ଓଡିଶା

ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ, ୨୨୦ରୁ ଅଧିକ ଦେଶରେ ହେବ ପାଳନ

ସାଲେପୁର : ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ । ୨୨୦ରୁ ଅଧିକ ଦେଶରେ ପାଳନ କରାଯାଉଛି ଆର୍ଟ ଅଫ ଗିଭିଂ ଦିବସ । ଏଥର ଥିମ ରହିଛି ନେବରଗୁଡ୍ ଅର୍ଥାତ ପଡ଼ୋଶୀଙ୍କ ସହ ସୁସଂପର୍କ ରଖିବା । କଟକ ଜିଲ୍ଲା ସାଲେପୁରର ସତ୍ୟଭାମାପୁର ପଞ୍ଚାୟତ ମାଳିହତା ଗାଁରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହନୁମାନ ମନ୍ଦିର ନିକଟରେ ଆଯୋଜିତ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ । ଡ. ଅଚ୍ୟୁତ ସାମନ୍ତଙ୍କର ଏଭଳି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button