ଦେଶ ବିଦେଶ

କର୍ତ୍ତବ୍ୟ ଆଗରେ ହାର ମାନିଲା ଶରୀର ଦେଖନ୍ତୁ ନଖାଇ ନପିଇ ଚାଲିଗଲା କର୍ମଚାରୀଙ୍କ ଜୀବନ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ କମ୍ପାନୀରେ କାମ କରୁଥିବା ଯୁବତୀଙ୍କ ସହିତ ଏଭଳି କିଛି ଘଟିବା କଥା ଜାଣିପାରିବେ । କମ୍ପାନୀରେ କାମ କରୁଥିଲେ ଯୁବତୀ । ଆଉ ଏହି ଯୁବତୀ ଜଣକ କାମକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । ଆଉ ସେ କାମ କରିଲେ ଖାଇବା ପିଇବା ଶୋଇବା ସବୁ ଭୁଲି ଯାଆନ୍ତି ।
ସେ ସବୁବେଳେ ତାଙ୍କ କାମକୁ ପ୍ରାଧାନ୍ୟ ଦେଇଛନ୍ତି । ଏବେ ଏହି ଯୁବତୀ ଜଣକ ସହିତ ଏଭଳି କିଛି ଘଟଣା ଘଟିଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ସବୁବେଳେ କାମକୁ ନେଇ ଟେନସନରେ ରହୁଥିଲେ । ଆଉ ଶେଷରେ କାମ କରି କରି ତାଙ୍କ ଜୀବନ ଚାଲିଗଲା । ଏହି ଯୁବତୀ ଜଣଙ୍କର ଅନ୍ତିମ ସଂସ୍କାରରେ ଯେଉଁ କମ୍ପାନୀ ପାଇଁ ସେ କାମ କରୁଥିଲେ ତାହାର ଷ୍ଟାଫ୍ ସାମିଲ ହେଲେ ନାହିଁ । ବର୍ତ୍ତମାନ ଇଣ୍ଟରନେଟରେ ପୁନେର ଏକ ପ୍ରାଇଭେଟ୍ କମ୍ପାନୀକୁ ନେଇ ଅନେକ ଖବର ଆସୁଛି ।
ଏବେ ଏହି EY କମ୍ପାନୀ ଚର୍ଚ୍ଚାରେ ରହିଛି । ଏହି ପ୍ରାଇଭେଟ୍ କମ୍ପାନୀରେ ଜଣେ ଯୁବତୀ ଯାହାଙ୍କ ବୟସ ୨୬ ବର୍ଷ ସେ କାମ କରୁଥିଲେ । ଏହି ଯୁବତୀ ଜଣକ ହେଉଛନ୍ତି ଏନା । ଏନା କାମରେ ଯୋଗ ଦେବାର ୪ ମାସ ପରେ ତାଙ୍କର ଦେହାନ୍ତ ହୋଇଛି । ଏହି ଯୁବତୀ ଜଣକର ମାଆ ଦାବି କରି କହିଛନ୍ତି ଅଫିସର ପ୍ରେସର୍ ପାଇଁ ତାଙ୍କ ଝିଅର ଜୀବନ ଚାଲି ଯାଇଛି । ଏହାସହ ସେ କହିଛନ୍ତି ଅଫିସର କୌଣସି ବ୍ୟକ୍ତି ତାଙ୍କ ଝିଅର ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ ।
କମ୍ପାନୀର ଚେୟାରମ୍ୟାନ କହିଛନ୍ତି କମ୍ପାନୀରେ ଏକ ଲକ୍ଷ ଲୋକ କାମ କରୁଛନ୍ତି । ଆଉ ସମସ୍ତେ କଠିନ ପରିଶ୍ରମ କରୁଛନ୍ତି । ଏନାଙ୍କୁ ମଧ୍ୟ ସମସ୍ତଙ୍କ ସମାନ କାମ ଦିଆଯାଉଥିଲା । ଏହାସହ ସେ କହିଛନ୍ତି ଏନାଙ୍କ ମୃ-ତ୍ୟୁର କାରଣ କାମ ପ୍ରେସର୍ ନୁହେଁ । ଗତ ଜୁଲାଇ ୬ ତାରିଖରେ ଏନା ମେଡିକାଲ ଯାଇଥିଲେ ଆଉ ସେଠାରେ ଡାକ୍ତର ସେ ଠିକରେ ଖାଉ ନାହାଁନ୍ତି କି ଶୋଉ ନାହାଁନ୍ତି ବୋଲି କହିଥିଲେ । ଏହାପରେ ସେଠାକୁ ତାଙ୍କ ବାପା ମାଆ ଆସିଥିଲେ ସେ ତାଙ୍କ ସହିତ ବି ଭଲରେ କଥା ହୋଇ ପାରିନଥିଲେ ଆଉ କାମ ପ୍ରେସର୍ ଅଛି ବୋଲି କହିଥିଲେ । ଏବେ ଏହି ଘଟଣାକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button