ଜୀବନଶୈଳୀ

ବାପା ମୋତେ ହିରୋ କିଏ କରିବ? ମୁଁ ତୁମ ଭଳି ଅଭିନେତା ହେବାକୁ ଚାହୁଁଥିଲି ହେଲେ ଏବେ ଆଉ କିଏ ମତେ ଅଭିନୟ ଶିଖାଇବ… ବାପାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି Pintuଙ୍କ ବଡ ପୁଅ

ବାପା ମୋତେ ହିରୋ କିଏ କରିବ । ମୁଁ ତୁମ ପରି ଅଭିଏନ୍ତା ହେବାକୁ ଚାହୁଁ ଥିଲି । ମତେ କିଏ ଏବେ ଅଭିନୟ କରିବା ଶିଖିବ । ସମତେ ତୁମର ଅହିନୟକୁ ପ୍ରଶଂସା କରିବାର ଦେଖି ମୁଁ ବି ଭାବୁଥିଲି ତୁମ ପରି ମୁଁ ବି ଅଭିନୟ କରିବି । ତୁମ ପରି ଲୋକେ ମୋତେ ବି ଚିହ୍ନିବେ । ହେଲେ ବାପା ତୁମେ ତ ଚାଲିଗଲ ଆଉ ଏବେ ମୁ କଣ ଅଭିନୟ ଶିଖି ପାରିବି ।

ହଁ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦ ଙ୍କ ଚି-ତା ପାଖରେ ଠିଆ ହୋଇ କିଛି ଏମିତି ପ୍ରଶ୍ନ କରି ଚାଲିଛି ତାଙ୍କ ବଡ ପୁଅ ସାଇ । ପିଣ୍ଟୁ ଙ୍କ ବଡ ପୁଅ ଦେଖିବାକୁ ତାଙ୍କ ପରି ହ୍ୟାଣ୍ଡସମ ଓ ଗୁଡ ଲୁକିଙ୍ଗ । ପିଣ୍ଟୁ ତାଙ୍କ ପୁଅକୁ ସବୁବେଳେ କହୁଥିଲେ ତୋତେ ଭଲ ଅଭିନେତା କରାଇବି । ତୁ ଓଡିଶା ସିନେ ଜଗତର ଭଲ ହିରୋ ହେବୁ । ତୁ ଏମିତି ଅଭିନୟ କରିବୁ ଯେ ପୁରା ଓଡିଶା ବସି ପ୍ରଶଂସା କରିବେ ।

ହେଲେ ପିଣ୍ଟୁ ଙ୍କ ଏଭଳି ସ୍ଵପ୍ନ ଅଧାରେ ରହିଗଲା । ପାହାନ୍ତି ରାତିରେ ଦେଖିଥିବା ଏହି ସ୍ଵପ୍ନ ପିଣ୍ଟୁ ଙ୍କର ପୁରା ହୋଇ ପାରିଲା ଆହି । ଆଉ ଏହି କଥାକୁ ମନେ ପକାଇ କଇଁ କଇଁ ହୋଇ କାନ୍ଦୁ ଛନ୍ତି ପିଣ୍ଟୁ ଙ୍କ ବଡ ପୁଅ ସାଇ । ପିଣ୍ଟୁ ଙ୍କ ମୁହଁ ରେ ନି-ଆଁ ଦେବା ପରେ ତାଙ୍କ ଚି-ତା ପାଖରେ ଛିଡା ହୋଇ ବୀତି ଯାଇଥିବା ପ୍ରତେକ ଟି କଥାକୁ ମନେ ପକାଇଛନ୍ତି ସାଇ ।

ବାପାଙ୍କୁ ଜୁ-ଇ ରୁ ଫେରାଇ ଆଣିବା ପାଇଁ ଭଗବାନ ଙ୍କ ଆଗରେ ଗୁହାରି କରୁଛନ୍ତି । ହେଲେ ସେ ଏବେ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଯାହାଙ୍କୁ ଭଗବାନ ବି ଫେରାଇ ଆଣି ପାରିବେ ନାହି । ଆଉ ଫେରିବେ ନାହି ପିଣ୍ଟୁ ନନ୍ଦ । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଚାଲି ଯାଇଛନ୍ତି ସଟା ହେଲେ ତାଙ୍କର ସବୁ ଅଭୂଲା ସ୍ମୃତି ଏବେ ଗୋଟି ଗୋଟି କରି ମନେ ପକାଉଛନ୍ତି ତାଙ୍କ ବଡ ପୁଅ ସାଇ ।

ଆଉ ବାପାଙ୍କୁ ଝୁରି ହେଉଛନ୍ତି । ବାପଙ୍କୁ ଝୁରି ଝୁରି ସାଉ ହେକା ଉଠାଇ କାନ୍ଦି ପକାଉଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ସତରେ ଏ ଦୃଶ୍ୟ ଦେଖିଲେ କାହାର ବି ଆଖି ରେ ଲୁହ ରହିବ ନାହି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button