ବିଚାର

ଝିଅ ତୋର mark ଦରକାର୍ ହେଲେ ତତେ ଆଗ bra ଖୋଲିବାକୁ ପଡ଼ିବ.

ବର୍ତ୍ତମାନ ଏପରି ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଅନ୍ତବସ୍ତ୍ର ଖୋଲିଲେ ପରୀକ୍ଷା ଦେବ।ପରୀକ୍ଷା ଆଗରୁ ଏମିତି ଚେକିଂ କରାଯାଇଛି।ଶହେ ଜଣ ଯୁବତୀଙ୍କୁ କହିଲେ ଯେ ଖୋଲିବାକୁ ଇନରୱେର।ନ ଖୋଲିଲେ ଦେଇ ପାରିବ ନାହିଁ ପରୀକ୍ଷା ବୋଲି ମଧ୍ୟ କୁହାଗଲା।ଏହିପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳ ରେ

ନିଟ୍ ପରୀକ୍ଷା ଦେବାପାଇଁ ଆସିଥିବା ପରୀକ୍ଷାର୍ଥୀ ମାନେ ଇନରୱେର ଖୋଲିବା ପାଇଁ କୁହାଯାଇଥିଲା।ଯେଉଁଥିରେ ସିଧା ସଳଖ କୁହାଯାଇଥିଲା ଯେ ତୁମେ ବ୍ରା ଖୋଲ।ଆଉ ସଠିକ ଭାବରେ ଚେକିଂ ହେବାପରେ ପରୀକ୍ଷା ଦେବାପାଇଁ ଯାଇପାରିବେ।ତେବେ କେରଳ ର ମାର୍ଥମା ଇନଷ୍ଟିଚୁୟଟ ରେ ଟେକ୍ନୋଲୋଜି ରେ ଘଟିଥିଲା ଏଭଳି ଘଟଣା।ଯାହାକି ଏବେ ଚର୍ଚ୍ଚା ହେଉଛି।

ତେବେ ପାଖାପାଖି ସହେ ଜଣ ଝିଅଙ୍କୁ ବାଧ୍ୟତାମୂଳକ ଏଭଳି ଅନ୍ତବସ୍ତ୍ର ଖୋଲିବା ପାଇଁ କୁହାଯାଇଥିଲା।ତେଣୁ ଜଣେ ଛାତ୍ରୀ ଙ୍କ ବାପା ଏହି ବିଷୟରେ ଥାନାରେ ଅଭିଯୋଗ କରିଛନ୍ତି।ସେ କହିଛନ୍ତି ଯେ ଡ୍ରେସ୍ ରେ ଏମିତି କିଛି ଲେଖା ନଥିଲା।ତେଣୁ ତାଙ୍କ ଝିଅ ଏ ବିଷୟରେ କିଛି ଅବଗତ ନଥିଲା।କିନ୍ତୁ ଝିଅକୁ ଇନରୱେର ଖୋଲିବା ପାଇଁ ବାଧ୍ୟ କରାଯାଉଥିଲା।କେବଳ ତାଙ୍କ ଝିଅ ସହିତ ଏପରି ହୋଇନଥିଲା।

ବହୁତ ଝିଅଙ୍କ ସହିତ ଏପରି ଘଟଣା ଘଟିଥିଲା।ତେବେ ସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ରୁମ୍ ରେ ଝିଅ ମାନଙ୍କର ଇନରୱେର ଗଦା ହୋଇ ଯାଇଥିଲା।ଏଥିରୁ ଭାବି ପାରୁଥିବେ କେତେ ଜଣ ଝିଅଙ୍କର ଇନରୱେର ଖୋଲିବା ପାଇଁ କୁହାଯାଇଥିଲା। ଜଣାପଡିଛି ଯେ କିଛି ଏହାକୁ ମାନି ଥିବା ବେଳେ କିଛି ଏହାକୁ ମାନି ନଥିଲେ। ୨୦୧୭ ରେ କେରଳ ରେ ଏହିଭଳି ଘଟଣା ଘଟିଥିଲା।ଯାହାକି ନେଇ ଦେଶରେ ଏଥିପାଇଁ ସ୍ୱର ଉଠିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button