଫୁଲେଇ ଫୁସଲେଇ ଗେଲ କରି କରି ସମ୍ଭୋଗ ପାଇଁ ଲାଳାୟିତ କରିବେ । ଧିରେ ଧିରେ ପତ୍ନୀଙ୍କ ଛାତିର ତାତି ବଢାଇବେ । କାମନାର ବାସନାରେ ତାଙ୍କୁ ଜାଳିବାକୁ ଚେଷ୍ଟା କରିବେ । ସ୍ତ୍ରୀଙ୍କ ବକ୍ଷୋଜରେ ଗାଢ଼ ଚୁମ୍ବନ ଦେଇ ତାଷ ମନ ଷୋତିବେ, ଇଚ୍ଛାକୁ ବହୁ ଗୁଣିତ କରିବାକୁ ବିଭିନ୍ନ ପ୍ରକାରର ଆସନ ବା ମୁଦ୍ରାର ସହାୟ ନେଇପାରିବେ । ସ୍ତ୍ରୀଙ୍କୁ ପେଟ, ପିଠି ଆଉଁସି ମସାଜ ଦେଇ ଘାଇଲା ବାଘୁଣି ଘରି ଝାମ୍ପ ମାରି ପାରିବେ । ଦେଖିବେ ଆପଣଙ୍କ କାମ ଅଧା ହାଲକା ହୋଇଯିବ ।

କିନ୍ତୁ ମନେ ରଖିବେ ସ୍ତ୍ରୀଙ୍କୁ କ୍ଷତାକ୍ତ କରିବେନି, ଆବଶ୍ୟକ ଅନୁଭବ କଲେ କଣ୍ଡୋମ ବ୍ୟବହାର କରିବେ । ଏପରିକି ସେକ୍ସ ପୂର୍ବରୁ ଉଭୟେ ଉଭୟଙ୍କୁ ତୈଳ ମାଲିସ କରି ଯୌନ ଇଚ୍ଛା ବୃଦ୍ଧିରେ ସହାୟକ ହୋଇ ପରମ ତୃପ୍ତିର ଲାଭ ଉଠାଇପାରିବେ । ମୁଖ ମୈଥୁନ, ହସ୍ତ ମୈଥୁନ, ଅପ୍ରାକୃତିକ ଯୌନ କ୍ରିୟାକୁ ଅଧିକ ପ୍ରଶୟ ଦେବେନି । ପ୍ରଣୟ ବେଳେ ପ୍ରାଣ ପ୍ରିୟା ପତ୍ନୀଙ୍କ ଉଦର ଚୁମି, ନାଭି ଅଣ୍ଡାଳି ଶତ ସିଂହର ବଳ ନେଇ ସ୍ତ୍ରୀ ଉପରକୁ ଜମ୍ଫ ଦେଇ କରିପାରିବେ । ଧ୍ୟାନ ରଖିବେ ସ୍ତ୍ରୀ ବି ଆପଣଙ୍କ ଉପରେ ଚଢ଼ି ସମ୍ଭୋଗ ପାଇଁ କହିଲେ ଅରାଜି ହେବେନି । ଦେଖିବେ ରାତି ବଢୁଥିବ ଶୀତ ବଢୁଥିବ ଆଉ ତାତି ବି ଢେର୍ ଗୁଣା ବଢ଼ି ଚରମ ସୁଖ ପ୍ରଦାନ କରୁଥିବ ।.

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button