ସ୍ୱାସ୍ଥ୍ୟ
-
ମୂଳରୁ ସମାପ୍ତ ହେବ କୋଷ୍ଠକାଠିନ୍ୟ ସମସ୍ୟା, ଆପଣାନ୍ତୁ ଏହି ଉପାୟ
ଅନେକ ସମୟରେ ଆପଣଙ୍କ ପେଟ ଭଲ ଭାବେ ସଫା ହୋଇନଥିବା ଆପଣ ଅନୁଭବ କରିଥିଲେ। ଏଥିପାଇଁ ପୁରା ଦିନ ଆପଣଙ୍କୁ ଭଲ ଲାଗିନଥାଏ। ମନ ମଧ୍ୟ ଅଶାନ୍ତ…
Read More » -
ଆପଣଙ୍କ ମସ୍ତିଷ୍କକୁ ଦିନ ତମାମ କଣ ରଖେ ସକ୍ରିୟ ? କଫି ନା ବ୍ୟାୟାମ, ଜାଣନ୍ତୁ
ବର୍ତ୍ତମାନ ସମୟରେ ଶରୀର ସହିତ ମସ୍ତିସ୍କ ବି ଫିଟ ରହିବା ନିହାତି ଆବଶ୍ୟକ । କିଛି ଲୋକ ନିଜ ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ଦିନ ତମାମ…
Read More » -
ପିମ୍ପୁଡି କିମ୍ବା ଜନ୍ଦା କାମୁଡ଼ି ଦେଲେ ତୁରନ୍ତ ଲଗାନ୍ତୁ ଘିକୁଆଁରୀ ରସ, କିଛି ସେକେଣ୍ଡ ମଧ୍ୟରେ ପାଇବେ ଉପଶମ, ଜାଣନ୍ତୁ ଆହୁରି ୭ଟି ଘରୋଇ ଉପଚାର
ଆମ ଶରୀରର ଯେକୌଣସି ସ୍ଥାନକୁ ପିମ୍ପୁଡି କିମ୍ବା ଜନ୍ଦା କାମୁଡ଼ି ଦେଲେ, ବହୁତ କୁଣ୍ଡାଇ ହୋଇଥାଏ। ପୋଡ଼ାଜଳା ହେବା ସହ ସ୍ଥାନଟି ପୂରା ଫୁଲିଯାଇଥାଏ। ସାଧାରଣତଃ ଆମେ…
Read More » -
ୟୁରିକ୍ ଏସିଡ୍ ଥିବା ବ୍ୟକ୍ତିମାନେ ପର୍ଯ୍ୟାପ୍ତ ପାଣି ପିଇବା ସହ ଆପଣାନ୍ତୁ ଏହି ଉପାୟ, ରହିବେ ସମ୍ପୂର୍ଣ୍ଣ ସୁସ୍ଥ
ସାଧାରଣତଃ ଆପଣଙ୍କ ଶରୀର କିଡନୀ ଏବଂ ୟୁରିନରେ ୟୁରିକ୍ ଏସିଡକୁ ଛାଣିଥାଏ। ଯଦି ଆପଣ ନିଜର ଡାଏଟ୍ ରେ ଅଧିକ ୟୁରିନ ସାମିଲ କରୁଛନ୍ତି ବା ଯଦି…
Read More » -
ମୁହଁରୁ ଭାତୁଡି ଦୂର କରିବାକୁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ଏହି ଦୁଇଟି ଫଳର ଚୋପା
ଅନେକ ଲୋକ ନିଜ ଚେହେରାରେ ଥିବା ଭାତୁଡି ସମସ୍ୟାକୁ ନେଇ ଚିନ୍ତିତ ରହିଥାନ୍ତି। ଏହା ଯୁବତୀମାନଙ୍କ ସୁନ୍ଦରତାକୁ କମ୍ କରିଦିଏ। ଏଥିପାଇଁ ଯୁବତୀମାନେ ବେଶି ଚିନ୍ତିତ ଥାନ୍ତି।…
Read More » -
ଗର୍ଭାବସ୍ଥାରେ ଗ୍ୟାସ୍ ସମସ୍ୟା ଦେଖା ଦେଉଥିଲେ ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର
ଗର୍ଭାବସ୍ଥା ଏମିତି ଏକ ସମୟ, ଯେଉଁଥିରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପରିବର୍ତ୍ତନରୁ କେବେ କେବେ କିଛି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ…
Read More » -
କଖାରୁ ଖାଇବାକୁ ଖୁବ୍ କମ୍ ଲୋକ ପସନ୍ଦ କରିଥାଆନ୍ତି। ସେମାନେ ଏହାକୁ ଦେଖିଲା ମାତ୍ରେ ମୁହଁ ଟେକନ୍ତି। କିନ୍ତୁ କଖାରୁ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଫଳପ୍ରଦ। କଖାରୁରେ ଭିଟାମିନ୍ ଏ, ଖଣିଜ ଲବଣ, ଜିଙ୍କ୍, ଆଇରନ୍ ଆଦି ପ୍ରଚୁର ମାତ୍ରାରେ ଥାଏ। ଏହା ପୋଷକ ତତ୍ତ୍ୱର ଗନ୍ତାଘର। ଆଜି ଆମେ ଆପଣଙ୍କୁ କଖାରୁ ମଞ୍ଜିର ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା ସେ ବିଷୟରେ। k84 ୧. ସୁସ୍ଥ ହୃଦୟ ପାଇଁ ପ୍ରତିଦିନ ଏକ-ଚତୁର୍ଥାଂଶ କପ୍ କଖାରୁ ମଞ୍ଜି ଖାଇବା ଦ୍ୱାରା ଏହା ସାରାଦିନର ମାଗ୍ନେସିୟମ୍ର ଆବଶ୍ୟକତାକୁ ପୂରଣ କରିଥାଏ। ଏହା ହୃଦୟକୁ ସୁସ୍ଥ ଏବଂ ସକ୍ରିୟ ରଖିବାରେ ବେଶ୍ ଲାଭଦାୟକ ହୋଇଥାଏ। ଏପରି କି, ରକ୍ତଚାପକୁ ନିୟନ୍ତ୍ରିତ କରିବା ଏବଂ ଆକସ୍ମିକ ଆଘାତରୁ ସୁରକ୍ଷିତ ରଖିବାରେ ଏହା ସହାୟକ ହୋଇଥାଏ। k99 ୨. ଇମ୍ୟୁନ୍ ସିଷ୍ଟମକୁ ବଢ଼ାଇବାରେ କଖାରୁ ମଞ୍ଜିରୁ ପଯ୍ୟର୍ାପ୍ତ ପରିମାଣରେ ଜିଙ୍କ୍ ମିଳିଥାଏ। ଏହା ଇମ୍ୟୁନ୍ ସିଷ୍ଟମକୁ ବଢ଼ାଇବାରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ସଂକ୍ରମଣଜନିତ ବିଭିନ୍ନ ରୋଗ, ଥଣ୍ଡା, କାଶ, ମୁଣ୍ଡବିନ୍ଧା ଆଦିରୁ ଶରୀରକୁ ସୁରକ୍ଷିତ ରଖିଥାଏ। ଏହାସହ ଡିପ୍ରେଶନକୁ ଦୂର କରିବାରେ ବି ସାହାଯ୍ୟ କରିଥାଏ। k8 ୩. ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ଠିକ୍ ରଖିଥାଏ ମିନେରାଲ ଏବଂ ଜିଙ୍କ୍ରେ ଭରପୂର କଖାରୁ ମଞ୍ଜି ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କାରଣ, ମିନେରାଲ ଏବଂ ଜିଙ୍କ୍ ପ୍ରୋଷ୍ଟେଟ୍ର ବିକାଶକୁ ରୋକିବାରେ ସାହାଯ୍ୟ କରିଥାଏ। k1 ୪. ନିଦ ପାଇଁ ବଢ଼ିବା ଔଷଧ ଶୋଇବା ପୂର୍ବରୁ କିଛି କଖାରୁ ମଞ୍ଜି ଖାଇବା ବହୁତ ଭଲ ହୋଇଥାଏ। ଆପଣ ଚାହିଁଲେ, କୌଣସି ଫଳ ସହିତ ଏହାକୁ ନେଇପାରିବେ। କଖାରୁ ମଞ୍ଜି ସେବନ କରିବା ଦ୍ୱାରା ଚିନ୍ତା କମ୍ ହୋଇଥାଏ ଏବଂ ଭଲ ନିଦ ଆସିଥାଏ। ୫. ଶକ୍ତି ଜାଗ୍ରତ କରାଏ ଯେଉଁ ଲୋକଙ୍କର ଏନର୍ଜି ଲେବୁଲ୍ କମ୍ ହୋଇଥାଏ, ସେମାନଙ୍କ ପାଇଁ କଖାରୁ ମଞ୍ଜି ରାମବାଣ ଭଳି କାମ କରିଥାଏ। ଏହା ଶରୀରରେ ରକ୍ତ ଏବଂ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। k2 ୬. ପୁରୁଷଙ୍କ ପାଇଁ ଲାଭକାରୀ ପୁରୁଷମାନେ କଖାରୁ ମଞ୍ଜି ସେବନ କରିବା ଉଚିତ। କାରଣ, ଏଥିରେ ଭରପୂର ମାତ୍ରାରେ ଜିଙ୍କ୍ ଥାଏ। ତେଣୁ ଜିଙ୍କ୍ ଅଭାବରୁ ଶରୀରରେ ଦେଖାଦେଉଥିବା ରୋଗକୁ ଏହା ଦୂର କରିଥାଏ। ଶରୀରରେ ଜିଙ୍କ୍ ପରିମାଣ କମିଲେ, ପୁରୁଷଙ୍କଠାରେ ଲିଙ୍ଗର ଶିଥିଳତା, ଶୀଘ୍ରପତନ, ନପୁଂସକତା ଆଦି କେତେକ ଯୌନ ସମ୍ବନ୍ଧୀୟ ରୋଗ ଦେଖାଦେଇଥାଏ। ସେହିପରି ଜିଙ୍କ୍ ଅଭାବ ହେଲେ ପୁରୁଷର ସେକ୍ସୁଆଲ ହର୍ମୋନ୍ ଟେଷ୍ଟୋଷ୍ଟେରୋନ୍ କମ୍ ତିଆରି ହୋଇଥାଏ, ଯଦ୍ଦ୍ଵାରା ଶୁକ୍ରାଣୁ କମିବାର ସମସ୍ୟା ଦେଖାଦେଇଥାଏ।
ଆଜିକାଲି ଦୁନିଆରେ କେତେବେଳେ କାହାକୁ କଣ ରୋଗ ମାଡିବସିଛୁଛି ତାହା ସମସ୍ତଙ୍କୁ ଅଜଣା। କାହିଁକିନା ଏମିତି ଘଟଣା ଆପଣ ଶୁଣିଛନ୍ତି ଯେ ଲୋକ ଛିଡା ହୋଇଥିବା ବେଳେ…
Read More » -
ପୁରୁଷଙ୍କ ସମସ୍ତ ଯୌନ ସମସ୍ୟା ପାଇଁ ରାମବାଣ କଖାରୁ ମଞ୍ଜି, ଏଥିରେ ରହିଛି ଆହୁରି ଅନେକ ଲାଭକାରୀ ଗୁଣ, ଜାଣନ୍ତୁ
କଖାରୁ ଖାଇବାକୁ ଖୁବ୍ କମ୍ ଲୋକ ପସନ୍ଦ କରିଥାଆନ୍ତି। ସେମାନେ ଏହାକୁ ଦେଖିଲା ମାତ୍ରେ ମୁହଁ ଟେକନ୍ତି। କିନ୍ତୁ କଖାରୁ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ…
Read More » -
ଆପଣ ଯଦି ଡାଇବେଟିସ୍ ରୋଗୀ, ତା’ହେଲେ ସକାଳ ଜଳଖିଆରେ ନିଶ୍ଚୟ ଖାଆନ୍ତୁ ଚୁଡା, ଜାଣନ୍ତୁ ଏହାର ଆଉ କିଛି ଫାଇଦା
ସକାଳ ଜଳଖିଆ ହାଲୁକା ହେବା ଦରକାର। କିଛି ଲୋକ ସକାଳ ଜଳଖିଆରେ ପରଟା, ବ୍ରେଡ୍, ବଟର ଆଦି ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଏଥିରେ ଫ୍ୟାଟ ବଢ଼ିଥାଏ।…
Read More » -
ପ୍ରତି ୬ ମାସରେ ନିଶ୍ଚିତ କରାନ୍ତୁ ଦନ୍ତପରୀକ୍ଷା, ନଚେତ ହୋଇପାରେ ହାର୍ଟଆଟାକ୍
ଆଜିକାଲିର ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି। ପ୍ରତିଦିନ କିଛି ନା କିଛି ରୋଗ ବିଷୟରେ ଆମ୍ଭେ ଶୁଣୁଛେ।…
Read More »