ଦେଶ ବିଦେଶ
-
ବିନା ଟିକେଟରେ ଟ୍ରେନରେ ଧରା ପଡିଲା ସ୍କୁଲ ଛାତ୍ରୀ, ପରେ ତା ସାଙ୍ଗରେ TTE କଲା ଏମିତି..
ଦିଲ୍ଲୀର ବାରାଣସୀରୁ ଯାଉଥିବା କାଶୀ ବିଶ୍ଵନାଥ ଏକ୍ସପ୍ରେସରେ ବର୍ତ୍ତମାନ କିଛି ଦିନ ତଳେ ହିଁ ଏମିତି ଏକ ଘଟଣା ହୋଇଛି ଯାହା ବହୁତ ଲଜ୍ୟାର ବିଷୟ ଅଟେ…
Read More » -
ସବୁଠୁ କମ ବୟସରେ IAS ହୋଇଥିବା ଅଂଶାର ସେଖ କହିଲେ ତାଙ୍କ ସଫଳତାର ରାଜ ବିଷୟରେ, ପଢନ୍ତୁ ତାଙ୍କ ସଙ୍ଘର୍ଷର କାହାଣୀ
କଷ୍ଟ କେତେ ବି ହେଉ, ଯେତେବେଳ ଲକ୍ଷକୁ ପାଇବା ପାଇଁ ଇଛା ଅଛି ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଆପଣଙ୍କର ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ…
Read More » -
ପାଖା ପାଖି 3000 ବେସାହାରା ଝିଅ ମାନଙ୍କର ବିବାହ କରାଇ ସାରିଲେଣି ଏହି ହୀରା ବ୍ୟବସାୟୀ, ଝିଅ ମାନଙ୍କ ପାଇଁ ବାପା ଠୁ ବି ଅଧିକ ଏହି ବ୍ୟକ୍ତି – ଜାଣନ୍ତୁ ତାଙ୍କ ବିଷୟରେ ଓ ଗୋଟିଏ ଶେୟାର କରନ୍ତୁ
ଭାରତରେ ଏମିତି ବହୁତ ଲୋକ ଅଛନ୍ତି ଯିଏକି ଝିଅ ଜନ୍ମ ହେଲେ ଖୁସି ହୁଅନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ଯୁଗ ବଦଳୁଛି କିନ୍ତୁ ବଦଳିବା ଲୋକଙ୍କ ସଂଖ୍ୟା…
Read More » -
ଘରେ ରଖିଥିବା ଫ୍ରିଜ ସହିତ ଜଡିତ ଏହି ୫ଟି ସତ୍ୟତା ବିଷୟରେ 99% ଲୋକ ଜାଣି ନଥିବେ, କଣ ଆପଣଙ୍କୁ ଜଣା ଅଛି ?
ମଡନ ଜମାନାରେ ତକନିକ ସବୁ ରୂପରେ ପ୍ରସାରିତ ହେଉଛି । ତକନିକର ଏହି ବଢୁଥିବା ଜିନିଷରେ ମାନବ ଶକ୍ତି କମ ହେବାରେ ନଜର ଆସୁଛି । ଆମେ…
Read More » -
ଗୋଟିଏ ଭାଇ ଭଉଣୀକୁ ଦେଲା ଏମିତି ଉପହାର କି ପିତା ବି ହେଇଗଲେ ଭାବୁକ, ଓ କହିଦେଲେ..
ଘରେ ଖୁସିର ଖବର ଅଛି । ବାହାଘର ପରେ ଘରର ଝିଅ ରଶ୍ମୀ ନିଜର ବାପାଘରକୁ ଆସିଛି । ବାପା ଭାବୁଥିଲେ କି କଣ କରିଲେ ଝିଅ…
Read More » -
ବାପା ଝିଅର ବାହାଘରର କାର୍ଡରେ କିଛି ଏମିତି ଲେଖି ଦେଲେ କି ଯିଏ ବି ପଢିଲେ ବାଃ ବାଃ କରିବାକୁ ଲାଗିଲେ
କହିବାକୁ ଗଲେ ବାହାଘରର କାର୍ଡ ବହୁତ ପର୍ଶନାଲ ହୋଇଥାଏ ଏବଂ ଏଥିରେ ଲୋକମାନେ ବର – କନ୍ୟାର ପରିଚୟ ସହିତ ବ୍ୟକ୍ତିଗତ ସୂଚନା ଦେଇଥାନ୍ତି । କିନ୍ତୁ…
Read More » -
ପ୍ୟାନ କାର୍ଡ ର ନୂଆ ନିୟମ ୫ ଡିସେମ୍ବର ଠାରୁ ଲାଗୁ ହୋଇଛି, ଜାଣି ନିଅନ୍ତୁ ନଚେତ ପସ୍ତେଇବେ – ଶେୟାର କରନ୍ତୁ ସମସ୍ତଙ୍କ ସହିତ
ଯଦି ଆପଣ ପ୍ୟାନ କାର୍ଡ ବ୍ୟବହାର କରୁଛନ୍ତି କିମ୍ବା ପ୍ୟାନ କାର୍ଡ ତିଆରି କରିବା ପାଇଁ ଭାବୁଛନ୍ତି ଏହା ପୂର୍ବରୁ ପ୍ୟାନ କାର୍ଡର ନୂଆ ନିୟମ ବିଷୟରେ…
Read More » -
ଭାରତର ସବୁଠୁ ଧନୀ ଉଦ୍ୟଗପତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚାରେ ଥାଆନ୍ତି । କେତେବେଳେ ନିଜର ପ୍ରଫେଶନଲ ଲାଇଫ କୁ ନେଇ ତ କେତେବେଳେ ନିଜର ପର୍ସନଲ ଲାଇଫକୁ ନେଇ । ମୁକେଶ ଅମ୍ବାନୀ ବର୍ତ୍ତମାନ ନିଜର ଝିଅ ଈଶା ଅମ୍ବାନୀଙ୍କର ବାହାଘରକୁ ନେଇ ଚର୍ଚାରେ ଅଛନ୍ତି । ଚାରିଆଡେ ବର୍ତ୍ତମାନ କେବଳ ଈଶା ଅମ୍ବାନୀଙ୍କର ବାହାଘରର ଚର୍ଚା ଚାଲିଛି । କିନ୍ତୁ ଏଠି ଆପଣଙ୍କୁ ମୁକେଶ ଅମ୍ବାନୀଙ୍କର ଲଭ ଷ୍ଟୋରିର କିଛି ଅଜଣା କଥା କହିବାକୁ ଯାଉଛୁ । ମୁକେଶ ଅମ୍ବାନୀଙ୍କର ପିତାଙ୍କୁ ପ୍ରଥମ ନଜରରେ ପସନ୍ଦ ଆସି ଯାଇଥିଲେ ନିତା : ସେହି ଦିନରେ ନିତାଙ୍କର ବାପା ବିରଲା ଗ୍ରୁପରେ କାମ କରୁଥିଲେ ଏବଂ ସେହି ସମୟରେ ବିରଲା ନିବାସରେ ଏକ କାର୍ଯ୍ୟକ୍ରମ ରଖା ଯାଇଥିଲା, ଯେଉଁଠି ୨୦ ବର୍ଷର ନିତା ଭାରତନାଟ୍ୟମ କରୁଥିଲେ । ସେଠିଥିବା ମୁକେଶଙ୍କର ପିତା ପୂରାପୂରି ନିତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଯାଇଥିଲେ । ନିତାଙ୍କର ଡାନ୍ସ ଦେଖି ମୁକେଶଙ୍କର ପିତା ଧୀରୁଭାଇ ମନରେ ମନରେ ହିଁ ଭାବି ନେଇଥିଲେ କି ଏହି ଝିଅ କେବଳ ସୁନ୍ଦର ନୁହେଁ, ଭାରତୀୟ ସଂସ୍କୃତିରେ ମଧ୍ୟ ଭରପୁର ଅଛି । ପ୍ରୋଗ୍ରାମ ପରେ ମୁକେଶଙ୍କ ପିତା ନିତାଙ୍କର ନମ୍ବର ନେଲେ ଏବଂ ଘରକୁ ଯାଇ ତାଙ୍କୁ ଫୋନ କଲେ, କିନ୍ତୁ ନିତାଙ୍କୁ ଏହା ସବୁ ଥଟ୍ଟା ଲାଗିଲା । Energy Low? This Herbal Drink Support Your Daily Stamina Play More Princess Lilibet And Princess Charlotte: How Their Lives Compare Today Herbeauty They Were Told “Too Big” — Now They Dominate The Ring Herbeauty Strange Beast Emerges From Water – Ranger Calls For Backup Buzz Day ମୁକେଶଙ୍କ ପିତାଙ୍କୁ କହିଲେ ନିତା କି ‘ମୁଁ ଏଲିଜାବେଥ ଟେଲର ଅଟେ’ : ଯେତେବେଳ ନିତା ମୁକେଶଙ୍କର ପିତା ଧୀରୁଭାଇଙ୍କର ଫୋନ ପ୍ରଥମ ଥର କାଟିଦେଲେ ତାହା ପରେ ସେ ପୁଣି ଥରେ ଫୋନ କରିଲେ ଏବଂ କହିଲେ କି ମୁଁ ଧୀରୁଭାଇ କହୁଥିଲି । ନିତା ରାଗି ଯାଇ କହିଲେ କି ଯଦି ଆପଣ ଧୀରୁଭାଇ କହୁଛନ୍ତି ତେବେ ମୁଁ ଏଲିଜାବେଥ ଟେଲର କହୁଛି । ଏହା ପରେ ସେ ପୁଣି ଥରେ ଫୋନ କାଟି ଦେଲେ କିନ୍ତୁ ଧୀରୁଭାଇ ଯେତେବେଳେ ତୃତୀୟ ଥର ଫୋନ କରିଲେ ତାହା ପରେ ନିତାଙ୍କ ପିତା ଫୋନ ଉଠାଇଲେ ଏବଂ ସେ ତାଙ୍କର ଶବ୍ଦକୁ ଚିହ୍ନି ପାରିଲେ ଏବଂ ଧୀରୁଭାଇ ତାଙ୍କର ପରିବାରଙ୍କୁ ଘରକୁ ଡାକିଲେ ଏବଂ ବାହାଘରର କଥା ଚାଲିଲା । अन्य जबरदस्त कंटेंट Energy Low? This Herbal Drink Support Your Daily Stamina Play More Princess Lilibet And Princess Charlotte: How Their Lives Compare Today Herbeauty The Hottest Cartoons Ever—You Won’t Believe #3 Brainberries स्मिता पाटिल के जीवन के अनछुए पहलु, जिनके बारे में कोई नहीं जानता Brainberries ଟ୍ରାଫିକ ଅଟକାଇ ମୁକେଶ ଅମ୍ବାନୀ କରିଲେ ପ୍ରୋପଜ : ମୁକେଶ ଅମ୍ବାନୀଙ୍କର ଏହି କଥା ପ୍ରାୟତଃ ଫିଲ୍ମ ଭଳି ଲାଗିବ କିନ୍ତୁ ଏହା ସତ ଅଟେ । ଥରେ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀ ଏକା ସହିତ ଥରେ କାରରେ ଯାଉଥିଲେ । ଏହି ସମୟରେ ଟ୍ରାଫିକରେ ରେଡ ଲାଇଟ ହୋଇଗଲା ସେହି ସମୟରେ ମୁକେଶ କାରରୁ ବାହାରି ନିତାଙ୍କୁ ପ୍ରୋପଜ କଲେ । ଏତିକି ନୁହେଁ ଯେତେବେଳେ ଗ୍ରୀନ ଲାଇଟ ହେଲା ନିତା ତାଙ୍କୁ ଯିବା ପାଇଁ କହିଲେ କିନ୍ତୁ ସେ କହିଲେ କି ଯେତେବେଳେ ପର୍ଯ୍ଯନ୍ତ ତୁମେ ହଁ ନ କହିଛ ସେତେ ପର୍ଯ୍ଯନ୍ତ ମୁଁ ଏଠୁ ଯିବି ନାହିଁ । ଏହା ପରେ ନିତା କହିଲେ ହଁ , ମୁଁ ତୁମକୁ ବାହା ହେବି । କିଛି ଏପରି ଥିଲା ମୁକେଶ ଓ ନିତା ଆମ୍ବାନୀଙ୍କର ଲଭ ଷ୍ଟୋରି ।
ବର୍ତ୍ତମାନ ହିଁ Siena International Photo Awards 2018 ର ପରିଣାମ ଘୋଷିତ ହୋଇଛି । ଏହି ପ୍ରତିଯୋଗିତାରେ ସର୍ବମୋଟ ୧୫୬ ଦେଶର ପାଖାପାଖି ୪୮୦୦୦ ଫଟୋ…
Read More » -
କଣ ଆପଣ ଜାଣିଛନ୍ତି ଘଣ୍ଟାର AM ଏବଂ PM ର ସଠିକ ଅର୍ଥ କଣ?
AM ଏବଂ PM ଏହି ଦୁଇ ଶବ୍ଦକୁ ଆପଣ ସବୁଦିନ ନିଜର ମୋବାଇଲ ଏବଂ ଘଡିରେ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ କଣ ଏହାର ଅର୍ଥ…
Read More » -
ଜାଣନ୍ତୁ ବିଶ୍ଵର ପ୍ରଥମ 5 ଷ୍ଟାର ଜେଲ୍ ବିଷୟରେ, ଏମିତି ଜେଲ୍ ଯେଉଁଠିକି ସମସ୍ତେ ଯିବାକୁ ଚାହିଁବେ
ସମାଜରେ ଉନ୍ନତି ସହିତ ସମାଜରେ ଅପରାଧ ବି ବ୍ୟାପିଛି । ସବୁବେଳେ ଅପରାଧ ଆମ ସମାଜରେ ରହି ଆସିଅଛି । ସମୟ ସହିତ ଅପରାଧର ପ୍ରକୃତି ରେ…
Read More »