ଜୀବନଶୈଳୀ

ମୁଖ୍ୟମନ୍ତ୍ରୀଙ୍କ ଆଗରେ କାନ୍ଦି କାନ୍ଦି କିଛି ଏମିତି କହିଥିଲେ Naba Dasଙ୍କ ପୁଅ, ଦେଖନ୍ତୁ Video

ଆଜି ନାଁ ସ୍ତ୍ରୀର କାନ୍ଦ ନା ପୁଅର କାନ୍ଦ କାହାରି ଲୁହ କାମ କରିଲା ନାହି । ପୁଅ ବିଶାଳ କାନ୍ଦି କାନ୍ଦି ମୁଖ୍ୟ ମନ୍ତ୍ରୀ ଙ୍କୁ କହିଥିଲେ ମୋ ବାପା ଯେମିତି ବି ହେଉ ବଞ୍ଚିବା ଦରକାର ଆଉ ସୁସ୍ଥ ହୋଇଯିବା ଦରକାର । ଆଉ ମୁଖ୍ୟ ମନ୍ତ୍ରୀ ବି ନିଜ ଆଡୁ ସବୁ ଚେଷ୍ଟା କରିଥିଲେ । ମୁଖ୍ୟ ମନ୍ତ୍ରୀ ନିଜ ଆଡୁ ବଡ ବଡ ଡାକ୍ତର ଙ୍କୁ ଡାକି ସବୁ ବ୍ୟବସ୍ଥା କରିଥିଲେ । କିନ୍ତୁ ଶେଷରେ ବହୁ ଚେଷ୍ଟା ପରେ ବି ହାର୍ଟ  କାମ କରି ନ ଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ।

ଆଉ ଶେଷରେ ଜୀବନ ଚାଲି ଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର । ତେବେ ଆଜି ଓଡିଶା ଇତିହାସ ପାଇଁ ଏକ ଅପୁରଣିୟ କ୍ଷତି ବୋଲି କୁହା ଯାଉଛି । ନବ ଦାସଙ୍କର ଦେ-ହା-ନ୍ତ ପରେ ଶୋ-କରେ ବୁଡି ରହିଛି ସାରା ଓଡିଶା । ନବ ଦାସଙ୍କ ଛାତିରେ ଗୋଟେ guli ବାଜିଥିଲା ଯାହା ତାଙ୍କ ଶରୀର ଭେଦ କରି ବାହାରି ଯାଇଥିଲା । ତେବେ ହାର୍ଟ ର ବାମ ପାଟ ଫୁସଫୁସ କୁ guli କ୍ଷ-ତା-କ୍ତ କରି ଦେଇଥିଲା ।

ଫଳରେ ପ୍ରଚୁର ରକ୍ତ ବୋହିଥିଲା । ଅପରେସନ ଯୋଗେ ରକ୍ତ ବନ୍ଦ କରା ଯିବାକୁ ଚେଷ୍ଟା କରା ଯାଇଥିଲା । ହେଲେ ସମସ୍ତ ଉଦ୍ୟମ ପରେ ବି ନବ ଦାସ ଙ୍କ ହାର୍ଟ କାମ କରି ନ ଥିଲା । ଶେଷରେ ଆ-ଖି ବୁ-ଜି ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଉ ଏବେ ଏହି ଦୃଶ୍ୟ କୁ ଆପଣ ମାନେ ଥରେ ଦେଖନ୍ତୁ ଆଖି ବୁଜିଲା ପରେ କିଭଳି ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଆଉ କାନ୍ଦି କାନ୍ଦି ମେଡିକାଲ ରୁ ଫେରୁଛନ୍ତି ।

ଏ ଦୃଶ୍ୟ ଦେଖିଲେ ଛାତି ଫାଟି ଯାଉଛି । ଯେଉଁ ବାପାଙ୍କ ଦିଗଦର୍ଶନ କାରଣରୁ ପୁଅ ଆଗକୁ ବଢୁଥିଲେ ଲୋକ ମାନଙ୍କର ସେବା କରିବାକୁ ଚାହୁଁ ଥିଲେ ସେ ପୁଅ ଆଜି ଭାଙ୍ଗି ପଡିଛନ୍ତି । ତେବେ ସ୍ଥିତି ଏମିତି ଥିଲା ଯେ ଭୁବନେଶ୍ଵର ବିମାନ ବନ୍ଦର ରୁ ଆପୋଲୋ ମେଡିକାଲ ଯାଏଁ ନବ ଦାସ ଙ୍କୁ ଆଣିବା ପାଇଁ ଗ୍ରୀନ କୋରିଡର କରା ଯାଇଥିଲା । ଖୁବ ସମୟ ମଧ୍ୟରେ ଆପୋଲୋ ମେଡିକାଲ ରେ ପହଞ୍ଚି ଥିଲେ ନବ ଦାସ ।

ଆଉ ଆପୋଲୋ ବିଶେଷଜ୍ଞ ଡାକ୍ତରୀ ଟିମ ତୁରନ୍ତ ଚିକିତ୍ସା ଆରମ୍ବ କରି ଦେଇଥିଲେ । ତେବେ କଟକ ଏସବି ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲ ର ଡାକ୍ତରୀ ଟିମ ଆପୋଲୋ ରେ ପହଞ୍ଚି ଥିଲେ । ଯେମିତି ହେଉ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ।

ହେଲେ ଦୀର୍ଘ ଘଣ୍ଟା ର ଚେଷ୍ଟା ପରେ ବି ଶେଷରେ ବିଫଳ ହୋଇଥିଲେ ଏହି ଡାକ୍ତରୀ ଟିମ । ଆଉ ଆ-ଖି ବୁ-ଜି ଦେଇଥିଲେ ମନ୍ତ୍ରୀ ନବ ଦାସ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button