ଓଡିଶା

Naba Dasଙ୍କୁ ମାରିଥିବା Gopalକୁ ନେଇ ବଡୁଛି କୌତୁହଳ, ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ! ଦେଖନ୍ତୁ କଣ କହୁଛନ୍ତି ତାଙ୍କୁ ଜାଣିଥିବା ଲୋକ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସାରା ଓଡିଶାରେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ମାମଲାକୁ ନେଇ ବିବାଦ ଲାଗି ରହିଛି । ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ର ମୁଖ୍ୟ ଅ-ଭି-ଯୁ-କ୍ତ ହେଉଛନ୍ତି ଗୋପାଳ ଦାସ । ଦିନକୁ ଦିନ ଏହି ଘଟଣା କୁ ନେଇ ଚାଞ୍ଚଲ୍ୟ କର ଖବର ଗଣମାଧ୍ୟମ ରେ ସାମ୍ନା କୁ ଆସୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି ।

ତେବେ ନବ ଦାସ ଙ୍କ ମୃ-ତ୍ୟୁ ମାମଲାକୁ ନେଇ ଲୋକ ମାନେ ଯେତିକି ଆଗ୍ରହ ହେଉ ନାହାନ୍ତି ଜାଣିବାକୁ ତା ଠାରୁ ଅଧିକ ଅ-ଭି-ଯୁ-କ୍ତ ଗୋପାଳ କୃଷ୍ଣ ଦାସ ଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହୀ ହେଉଛନ୍ତି ସର୍ବ ସାଧାରଣ । ଯାହାକୁ ନେଇ ଏବେ କୌତୁହଳ ଦେଖା ଯାଇଛି । ତେବେ ଦିନକୁ ଦିନ କ୍ରାଇମବ୍ରାଞ୍ଚ ତଦନ୍ତ ଯେତିକି ଯେତିକି ଆଗକୁ ଯାଉଛି ଗୋପାଳଙ୍କ ବିଷୟରେ ଜାଣିବା ପାଇଁ ଅହେତୁକ କୌତୁହଳ ସୃଷ୍ଟି ହେଉଛି ।

ଗୋପାଳ ଜଣେ ଭଲ ଗାୟକ ଥିବା କହିଛନ୍ତି ଝାରସୁଗୁଡା ରେ ତାଙ୍କୁ ଯାଇଥିବା ଲୋକ ମାନେ । ସ୍ଥାନୀୟ ସ୍ଵେଚ୍ଛା ସେବି ମାନେ କହିଛନ୍ତି ଗୋପାଳ ଦାସ ଖଟି ରେ ବସିଲେ 8ରୁ 10 ଜଣ ବୁଢା ଙ୍କୁ ଚାହା ନ ପିଆଇ ଛାଡୁ ନ ଥିଲେ । ବହୁତ ଭଲ ଲୋକ ଥିଲେ ଗୋପାଳ । ତାଙ୍କର ବ୍ରହ୍ମପୁର ହୋଟେଲ ରେ ଖାଇବା ପାଇଁ ଲୋକଙ୍କ ଭିଡ ଯମୁଥିଲା ବୋଲି ଲୋକେ କହିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ନାଚ ଗୀତ ହେଲେ ସେଠାରେ ପହଞ୍ଚି ଯାଆନ୍ତି ଗୋପାଳ । ଆଉ ସେଠାରେ ସେ ଗାଉଥିଲେ ହିନ୍ଦୀ ସିନେମାର ଗୀତ । ଝାରସୁଗୁଡା ରେ କୁଆଡେ ଅନେକ ଉଶ୍ଚବ ରେ ଗୀତ ଗାଇଛନ୍ତି ଗୋପାଳ । ବ୍ରହ୍ମପୁର ର ମୂଳ ନିବାସିକ ଗୋପାଳ ଦାସ ଜଣେ ଭଲ ଫୁଟବଲ ଖେଳାଳି ଥିଲେ । ସେଠାରେ ଥିବା ବେଳେ ସେ ଅନେକ ଥର ଖେଳରେ ଭାଗ ନେଇଛନ୍ତି ।

ପ୍ରତି ଦିନ ପଡିଆରେ ସେ ଫୁଟବଲ ଖେଳିବାକୁ ଭଲ ପାଉଥିଲେ । ଏପରିକି ଝାରସୁଗୁଡା ରେ ମଧ୍ୟ ଗୋପାଳ ଫୁଟବଲ ଖେଳୁଥିବା ଅନେକ ଲୋକ ଦେଖିଛନ୍ତି । ସେପଟେ ଗୋପାଳ ଙ୍କ ସମ୍ପର୍କ ରେ କ୍ରାଇମ ବ୍ରାଞ୍ଚର ତଦନ୍ତ ଜାରି ରହିଛି । ତେବେ କେତେ ଜଲ୍ଦି ଏହି ଘଟଣାର ଉଦ୍ଦେଶ୍ୟ କ୍ରାଇମ ବ୍ରାଞ୍ଚ ବାହାର କରି ପାରୁଛି ତାହା ଦେଖିବାକୁ ବାକି ରହିଲା ।

ତେବେ ଗୋପାଳ ଙ୍କ ସପକ୍ଷ ରେ ଯେଉଁ ମାନେ କହୁଛନ୍ତି ତାହା କେତେ ସତ ତାହା ତ ସମୟ କହିବ । କିନ୍ତ ନବ ଦାସ ଙ୍କୁ ମା-ରି-ବା ପଛରେ ପ୍ରକୃତ କଥା କଣ ରହିଛି ସେ ନେଇ ଅଧିକ ଖୋଳତାଡ ଚଲାଇଛି କ୍ରାଇମ ବ୍ରାଞ୍ଚ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button