ଓଡିଶା

ଚିକିଟି ବିଷାକ୍ତ ମଦ ଘଟଣା : ଆଉ ଜଣ ମୃତ

ଗଞ୍ଜାମ ଜିଲ୍ଲା ଚିକିଟି ବିଷାକ୍ତ ମଦ ଘଟଣା। ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ହେଲେ ଲକ୍ଷ୍ମଣ ବେହେରା । ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଥିଲେ ଲକ୍ଷ୍ମଣ ବେହେରା। ତେବେ  ଆଜି ତାଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ ୪ଜଣ ଏବେବି ଏମକେସିଜିରେ ଚିକିତ୍ସାଧୀନ ରହିଛନ୍ତି। ସୂଚନା ଅନୁସାରେ ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button