ବିଚାର

ଏମିତି ଏକ ମନ୍ତ୍ର ଯାହା ଭାବିବ ତାହା ପାଇବ ଦେଖନ୍ତୁ ଆଉ କରନ୍ତୁ ଏହି ମନ୍ତ୍ର ର ପ୍ରୟୋଗ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ଜୀବନରେ ନିହାତି ଦରକାର ଅଟେ
ଏହି ଭିଡିଓ ଏବେ ଚର୍ଚ୍ଚା ହେଉଛି । ମହାପୁରୁଷମାନେ କହିଥାନ୍ତି କି ସବୁଠାରୁ ଶକ୍ତିଶାଳୀ ହେଉଛି ମନ । ଯଦି କୌଣସି ଜିନିଷକୁ ମନ ସହକାରେ ଚାହିଁବ ତାହେଲେ ତମେ ତାକୁ ହାସଲ କରିପାରିବ ।
Meditation

କୌଣସି ମଣିଷ ନିଜ ଇଚ୍ଛାରେ ଯାହା ଖୋଜିଥାଏ ତାହା ପେ ନାହିଁ । କୌଣସି ମଣିଷ ନିଜ ଇଚ୍ଛାରେ ଯାହା ପାଇଥାଏ ତାହା ପାଇ ନଥାଏ । କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ସବୁ କିଛି ପାଇନଥାଏ ।
ଏହି କାହାଣୀ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଏଭଳି କିଛି ମନ୍ତ୍ର ଅଛି ଯାହା ଜାଣିଲେ ଆପଣଙ୍କ ମନ ଇଚ୍ଛା ପୂରଣ ହୋଇଥାଏ । ମଣିଷ ଅନେକ ଦୁଃଖରେ ବି ରହିଥାଏ । ଆଉ ମଣିଷ ସୁଖ ଆଉ ଦୁଃଖ ସବୁ କିଛି ସହି ରହିଥାଏ । ଜଣେ ବ୍ୟକ୍ତି ବହୁତ ଦୁଃଖରେ ଥିଲା । ସେ ଦୁଃଖରେ ରହୁଥିଲା ।
ଆଉ ସେ ଏତେ ଦୁଃଖରେ ଥିଲା ଯେ ସେ ଏହାକୁ କିପରି ଲାଘବ କରିବ ସେ ସେହି ବିଷୟରେ ତାର ସାଙ୍ଗକୁ ପଚାରିଥିଲା । ଏହାପରେ ସେହି ସାଙ୍ଗ ଜଣକ କହିଲା ଦୁଃଖ ଲାଘବ ହେବା ପାଇଁ ବାବାଙ୍କ ପାଖକୁ ଯିବାକୁ ପଡିବ ।
ଏହାପରେ ସେ ଯେ କୌଣସି ବାବାଙ୍କ ନାଁ ଶୁଣନ୍ତି ତାଙ୍କ ପାଖକୁ ଯାଆନ୍ତି । ଏହାପରେ ଜଣେ ବାବା ଏଭଳି କଥା କହିଲେ ତାକୁ କରିବା ପରେ ଜୀବନରେ ଅଧିକ ଦୁଃଖ ଆସିଲା । ଏହାପରେ ଜଣେ ବାବା କହିଲେ ଘର ପୂଜା କରିବା ପାଇଁ ଆଉ ସେ ପଣ୍ଡିତ ଡାକି ପୂଜା ପାଠ କରିଲେ ।
ଏହାପରେ ମଧ୍ୟ ଦୁଃଖ ଲାଘବ ହେଲା ନାହିଁ । ଏହାପରେ ସେ ଜଣେ ବାବାଙ୍କ ପାଖକୁ ଗଲେ । ଆଉ ସେଠାରେ ବାବା କହିଲେ ତାଙ୍କୁ କହିଲେ କଣ ପାଇଁ ବାବାଙ୍କ ପାଖକୁ ଆସିଛ । ଏହାପରେ ସେ ସବୁ କଥା କହିଥିଲେ ।
ଏହାପରେ ବାବା ଜଣକ ତାଙ୍କୁ କହିଲେ ସେ ଜୀବନରେ ଖୁସି ଅଛି ଆଉ ଏହାପରେ ସେ ଏହି ମନ୍ତ୍ର କହି କହି ସେ ଘରକୁ ଗଲା । ତାପରେ ସେ ଯିବା ବାଟରେ ମାଙ୍କଡ ଦେଖିଲା ଆଉ ସେ ସମସ୍ତଙ୍କୁ ମାଙ୍କଡ କହିଲା । ଦୁଃଖରୁ ବାହାରିବା ପାଇଁ ହେଲେ ଦୁଃଖ ବିଷୟରେ ଭାବନ୍ତୁ ନାହିଁ । ଏହି ଭିଡିଓରେ ଆହୁରି ଅନେକ ବିଷୟରେ ଜାଣିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button