ଚେଞ୍ଜିଙ୍ଗ ରୁମରେ ସିସିଟିଭି ଲଗାଇ ଛାତ୍ରୀଙ୍କ ପୋଷାକ ବଦଳାଇବା ଦୃଶ୍ୟକୁ ଦେଖୁଥିଲେ ମଦ୍ରାସା ଶିକ୍ଷକ- ତା ପରେ…

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵଗତ । ପୁଣି ଛାତ୍ରୀ ଓ ଶିକ୍ଷକ ର ସମ୍ପର୍କ ହେଲା କଳଙ୍କିତ । ଛାତ୍ରୀମାନେ ପୋଷାକ ବଦଳାଇବା ବେଳେ ସିସିଟିଭି ରେ ଦେଖୁଥିଲେ ଶିକ୍ଷକ । ଏଭଳି ଏକ ଅଭିଯୋଗ ହୋଇଛି ବୋଲି ସୂଚନା ମିଳିଛି । ତେବେ ଗୁରୁ ଓ ଶିଷ୍ୟ ର ସମ୍ପର୍କ ହେଉଛି ସବୁଠୁ ଉଚ୍ଚ କୋଠିର । ମାତା ପିତା ପରେ ଗୁରୁ ହେଉଛନ୍ତି ସବୁଠୁ ଶ୍ରେଷ୍ଠ । କିନ୍ତୁ ଆଜିକାଲି ର ସମାଜରେ ଯେଉନଭଳି ମାନସିକତା ବ୍ୟପୁଛି ସେଥିରେ କେହି ବି କାହାକୁ ଛାଡୁ ନାହାନ୍ତି । ଆପଣ ମାନେ ତ ଏମିତି ବି ଖବର ଶୁଣିବାକୁ ପାଇଥିବେ କି ବାପା ଝିଅର ଇଜତ ନେଉଛି ।
ତେବେ ସେଠାକାର ଶିକ୍ଷକ ମାନଙ୍କ କହିବା ଅନୁସାରେ ସେ ରୁମ୍ ରେ ସିସିଟିଭି ଲାଗିଥିଲା ସତ କିନ୍ତୁ ଛାତ୍ରୀ ମାନେ ସେଠାରେ ଡ୍ରେସ ବଦଳିବେ ବୋଲି ସେହି ସିସିଟିଭି କୁ ବନ୍ଦ କର ଯାଇଥିଲା । ହେଲେ ମଦ୍ରାସାର ଶିକ୍ଷକ ସୁଲେମାନ ଅଂନଶାରୀ ସିସିଟିଭି କ୍ୟାମେରାକୁ ଅନ କରି ଛାତ୍ରୀଙ୍କ ଡ୍ରେସ ବଦଳାଇବା ଦୃଶ୍ୟ ଦେଖି ଉପଭୋଗ କରୁଥିଲେ । ଅନ୍ୟ ଶିକ୍ଷକ ମାନେ ଏହି କଥାର ବିରୋଧ କରି ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ।