ମନୋରଞ୍ଜନ

ମୁଁ କିଛି କହିପାରିବି ନାହିଁ, ମୋତେ କହିବାକୁ ମନା କରାଯାଇଛି… Anubhav Mohanty ଙ୍କୁ କିଏ ମନା କଲେ Pintu Nanda ଙ୍କ ଅନ୍ତିମ ଦର୍ଶନରେ ଆସିବାକୁ

ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗ ପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଲୋକ ଆସିଥିଲେ । ଆଉ ଚିକିତ୍ସାଧୀନ ଅବସ୍ତାରେ ଥିବା ବେଳେ ମଧ୍ୟ ତାଙ୍କୁ ଅନେକ କଳାକାର ଭେଟିବାକୁ ଆସୁଥିଲେ । ହେଲେ ଅନୁଭବ ତାଙ୍କୁ ଚିକିତ୍ସାଧୀନ ଅବସ୍ତା ହେଉ ବା ତାଙ୍କ ଦେହାନ୍ତ ପରେ ଶେଷ ଦର୍ଶନ ହେଉ ଦେଖିବା ପାଇଁ ଆସିନଥିଲେ । ତେବେ କାହିଁକି ଅନୁଭବ ପିଣ୍ଟୁ ନନ୍ଦଙ୍କୁ ଦେଖା କରିବାକୁ ଆସିଲେନି । ଏହା ପଛର କାରଣ କଣ ଯାହା ତାଙ୍କୁ ଦେହାନ୍ତ ହୋଇଯାଇଥିବା ମଣିଷକୁ ମଧ୍ୟ ଶେଷ ଦର୍ଶନ କରିବା ପାଇଁ ଦେଲା ନାହିଁ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

କେନ୍ଦ୍ରାପଡାର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କେବେ ମଧ୍ୟ କେଉଁଠାରେ ନିଜର ପ୍ରତିକ୍ରିୟା ରଖିନାହନ୍ତି । ତଥାପି ପିଣ୍ଟୁ ନନ୍ଦ ଚିକିତ୍ସା ପାଇଁ ଦିଲ୍ଲୀ ଯାଉଥିବା ବେଳେ ଶୁଣିବା ପାଇଁ ମିଳୁଥିଲା ସେଠାରେ ଅଣୁଭା ମହାନ୍ତି ତାଙ୍କ ଚିକିତ୍ସାର ଦାୟିତ୍ଵ ନେଉଥିଲେ ବୁଝା ବୁଝି କରୁଥିଲେ । ତାଙ୍କ ରହିବା ଖାଇବା ଇତ୍ୟାଦି ସହ ଡାକ୍ତରଙ୍କ ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଲୋଚନା ମଧ୍ୟ କରୁଥିଲେ।

ଏହାପରେ ସେ କେବେ ମଧ୍ୟ ମିଡିଆ ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସମସ୍ତଙ୍କ ପ୍ରିୟ ପିଣ୍ଟୁ ନନ୍ଦଙ୍କୁ ହରାଇ ଓଡିଶାବାସୀ ମର୍ମାହତ ହୋଇପଡିଥିବା ବେଳେ ତାଙ୍କ ସହ କାମ କରୁଥିବା କଳାକାର ତଥା ଅଭିନେତା ଅନୁଭବ ମହାନ୍ତି ତାଙ୍କୁ ଶେଷ ଦର୍ଶନ ମଧ୍ୟ କଲେନି ନାହିଁ । ଏହି କଥାର ସତ୍ୟତା ଜାଣିବା ପାଇଁ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲା ।

ଆଉ ସେ ନିଜର ପ୍ରତିକ୍ରିୟା ରଖିବା ପାଇଁ ମନା କରିଦେଇଥିଲେ ସଫା ସଫା । କିନ୍ତୁ ଏତିକି କହିଥିଲେ କି ତାଙ୍କୁ ନିଜର ପାରିବାରିକ ମାମଲା ହେଉ କିମ୍ବା ଅନ୍ୟ କୌଣସି କାଥା ସବୁକିଛି ପାଇଁ ମୁହଁ ବନ୍ଦ ରଖିବା ପାଇଁ କୁହାଯାଇଛି । ପିଣ୍ଟୁ ନନ୍ଦଙ୍କୁ ଯଦି ଲିଭର ମିଳିପାରିଥାନ୍ତା ପ୍ରଥମେ ତେବେ ସେ ବଞ୍ଚିଯାଇଥାନ୍ତେ ।

ଏଥିପାଇଁ ବବି ମିଶ୍ର ଏବଂ ଅନୁଭବ ମହାନ୍ତି ପିଣ୍ଟୁ ନନ୍ଦଙ୍କ ଘର ପରିବାର ଲୋକଙ୍କୁ ବହୁତ ବୁଝାଇଥିଲେ ହେଲେ କେହି ମଧ୍ୟ ପ୍ରସ୍ତୁତ ନଥିଲେ ନିଜର ଲିଭର ଦେବା ପାଇଁ ବ ରିସ୍କ ନେବା ପାଇଁ । ତେଣୁ ଏହି କାରଣ ପାଇଁ ଲିଭର ଯୋଗାଡ ନ ହୋଇ ପାରିବାରୁ ସେ ପ୍ରାଣ ହରାଇଲେ । ଏହି ଅଭିମାନରେ ଅନୁଭବ ନ ଆସିଥିବାର କଥା କୁହାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button