ମନୋରଞ୍ଜନ

IAS Interview Questions – ଏମିତି କେଉଁ କାମ ଅଛି ଯାହା ପୁଅ ମାନେ କରନ୍ତି ଓ ଝିଅ ମାନଙ୍କୁ ମଜା ଆସିଥାଏ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭିୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଏମିତି କେଉଁ ଜିନିଷ ଅଛି ଯାହା କିଣିବା ସମୟରେ ହଳଦିଆ ହୋଇଥାଏ କିନ୍ତୁ ବ୍ୟବହାର କରିବା ସମୟରେ ତାହା ନାଲି ହୋଇଥାଏ ?

ଉତ୍ତର- ମେହେନ୍ଦି

୨- ଏମିତି ଏକ ଜିନିଷର ନାମ କୁହ ଯାହାକୁ ଯେତେ ମନ ଇଚ୍ଛା ଖାଇଲେ ମଧ୍ୟ ଆପଣଙ୍କ କେବେ ପେଟ ଭରେ ନାହି ?

ଉତ୍ତର- ବଚନ

୩- ଯେଉଁ ଦିନ କିଣିଲା ସେହି ଦିନ ପ୍ରୟୋଗ କରିଲା ନାହି ଯିଏ ପ୍ରୟୋଗ କରିଲା ସେ ଦେଖିଲା ନାହି କୁହ ତାହା କଣ ?

ଉତ୍ତର- କଫନ

୪- ଏମିତି କେଉଁ କାମ ଅଛି ଯାହା କୁଆଁରୀ ଝିଅ ମାନେ କରି ପାରିବେ ନାହି ?

ଉତ୍ତର- ମଥା ରେ ସିନ୍ଦୁର ଲଗାଇବା

୫- ଗୋଟେ ଲାଠି ର ଶୁଣନ୍ତୁ କାହାଣୀ ଭାରି ରହିଛି ସେଥିରେ ମିଠା ପାଣି କୁହ ତାହା କଣ ?

ଉତ୍ତର- ଗନ୍ନା

୬- ଏମିତି କେଉଁ ଜିନିଷ ଅଛି ଯାହା ପୁଅ ମାନଙ୍କର ଛୋଟ ଓ ଝିଅ ମାନଙ୍କର ବଡ ହୋଇଥାଏ ?

ଉତ୍ତର- କେଶ

୭- ଏମିତି କେଉଁ କାମ ଅଛି ଯାହା ପୁଅ ମାନେ କରିଲେ ଝିଅ ମାନଙ୍କୁ ମଜା ଆସିଥାଏ ?

ଉତ୍ତର- ପ୍ରଶଂସା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button