ଓଡିଶା

ମାଣିଆବନ୍ଧ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ଜାତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ୱର,୨୮/୦୯: କଟକ ଜିଲ୍ଲାର ମାଣିଆବନ୍ଧ ଗ୍ରାମ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ ହୋଇଛି । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜାତୀୟ ସ୍ତରରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ହସ୍ତଶିଳ୍ପ ବର୍ଗ ବା କ୍ରାଫ୍ଟ କାଟାଗୋରୀରେ ବେଷ୍ଟ ଟୁରିଜିମ୍ ଭିଲେଜ୍-୨୦୨୪ ପୁରସ୍କାରରେ ମାଣିଆବନ୍ଧ ପୁରସ୍କୃତ ହୋଇଛି ।ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।

Related Articles

Leave a Reply

Your email address will not be published. Required fields are marked *

Back to top button