ଓଡିଶା

ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ ସାକ୍ଷ୍ୟ ଗ୍ରହଣ – Utkal Mail


କଟକ,ଏନ୍‌ଏନ୍‌ଏସ୍‌: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଏଥିରେ ଓଡ଼ିଶା ପକ୍ଷରୁ ୯ ଓ ଛତିଶଗଡ଼ରୁ ୧୦ ଜଣଙ୍କ ସାକ୍ଷ୍ୟ ତାଲିକା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ମନୋଜ ପଣ୍ଡାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବା ଜଣାପଡ଼ିଛି ।


Related Articles

Leave a Reply

Your email address will not be published. Required fields are marked *

Back to top button