ମନୋରଞ୍ଜନ

ଲୋକଙ୍କ ସ୍ନେହ ପାଇ ଗାଡି ଘର ସବୁ କରିଥିଲେ, କିନ୍ତୁ ଏବେ ଏମିତି କିଛି ହେଲା କି ଲୋକେ କହୁଛନ୍ତି ପିଣ୍ଟୁ ବଦଳି ଗଲେ… ଦେଖନ୍ତୁ Video

ବନ୍ଧୁଗଣ କୋରୋନା ମହାମାରୀ ସମୟରେ ଫେସବୁକ ଓ ୟୂଟ୍ଯୂବରେ ଛୋଟ ଛୋଟ ଭିଡିଓ ପକାଉଥିଲେ । ବର୍ତ୍ତମାନ କୁହାଯାଉଥିବା ନମ୍ବର ୱାନ ୟୂଟ୍ଯୂବର ରୂପା ଓ ପିଣ୍ଟୁ । ହଁ ଦର୍ଶକ ବନ୍ଧୁ ଦିନେ ଛୋଟ ଭିଡିଓ କରି ରୂପା ପିଣ୍ଟୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ଆଉ ତା ପରେ ଲୋକଙ୍କ ଭଲ ପାଇବା ପାଇଁ ସେମାନେ ଆଜି ଏଠି ପହଞ୍ଚି ପାରିଛନ୍ତି ।

ଶଙ୍ଖ ମଲମଲ କୋଠା ସାଙ୍ଗକୁ ଦାମୀ ଗାଡିର ମାଲିକ ବି ହୋଇସାରିଛନ୍ତି ପିଣ୍ଟୁ । କିନ୍ତୁ ଯେଉଁ ଭିଡିଓ ତଳେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କର ପଜେଟିଭ କମେଣ୍ଟ ଆସୁଥିଲା ଏବେ କିଛି ଦିନ ହେବ କାହିଁକି କେଜାଣି ପିଣ୍ଟୁଙ୍କ ଭିଡିଓ ତଳେ ପ୍ରାୟ ନେଗେଟିଭ କମେଣ୍ଟ ଆସୁଛି । କିଏ କହୁଛି ପିଣ୍ଟୁ ତୁମର ଗର୍ବ ହୋଇଗଲାଣି ତ ଆଉ କିଏ କହୁଛି ଅତୀତକୁ ଭୁଲି ଯାଅନି ପିଣ୍ଟୁ ଦିନେ ତୁମେ ବି ବର ଗାଡିର ଡ୍ରାଇଭର ସାଜୁଥିଲ ।

ଆଉ ଦୁଇ ଦୁଇଟି ଗାଡିର ମାଲିକ ପିଣ୍ଟୁ । ଯେଉଁ ଘରେ ଦିନେ ପାଣି ଗଳୁଥିଲା ଆଜି ଶଙ୍ଖ ମଲମଲ କୋଠାଘର ତିଆରି କରୁଛ ? ତୁମେ କାହାକୁ ଗୁପ୍ଚୁପ ବାଲା କହୁଛ ବା ଡ୍ରାଇଭର କହୁଛ କାହାକୁ କ୍ୟାମେରା ବାଲା କହୁଛ ଆଉ ମୋତେ ଧୋକା ଦେଲା ଏସବୁ କଥା କହିବ ଆଗରୁ ଶହେ ଥର ତୁମକୁ ଭାବିବାକୁ ଲୋକେ କହିଲେଣି । ଯେଉଁ ଲୋକଙ୍କ ଭଲ ପାଇବା ପାଇଁ ତୁମେ ଏ କମ ସମୟରେ ଏଟି ପହଞ୍ଚି ପାରିଛ ।

ଆଉ ତୁମେ ଭୁଲି ଜାଣି ସେହି ପୂର୍ବ ଅବସ୍ଥାକୁ ଫେରାଇବାକୁ ଲୋକଙ୍କୁ ବେସୀ ସମୟ ଲାଗିବ ନାହି । କାରଣ ଲୋକେ କମେଣ୍ଟରେ ଲେଖୁଛନ୍ତି ଆମେ ଯେଉଁ ପିଣ୍ଟୁଙ୍କୁ ଭଲ ପାଇବା ଦେଉଥିଲୁ ସେ ଏ ପିଣ୍ଟୁ ନୁହେଁ । ଏ କିଛି ଦିନ ଭିତରେ ପିଣ୍ଟୁର ହାବଭାବ ବ୍ୟବହାର ସବୁ କିଛି ବଦଳିଯାଇଛି । ଗୁପ୍ଚୁପ ବାଳକୁ କେତେ ଔକାତ ଦେଖାଉଛି ତ ଆଉ କେବେ ନିଜ ପାଖରେ ସାନ ଭାଇ କହି ଗାଡିରେ ବୁଲାଇ ଖାଇବାକୁ ଦେଉଥିବା ପିଲାଙ୍କୁ କେତେବେଳେ କହୁଛି ଡ୍ରାଇଭର ତ କ୍ୟାମେରା ବାଲା ।

ଏହା ହେଉଛି ମୋର ଶେଷ ଭିଡିଓ ଏବଂ ଶେଷ ଥର ପାଇଁ ମୋ ପରିବାରକୁ ଦେଖି ନିଅନ୍ତୁ ଆଉ କେବେ ମୁଁ ଭିଡିଓ ବନାଇବି ନାହି ଏମିତି ଭେଳିକି କରୁଛନ୍ତି ପିଣ୍ଟୁ । ଏଠାରେ କହି ରଖିବାକୁ ଚାହିଁବୁ ପିଣ୍ଟୁ, ହାପି ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । କଥା ହେଉଛି ଏୟା ଯେବେ ସୋସିଆଲ ମିଡିଆରେ ପିଣ୍ଟୁ ରୂପା ଭିଡିଓ ପକାଇବା ଆରମ୍ଭ କରିଲେ ଆଉ ଲୋକେ ଭଲ ପାଇବା ଦେଲେ ଏବଂ ଗୋଟେରୁ ଦୁଇଟି ଭିଡିଓ ପକାଇବାକୁ ଚେଷ୍ଟା କରିଲେ ଠିକ ସେତିକି ବେଳେ ତାଙ୍କୁ ପିଲାଙ୍କର ଆବଶ୍ୟକତା ଥିଲା ।

ସେଥିପାଇଁ ରୂପା ପିଣ୍ଟୁଙ୍କ ସହ ଅନେକ ପିଲା ଦେଖିବାକୁ ମିଳେ । ତାଙ୍କ ଭିତରେ ହାପି ବି ଥାଏ । ଯେବେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଛି ସେତେବେଳେ ପିଣ୍ଟୁ କହୁଛନ୍ତି ମୁଁ ତାଙ୍କୁ ପ୍ରାପ୍ୟ ଦେଉଥିଲି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button