ମନୋରଞ୍ଜନ

ଭାଉଜ ତୁମେ ଯଦି ଆଜି ଭାଇଙ୍କ ପାଖରେ ଥାନ୍ତ, ଭାଇ ଆଜି ବଞ୍ଚି ଥାନ୍ତେ.. କାହିଁକି ଛାଡିକି ଗଲ! ଦେଖନ୍ତୁ କାହିଁକି ଏମିତି ଖିଲେ Pintuଙ୍କ ସାଙ୍ଗ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କାଲି ପୁରୀ ସ୍ଵ-ର୍ଗ-ଦ୍ଵା-ର ଠାରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଅ-ନ୍ତି-ମ ସଂ-ସ୍କା-ର କରା ଯାଇଛି । ଯେଉଁଠି ତାଙ୍କ ପରିବାର ଠାରୁ ଆରମ୍ଭ କରି ବନ୍ଧୁ, ବାନ୍ଧବ, ସାଙ୍ଗ ସାଥି ପ୍ରଶଂସକ, ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ ପହଞ୍ଚି ଥିଲେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ।

ଆଉ ଏହାରି ମଧ୍ୟରେ ନିଜ ସ୍ଵାମୀଙ୍କ ମୃ-ତ୍ୟୁ ଖବର ଶୁଣି ଜାମ୍ମୁ ରେ ଥିବା ପିଣ୍ଟୁ ଙ୍କ ସ୍ତ୍ରୀ ନିଜ ସାନ ପୁଅକୁ ଧରି ଆସି ପହଞ୍ଚିଥିଲେ । ଆଉ ପିଣ୍ଟୁ ଙ୍କ ସହ ସ୍ଵ-ର୍ଗ-ଦ୍ଵା-ର ମଧ୍ୟ ଯାଇଥିଲେ । ତାଙ୍କର ଶେଷ ଦର୍ଶନ କରିବା ପାଇଁ । ତେବେ ସୂଚନା ଅନୁଯାୟୀ ପିଣ୍ଟୁ ଓ ତାଙ୍କ ସ୍ତ୍ରୀ ଗତ ନଭେମ୍ବର ମାସରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଦୁହିଙ୍କର ଡିଭୋର୍ସ ମଧ୍ୟ ହୋଇ ଯାଇଥିଲା ।

ଆଉ ଏହା ପରେ ପିଣ୍ଟୁ ପୁରା ଏକା ହୋଇ ଯାଇଥିଲେ । ତେବେ ଆଜି ଯେବେ ପିଣ୍ଟୁ ନାହାନ୍ତି ତାଙ୍କ ସ୍ତ୍ରୀ ଆସିଛନ୍ତି ତାଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ । ଏ ନେଇ ପିଣ୍ଟୁ ଙ୍କ ସହକର୍ମୀ ବିକାଶ ଗଣମାଧ୍ୟମ ରେ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବିକାଶ କହିଛନ୍ତି ଯେ “ଭାଉଜ ତୁମେ ଯଦି ଆଜି ତାଙ୍କ ସାଙ୍ଗରେ ତାନ୍ତ ହୁଏ ତ ସେ ଆଜି ମାରି ନ ଥାନ୍ତା ।

ସେଇ ଭାଉଜ ଦିନକୁ 20 ଥର ଫୋନ କରୁଥିବେ ଆଉ କହୁଥିବେ ବାବା ଆସ ଖାଇବ । ବାବା ଖାଇଲ କଣ ଖାଇଲ । ପିଣ୍ଟୁ ଭାଇ ବି 50 ଥର ଫୋନ କରୁଥିବ ଧନ ତମେ ଖାଇ ଦିଅ । ଏ ଯେଉଁ ଧନ ଗେଲୁ ଏ ଶବ୍ଦ ସବୁ ମୁଁ ତାଙ୍କ ପାଖରୁ ଶିଖିଛି । ଏଇଠି ପୁରୀ ରେ ମୁଁ  ଆଉ ପିଣ୍ଟୁ ଭାଇ ଚେୟାରରେ ପକାଇବି ବସିବି ହେଲେ ଆଜି ସେ ସବୁଦିନ ପାଇଁ ପୁରୀ କୁ ଆସି ରହିଗଲା । ମୋତେ ଛାଡି ଦେଇ ଚାଲିଗଲା ।

ପିଣ୍ଟୁ ଭାଇ ଯେତିକି ସିରିଏଲ ସିନେମା କରି ଯାଇଛି ଆମେ ବି ମଲା ବି ଶୁଣିକୁ ଚାଲିବା । ପିଣ୍ଟୁ ଭାଇର ମୋର ସମ୍ପର୍କ ବହୁତ ବଡ ଗଭୀର । ସିନେମା ଲାଇଫରେ ମୋର ନିଜର କହିଲେ ପିଣ୍ଟୁ ନନ୍ଦ । ସେ ମୋର ଗଡ ଫାଦର । ତାର ଏମିତି କିଛି କାମ ନାହି ଯେଉଁଠି ମୋତେ ସେ ନ ଖୋଜେ । ମୁଁ ଯେତେବେଳେ ବି ପୁରୀ ଆସିବି ପିଣ୍ଟୁ ଭାଇ ଙ୍କ ବିଷୟରେ ମହାପ୍ରଭୁ ଜଗା ଙ୍କୁ କହିବି । ସେ ଯେଉଁଠି ଥାନ୍ତୁ ଭଲରେ ରୁହନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button