Delhi ହସ୍ପିଟଲରେ ଥିଲା ବେଳେ ସ୍ତ୍ରୀକୁ ମନେ ପକାଇ କାନ୍ଦୁ ଥିଲେ Pintu, କିନ୍ତୁ ଆସି ନଥିଲେ ସ୍ତ୍ରୀ… ଏବେ ଅନୁତାପ କରି ଆଖିରୁ ଲୁହ ସରୁନି ସ୍ତ୍ରୀଙ୍କର

ମୁଁ ଯନ୍ତ୍ରଣା ରେ ଛଟପଟ ହେଉଥିଲି । ହେଲେ ତୁ ଆସିଲୁ ନାହି । ମୋର ଟିକେ କଷ୍ଟ ଦେଖିଲେ ତୁ ସହିପାରୁ ନ ଥିଲି । ମୋର ଲିଭର ସିନା ଫେଲ ହୋଇଗଲା ତୁ ଆସିଲୁ ନାହି । ତୋତେ ମୁଁ କେତେ ଖୋଜିଲି । ସେଇ ପୁରୁଣା ସ୍ମୃତିକୁ ମନେ ପକାଇ କେତେ କାନ୍ଦିଲି ହେଲେ ତୁ ଆସିଲୁ ନାହି । ଆଉ ମୁଁ ଚାଲିଗଲି । ହଁ ଦର୍ଶକ ବନ୍ଧୁ ସ୍ଵାମୀ ପିଣ୍ଟୁ ନନ୍ଦ ଙ୍କୁ ଆଜି ସ୍ଵ-ର୍ଗ-ଦ୍ଵା-ରରେ ଦେଖି କେମିତି ଲୋଟି ପଡି କାନ୍ଦୁଛନ୍ତି ସ୍ତ୍ରୀ ପ୍ରତିଭା ।
କିନ୍ତୁ ସେଦିନ ପିଣ୍ଟୁଙ୍କ ଆଖିରୁ ଲୁହ ଝରୁଥିଲା କିନ୍ତୁ ସ୍ତ୍ରୀ ନ ଥିଲେ । ଆଉ ଏବେ ପିଣ୍ଟୁ ଚାଲିଗଲା ପରେ ଛତପଟ ହୋଇ କାନ୍ଦୁଛନ୍ତି ସ୍ତ୍ରୀ ଯାହା ହୃଦୟ ବିଦାରକ ଦ୍ରୁଶ୍ଯ ଅଟେ । ଯେବେ ପିଣ୍ଟୁ ଦିଲ୍ଲୀରେ ପହଞ୍ଚିଥିଲେ ସେତେବେଳେ ତାଙ୍କର ଲିଭର 20% କାର୍ଯ୍ୟ କରୁଥିଲା । ଏମିତିକି ତାଙ୍କ ଆଖି ଛଳ ଛଳ ହୋଇ ରହୁଥିଲା । ଜୀବନର ମୂଲ୍ୟ ବୁଝିପାରିଥିଲେ ସେହି ସମୟରେ ପିଣ୍ଟୁ ।
କିଛି ତ ଅନୁତାପ କରୁଥିଲେ ଯାହା ପାଇଁ ସ୍ତ୍ରୀ ଓ ଦୁଇ ପୁଅଙ୍କ କଥା ଭାବି ଆଖି ଛଳ ଛଳ ହୋଇଯାଉଥିଲା । ଯେଉଁ ସ୍ତ୍ରୀ ପାଖରେ ରହି ତାଙ୍କର ଯତ୍ନ ନେଉଥିଲା ତାଙ୍କୁ ତାଗିଦ କରୁଥିଲା ତାଙ୍କର ଖାଇବା ପିଇବା ସମୟକୁ ଜଗୁଥିଲା ଠିକ ଏମିତି କଠିନ ସମୟରେ ସ୍ତ୍ରୀ ପାଖରେ ନ ଥିଲା । ଦିଲ୍ଲୀରେ ଥିବା ବେଳେ ପିଣ୍ଟୁ କହୁଥିଲେ ସୁସ୍ଥ ହୋଇ ଫେରିଲେ ଆଗ ମୋ ସ୍ତ୍ରୀ ସହ ମିସିବି ।
ତାକୁ ପଚାରିବି ଛାଡପତ୍ର ହୋଇଛି ହେଲେ ଏତେ କଣ ରାଗିଛୁ ମୋତେ ଏ ସମୟରେ ଦେଖିବାକୁ ଗଲୁ ନାହି । ହେଲେ ଦୁଖର ବିଷୟ ପିଣ୍ଟୁ ଆଉ ଫେରିଲେ ନାହି କି ଆଉ ଏ ପଡେ କଥା ସ୍ତ୍ରୀକୁ ଆଉ କେବେ କହିପାରିବେ ନାହି । ସବୁଦିନ ପାଇଁ ଆଖି ବୁଜି ଦେଲେ ପିଣ୍ଟୁ । ଆଉ ଏବେ କେମିତି ଛଟପଟ ହୋଇ କାନ୍ଦୁଛି ସ୍ତ୍ରୀ ।
ଡୋନର ମିଳିଲା ନାହି କୁହନ୍ତୁ କି ପିଣ୍ଟୁଙ୍କ ଅଭିମାନ କୁହନ୍ତୁ ଟାଣ ମୁହଁରେ ନିଜର ଦୁଖକୁ କେବେ କାହା ଆଗରେ କହୁନ ଥିଲେ ପିଣ୍ଟୁ । ଆଉ ଶେଷରେ ସେହି ଅଭିମାନରେ ଆଖି ବୁଜି ଦେଲେ ପିଣ୍ଟୁ । ହେଲେ ପାଖରେ ପହଞ୍ଚି ନ ଥିଲେ ସ୍ତ୍ରୀ । ସ୍ଵ-ର୍ଗ-ଦ୍ଵା-ରରେ ତାଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି । ପରିବାର, ପ୍ରିୟଜନ, ବନ୍ଧୁ ତାଙ୍କ ଅ-ନ୍ତି-ମ ସଂ-ସ୍କା-ରରେ ସାମିଲ ହୋଇଛନ୍ତି ।
ତାଙ୍କର ବାସ ଭବନରେ ପିଣ୍ଟୁଙ୍କ ଶେଷ ଦର୍ଶନ କରିଥିଲେ । ଆଉ ଏହାରି ଭିତରେ ମୃ-ତ ଶ-ରୀ-ରକୁ ଦେଖିବାକୁ ପହଞ୍ଚିଥିଲେ ପ୍ରତିଭା ଆଉ ପିଣ୍ଟୁଙ୍କୁ ଦେଖି କୋହ ସମ୍ଭାଳିପାରି ନ ଥିଲେ ପ୍ରତିଭା । କେମିତି ପିଣ୍ଟୁ ତାଙ୍କୁ ଛାଡିକି ଚାଲିଗଲେ ପ୍ରତିଭା ବିଶ୍ଵାସ କରିପାରୁ ନାହାନ୍ତି । ବର୍ତ୍ତମାନ ପିଣ୍ଟୁଙ୍କର ଶେ-ଷ-କୃ-ତ୍ୟ ସରିଛି ଆଉ ସ୍ତ୍ରୀ ଆଖିରୁ ସୁଖୁନି ଲୁହ