ବିଚାର

ଧନର ବୃଦ୍ଧି ପାଇଁ ଗୁରୁବାର ଦିନ କରନ୍ତୁ ଏହି 4ଟି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ପ୍ରତେକ ବ୍ଯକ୍ତିର ଇଚ୍ଛା ଥାଏ ଧନ କମାଇବା ପାଇଁ । ସେଥିପାଇଁ ବ୍ୟକ୍ତି କୌଣସି ନା କୌଣସି ଉପାୟ ମାନ କରିଥାଏ । କିନ୍ତୁ କିଛି କ୍ଷେତ୍ର ରେ ଏହା ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ବିଫଳ ମିଳିଥାଏ । ତେବେ ଧନ ବୃଦ୍ଧି କରିବା ପାଇଁ ଶାସ୍ତ୍ର ରେ ଅନେକ ସାରା ଉପାୟ ମାନ ବିଷୟରେ କୁହା ଯାଇଛି । ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର ବିଷୟ ଉପରେ ଚର୍ଚ୍ଚା କରିବାକୁ ଯାଉଛୁ । ବିଷୟ ବସ୍ତୁ ଟି ହେଲା ଧନର ବୃଦ୍ଧି ପାଇଁ ଗୁରୁବାର ଦିନ ଏହି ୪ଟି ଉପାୟ କରନ୍ତୁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- କୌଣସି ବି ଗୁରୁବାର ଦିନ ୩ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର, ୩ଟି ଧନକାରକ ହଳଦିଆ କଉଡି ଓ ୩ଟି ହଳଦୀ ର ଖଣ୍ଡ କୁ ଏକା ସହ ହଳଦିଆ କପଡା ରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିଲେ ଧନର ବୃଦ୍ଧି ହେବ ।

୨- ପ୍ରତେକ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବା ଦ୍ଵାରା ଆପଣଙ୍କ ଆର୍ଥିକ କ୍ଷେତ୍ରରେ ନିହାତି ସକ୍ଷମ ହେବେ । ହିନ୍ଦୁ ଧର୍ମ ରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ତେଣୁ ତୁଳସୀ ଗଛରେ ଗୁରୁବାର ଦିନ କ୍ଷୀର ଅର୍ପଣ କରିଲେ ଶୁଭ ଫଳ ମିଳିବ ସହ ଧନ ଆଗମନର ମାର୍ଗ ମିଳିଥାଏ । ତେଣୁ ଆପଣ ମାନେ ନିହାତି ଏହି ଉପାୟ କୁ ଗୁରୁବାର ଦିନ କରନ୍ତୁ ।

୩- ଗୁରୁବାର ଦିନ ପୁଷ୍ପ ନକ୍ଷତ୍ର ରେ କଳା ହଳଦୀ କୁ କନ୍ୟା ସିନ୍ଦୁର ବା କାମାକ୍ଷା ସିନ୍ଦୁର ଓ ଗୁଗଲ ର ଧୂପ ଦେଇ ନାଲି କପଡା ରେ ବାନ୍ଧି କିଛି ମୁଦ୍ରା ବା କଏନ ସହ ନିଜ ଆଲମାରି ରେ ରଖି ଦିଅନ୍ତୁ । ଏହାର ପ୍ରଭାବରେ ଧନର ବୃଦ୍ଧି ହେବ । କଳା ହଳଦୀ କୁ ଆମେ ସାଧାରଣ ବଜାର ରେ ପାଇ ପାରିବ ଯାହାକୁ କାଳୀ ପୂଜା ରେ ବ୍ୟବହାର କାରଜାଏ । କନ୍ୟା ସିନ୍ଦୁର ବା କାମାକ୍ଷା ସିନ୍ଦୁର ହେଉଛି ମାତା କାମାକ୍ଷା ମନ୍ଦିର ରେ ମିଳିଥାଏ । ଯାହା ପଥର ର ପ୍ରସାଦ ଅଟେ ।

୪- ଯଦି ଆପଣ ଗୁରୁବାର ଦିନ କଦଳୀ ଗଛରେ ଜଳ ଅର୍ପଣ କରି ଘିଅ ର ଦୀପ ଲାଗନ୍ତି ତେବେ ଆପଣଙ୍କ ଜୀବନରେ କେବେ ବି ଆର୍ଥିକ ସମସ୍ଯା ଦେଖାଯିବ ନାହି । ଏହା ସହ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ଆପଣଙ୍କ ଉପରେ ଲାଗି ରହିବ । ତେବେ ଏହି ୪ଟି ଉପାୟ ମଧ୍ୟ ରୁ ଆପଣ ମାନେ କୌଣସି ଗୋଟିଏ ଉପାୟ ନିଶ୍ଚୟ ଗୁରୁବାର ଦିନ କରନ୍ତୁ ।

ଦେଖିବେ ଆପଣଙ୍କର ଯାହା ବି ଆର୍ଥିକ ସମସ୍ଯା ରହିଛି ତାହା ନିଶ୍ଚୟ ଦୂର ହେବ ଓ ଧନର ବୃଦ୍ଧି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button