ଦେଶ ବିଦେଶ
-
ସକାଳୁ ଖାଲିପେଟରେ ଖାଆନ୍ତୁ ଏହାକୁ, ପାଞ୍ଚଟି ଭୟଙ୍କର ରୋଗରୁ ରହିବେ ଦୂର
ଆଲୋଭେରାକୁ ଘିକୁଆଁରୀ ବି କୁହାଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଏକ ଛୋଟ ଏବଂ କଣ୍ଟାଳିଆ ବୃକ୍ଷ। ଯାହାର ପତ୍ରରେ ବହୁତ ତରଳ…
Read More » -
ଦହିରେ ଜୁଆଣି ମିଶାଇ ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ପ୍ରକାରର ଲାଭ, ଭଲହୁଏ ସାଙ୍ଘାତିକ ରୋଗ
ଅନେକ ଲୋକ ଖାଦ୍ୟ ସହିତ ନିୟମିତ ଦହି ନିଅନ୍ତି, କିନ୍ତୁ ଯେଉଁମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଦହିରେ ଲୁଚି ରହିଥିବା ସ୍ୱାସ୍ଥ୍ୟ ଏବଂ…
Read More » -
କାଳରେ ଫୁସଫୁସକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ, ତେବେ ପିଇବାକୁ ଭୁଲନ୍ତୁନି ଏହି ଚାହା
ଏବେ ଦେଶ ତଥା ରାଜ୍ୟରେ କରୋନାର ଭୟଙ୍କର ପ୍ରଭାବ ଜାରି ରହିଛି । ଆଗକୁ ଆସୁଥିବା ଶୀତ ଋତୁରେ ଏହାର ପ୍ରଭାବ ଆହୁରି ବଢି ଯାଇପାରେ ବୋଲି…
Read More » -
ସାବଧାନ! ଅଧିକ ଗୁଡ଼ ଖାଇବା ଦ୍ୱାରା ଦେଖାଦେଇପାରେ ଏସବୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା
ଗୁଡ଼ରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଏଣୁ ଲୋକମାନେ ଚିନି ବଦଳରେ ଗୁଡ଼ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଆୟୁର୍ବେଦରେ ଅନେକ ରୋଗରୁ ମୁକ୍ତି ପାଇଁ…
Read More » -
ଶୀତଦିନେ ଗୁଡ଼ ଖାଇବା ଦ୍ୱାରା ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟକର ଫାଇଦା, ଥରେ ପଢ଼ିନିଅନ୍ତୁ ଏହିସବୁ ଲାଭ
ସାଧାରଣତଃ ଗୁଡ଼ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ହଜମ ପାଇଁ ଲାଭଦାୟକ, କିନ୍ତୁ ଶୀତ ଋତୁରେ ଗୁଡ଼ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ । ଏହି…
Read More » -
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏମିତି ସ୍ତ୍ରୀ ବିବାହ ପରେ ଦିଅନ୍ତି ଧୋକା ! ଥରେ ପଢ଼ି ଦେଖନ୍ତୁ
ଚାଣକ୍ୟଙ୍କୁ ଜଣେ କୁଶଳ ରାଜନୀତିଜ୍ଞ, ଚତୁର କୁଟନୀତିଜ୍ଞ, ପ୍ରକାଣ୍ଡ ଅର୍ଥଶାସ୍ତ୍ରୀ ରୂପରେ ଜଣାଯାଇଥାଏ। ଚାଣକ୍ୟ ତାଙ୍କ ସମୟରେ ସ୍ତ୍ରୀ ପୁରୁଷଙ୍କୁ ନେଇ କିଛି ନିୟମ କହିଥିଲେ। ଚାଣକ୍ୟଙ୍କ…
Read More » -
ଦୀପାବଳି ପୂଜାରେ ପାଆନ୍ତୁ ଚେହେରାରେ ଇନ୍ସାଣ୍ଟ ଗ୍ଲୋ, ଫଲୋ କରନ୍ତୁ ଏହି ତିନୋଟି ଷ୍ଟେପ
ନେଚୁରାଲ ଗ୍ଲୋ ତ୍ୱଚା ସବୁ ମହିଳା ଇଚ୍ଛା କରିଥାନ୍ତି।ପାର୍ଲର ଅପେକ୍ଷା କିଛି ଘରୋଇ ଉପଚାର କରିବା ଦ୍ୱାରା ସ୍କିନ ଅଧିକ ଗ୍ଲୋ କରିଥାଏ।ବର୍ତ୍ତମାନ ପର୍ବପର୍ବାଣୀର ସମୟ ଆରମ୍ଭ…
Read More » -
ଷ୍ଟ୍ରୋକର ବିପଦକୁ କମ୍ କରିଥାଏ ଏହିସବୁ ଜିନିଷ, ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ
ପ୍ରତି ୪୦ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ ହୁଏତ ଏକଥା ଆପଣ କମ୍ ଜାଣିଥିବେ । ଆମେରିକାରେ ଷ୍ଟ୍ରୋକ ମୃତ୍ୟୁର ପଞ୍ଚମ ସବୁଠୁ ବଡ଼ କାରଣ।…
Read More » -
କର୍ଣ୍ଣାଟକ ମାଙ୍ଗାଲୁରୁରେ ବଡ଼ ଦୁର୍ଘଟଣା । କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁ ସମେତ ତିନି ଜଣ ମୃତ୍ୟୁ । ଗାରୋଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭଡ଼ା ଘର ଉପରେ ଏକ କମ୍ପାଉଣ୍ଡ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମାଙ୍ଗାଲୁରୁର କଙ୍କାନାଡି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ମାରିଏଲ୍ ଅଞ୍ଚଳ ରେ ଏହି ଘଟଣା ଘଟିଥିବା ସୂଚନା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘରେ ରହୁଥିବା ୮ ଜଣ ଫସି ଯାଇଥିଲେ । ପରେ ସ୍ଥାନୀୟ ଦମକଳ ଓ ପୋଲିସ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ ସହାୟତାକାରୀମାନେ ଗୋଟିଏ ପରିବାର ଲାଲବାବୁ, ଇନ୍ଦୁ ଏବଂ ସେମାନଙ୍କର ଦୁଇ ଝିଅ, ଅଳକା ଏବଂ ଅନୁଶା ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ସାନ ଝିଅ, ଅନାମିକା ଚୌରାସିଆ ଏବଂ ପରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ବେଳେ ଅନ୍ୟ ଏକ ପରିବାରର ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି । ବିହାରର ଏହି ଦୁଇଟି ପରିବାର ଆଠ ବର୍ଷ ଧରି ଏହି ଅଞ୍ଚଳରେ ରହୁଥିବା ସୂଚନା ମିଳିଛି ।
ଅଣ୍ଡାରେ ପ୍ରଚୁର ପରିମାଣର ଭିଟାମିନ୍ ଓ ପ୍ରୋଟିନ୍ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଏ। ଶୀତଦିନେ ଶରୀରକୁ ଗରମ ରଖିବାକୁ ମଧ୍ୟ ଡାକ୍ତରମାନେ ଅଣ୍ଡା ଖାଇବାକୁ ପରାମର୍ଶ…
Read More » -
ନିଶ୍ଚୟ ଜାଣନ୍ତୁ : ଲୁଣ ପାଣିରେ ଗାଧୋଇବା ଦ୍ୱାରା ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟକର ଫାଇଦା
ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଲୁଣିଆ ପାଣି ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ସ୍ନାନ ପାଣିରେ ଆପଣ ନିଶ୍ଚିତ ଭାବରେ ଫୁଲ, ଗୋଲାପ ଜଳ…
Read More »