ପ୍ରତିଦିନ ସକାଳୁ ଖାଆନ୍ତୁ ଏହି ଜିନିଷ ,ମସ୍ତିସ୍କ ଏମିତି ଶକ୍ତିଶାଳୀ ହେବ ଯେ କମ୍ପୁଟର ବି ଫେଲ ମାରିବ
ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ନିଜର ସ୍ମରଣ ଶକ୍ତିକୁ ନେଇ ବହୁତ ଚିନ୍ତିତ ରହିଛନ୍ତି, ସ୍ମରଣ ଶକ୍ତି କମ ହେବା କାରଣରୁ ଅନେକ ବ୍ୟକ୍ତି କୌଣସି କାର୍ଯ୍ୟ ଦାୟିତ୍ୱ ସହକାରେ କରିପାରନ୍ତି ନାହିଁ |ଏଭଳି ସମସ୍ୟା ଥିବା ବ୍ୟକ୍ତିଙ୍କୁ ସର୍ବଦା ଅନେକ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |ବୟସ ବଢିଲେ ଅନେକ ବ୍ୟକ୍ତି ବ୍ରେନ ପାୱାର ଧୀରେ ଧୀରେ କମିବାକୁ ଲାଗିଥାଏ ମାତ୍ର ବର୍ତମାନ କମ ବୟସରୁ ମଧ୍ୟ ଅଧିକ ଷ୍ଟ୍ରେସ କାରଣରୁ ବ୍ୟକ୍ତିଙ୍କୁ ଏହି ବ୍ରେନ ଲେସ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ |ମୁଁ ଆଜି ଆପଣଙ୍କ ଏହି ସମସ୍ୟା ଦୂର କରିବା ପାଇଁ ଏହା ସୁନ୍ଦର ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବି |ଯାହାକି ଆପଣ ରିମିଡ଼ି କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି କମିବା ଭଳି ସମସ୍ୟା ଦୂର ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-ସିଝା କ୍ଷୀର, ଅଣ୍ଡାର କେଶ୍ୱର, ମହୁ
ପ୍ରସ୍ତୁତି :-ପ୍ରଥମେ ଆପଣ ଏହି ହୋମ ରିମିଡ଼ି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଗ୍ଲାସ ଫୁଟା କ୍ଷୀର ନିଅନ୍ତୁ, ପରେ ଆପଣ ଏହି କ୍ଷୀର ହାଲକା ଉଷମ ଥିବା ସମୟରେ ବ୍ୟବହାର କରନ୍ତୁ |ଏହି କ୍ଷୀରରେ ଆପଣ ଦୁଇଟି ଅଣ୍ଡାର କେଶ୍ୱର ନେଇ ସେଥିରେ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ପରେ ଆପଣ ଏହି କ୍ଷୀର ଏକ ଚାମୋଚ ମହୁ ମଧ୍ୟ ମିଶାନ୍ତୁ |ଏହି ସମସ୍ତ ସାମଗ୍ରୀକୁ ଆପଣ ଭଲ ଭାବରେ ମିକ୍ସ କରି ପରେ ଉଷାମ ଥିବା ସମୟରେ ଆପଣ ଏହାର ସେବନ କରନ୍ତୁ |ଏହି କ୍ଷୀରରେ ଅଣ୍ଡାର କେଶ୍ୱର ଯେପରି ଭଲ ଭାବରେ ମିକ୍ସ ହେବ ସେଥିପ୍ରତି ଆପଣ ଅଧିକ ଧ୍ୟାନ ଦେବା ନିହାତି ଆବଶ୍ୟକ |
ବ୍ୟବହାର :-ଆପଣ ପ୍ରସ୍ତୁତ କରି ରଖିଥିବା ଏହି କ୍ଷୀରକୁ ଆପଣ ପ୍ରତ୍ୟକ ଦିନ ରାତିରେ ସୁଇବା ସମୟରେ ଏହାର ସେବନ କରିଥାନ୍ତି, ଏହି କ୍ଷୀର ଆପଣ ଲଗାତାର ଭାବରେ ଏକ ମାସ ପ୍ରଯ୍ୟନ୍ତ ଏହାର ସେବନ କରନ୍ତୁ |ଦେଖିବେ ଏହାର ଫାଇଦା ଆପଣଙ୍କୁ ଅଧିକ ମିଳିଥାଏ, ଏହି ରିମିଡ଼ି ଆପଣ ପ୍ରତ୍ୟେକ ଦିନ ରାତିରେ ସୁଇବା ସମୟରେ ଏହାର ବ୍ୟବହାର ନିହାତି କରନ୍ତୁ |ଏହା ଦ୍ୱରା ଆପଣଙ୍କ ସ୍ମରଣ ଶକ୍ତି ବଢିବା ସହିତ ଆପଣଙ୍କ ବ୍ରେନ ଲେସ ଭଳି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ | ଏହି ରିମିଡ଼ି ଆପଣ ବ୍ୟବହାର କରିବା ସହିତ ନିଜର ଖାଦ୍ୟ ପେୟରେ ସମସ୍ତ ପ୍ରକାର ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ |ଏହା ସହିତ ଆପଣ ନିଜର ମନକକୁ ଅଧିକ ସମୟ ସ୍ଥିର ରଖିବା ପାଇଁ ଚେଷ୍ଟା କରନ୍ତୁ |