ଦେଶ ବିଦେଶ

Justin biber ଙ୍କ ମୁଁହ ରେ ହେଇଗଲା paralysis, କହିଲେ ମୁଁ ଆଖି ପତା ବି ପକେଇ ପାରୁନି..

ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ବିଷୟରେ ଜାଣିବାକୁ ପାଇଥିବେ।ବେଳେ ବେଳେ ଅନେକ କଳାକାର ମାନେ ହୁଅନ୍ତୁ କି ଅନ୍ୟାନ୍ୟ ଖେଳାଳି ହୁଅନ୍ତୁ ସେମାନେ ତାଙ୍କ ପ୍ରଶଂସକ ମାନଙ୍କୁ ପ୍ରାୟ ସମୟରେ କେମିତି ରହିଥାନ୍ତି,କେଉଁଆଡେ ଯାଇଥାନ୍ତି ସମସ୍ତଙ୍କୁ ଦେଖାଇଥାନ୍ତି।ଏବଂ ଦର୍ଶକମାନେ ଏହା ଦେଖି ବହୁତ ଖୁସି ହୋଇଥାନ୍ତି।

Justin biber ଙ୍କ ମୁଁହ ରେ ହେଇଗଲା paralysis, କହିଲେ ମୁଁ ଆଖି ପତା ବି ପକେଇ ପାରୁନି..

ବେଳେ ବେଳେ ତାଙ୍କ ଦେହ ଖରାପ କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।ବର୍ତ୍ତମାନ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ବହୁତ ଦୁଃଖ କରିବେ।ଆପଣମାନେ ପପ୍‌ ଷ୍ଟାର୍‌ ଜଷ୍ଟିନ ବିବର୍‌ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସୋସିଆଲ ମିଡିଆରେ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ବର୍ତ୍ତମାନ ଜଷ୍ଟିନ ବିବର୍‌ ତାଙ୍କ ବିଷୟରେ ସମସ୍ତଙ୍କୁ କିଛି ଜଣାଇଛନ୍ତି।

 

ପପ୍‌ ଷ୍ଟାର୍‌ ଜଷ୍ଟିନ ବିବର୍‌ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି।ତାଙ୍କୁ ପାରାଲିସିସ୍‌ ହୋଇଛି ବୋଲି ସେ କହିଛନ୍ତି।ସେ ଜଣେ ହଲିଉଡ୍ ର ଗାୟକ ଅଟନ୍ତି।ବର୍ତ୍ତମାନ ସେ ରୋଗରେ ପଡିଛନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି।ଜଷ୍ଟିନ ବିବର୍‌ ସୋସିଆଲ ମିଡିଆରେ ବା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।ତାହାକୁ ଅନେକ ଲୋକ ଦେଖି ସାରିଲେଣି।

 

ଏବଂ ଅନେକ ଲୋକ ଏହି ଖବର ଜାଣିବା ପରେ ବହୁତ ମନ ଦୁଃଖ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ରାମସେ ହନ୍ଟ ସିଣ୍ଡ୍ରୋମ ନାମକ ରୋଗରେ ପୀଡିତ ହୋଇଛନ୍ତି।ତାଙ୍କୁ ବର୍ତ୍ତମାନ ୨୮ ବର୍ଷ ଅଟେ।ବହୁତ କମ୍ ବୟସରେ ସେ ଗୁରୁତର ହୋଇଛନ୍ତି।ସେ ଭଲରେ କଥା କହି ପାରୁନାହାଁନ୍ତି କି ହସି ମଧ୍ୟ ପାରୁ ନାହାଁନ୍ତି ବୋଲି ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି।ତାଙ୍କ ମୁହଁ ମଧ୍ୟ ଅଧା କାମ କରୁ ନାହିଁ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button