ଦେଶ ବିଦେଶ

ବିଖ୍ୟାତ singer KK ଙ୍କ ଆଜି ହେବ ଶେଷକୃତ୍ୟ, AC ନ ଲାଗିବାରୁ kk ଙ୍କୁ ହେଲା ହୃଦଘାତ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେ ଙ୍କ ର ଅନ୍ତିମ ସଂସ୍କାର ହୋଇଛି।ମୁମ୍ବାଇ ରେ କେକେ ଙ୍କ ର ହେବ ଶେଷକୃତ୍ୟ।ପ୍ରଶ୍ନ ଉଠୁଛି କେକେ ଙ୍କ ମୃ-ତ୍ୟୁ କିପରି ହୋଇଛି।ଡାକ୍ତର ତାଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। କେକେ ଙ୍କ ମୃ-ତ୍ୟୁ ପଛରେ କନସର୍ଟ୍ ଆୟୋଜନ ଙ୍କ ର

ବଡ଼ ଧରଣର ଦାୟିତ୍ଵ ହୀନତା ସାମ୍ନାକୁ ଆସିଛି।

ଆୟୋଜକ ଙ୍କ ବିରୁଦ୍ଧରେ ଅଡିଟରୀୟମ ରେ ଆବଶ୍ୟକତା ଠାରୁ ଅଧିକ ଲୋକ ମାନଙ୍କ ଭିଡ଼ ଅବ୍ୟବସ୍ଥାକୁ ନେଇ ଅଭିଯୋଗ ହୋଇଛି।ସୋସିଆଲ ମିଡିଆରେ ଭାଇ ରାଲ ହେଉଥିବା ଏକ ପୋଷ୍ଟର ପ୍ରତ୍ୟକ୍ଷ ଦର୍ଷି ନିଲାମ ହୁସେନ କହିଛନ୍ତି ଯେ ବନ୍ଦ ଅଡିଟରୀୟମ ରେ ଏ ସି କାମ କରୁ ନଥିଲା।ଏହି ବିଷୟରେ କୁହାଯାଇଛି।

 

କେକେ ଦିନକ ପୂର୍ବରୁ ଏସି ବାବଦରେ ଅଭିଯୋଗ କରିଥିଲେ।ଦର୍ଶକଙ୍କ ଠାରୁ ଆୟୋଜକ ଏତେ ଟଙ୍କା ନେଇ ଥିବାରୁ ପ୍ରସ୍ତୁତି ବିଶେଷ ଧ୍ୟାନ ଦେଇନଥିଲେ କଣ ପାଇଁ ପ୍ରଶ୍ନ ଉଠୁଛି। କେକେ ବାରମ୍ବାର ତାଙ୍କ ଝାଳ ପୋଛୁଥିଲେ।ଏହା ସମସ୍ତେ ଦେଖିଥିବେ।ଗରମରେ ଜୀବନ ଯାଉଛି ବୋଲି ମଧ୍ୟ କେକେ କହୁଥିଲେ।କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ।

 

ଅଡିଟରୀୟମ ଭିତରେ ବହୁତ ଭିଡ଼ ଥିଲା।ଲୋକମାନେ ଗେଟ୍ ଭାଙ୍ଗି ବିନା ପାସ୍ ରେ ଚାଲି ଆସିଥିଲେ।ସେଠିକି ୨୬୦୦ ଲୋକ ଆସିବାର ଥିଲା।କିନ୍ତୁ ୭୦୦୦ ରୁ ଉର୍ଦ୍ଧ ଲୋକ ଚାଲି ଆସିଥିଲେ।ରାଜ୍ୟ ସରକାର ମଧ୍ୟ ଏହା ସ୍ବୀକାର କରିଛନ୍ତି। କେକେ ଙ୍କ ର ଲୀଭର ସମସ୍ୟା ରହିଥିଲା।ରିପୋର୍ଟ ଅନୁସାରେ ତାଙ୍କର ହୃଦଘାତର ମୃ-ତ୍ୟୁ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button