ସ୍ୱାସ୍ଥ୍ୟ

ମାତ୍ର ଦୁଇ ସପ୍ତାହରେ ପେଟ ର ଚର୍ବି କମେଇବ ଏହି ଚମତ୍କାରୀ ଡ୍ରିଙ୍କ

ଆଜିକାଲି ଦୁନିଆରେ ମୋଟପଣ ଏକ ସାଧାରଣ ସମସ୍ୟା ହେଇ ଗଲାଣି ଆଉ ଏହାକୁ ନେଇ ଅନେକ ଲୋକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି ।ଆଉ ଏହି ମୋଟାପା ବଡିବା ସହିତ ନେଇ ଆସେ ଅନେକ ବିପଦ ଯାହାକୁ ହଜମ କରିବା କାହା ପକ୍ଷେ ସମ୍ଭବ ନୁହେଁ ।ତେବେ ଆଜିର ଦୁନିଆରେ ମୋଟପଣ ଏକ ଏପରି ସମସ୍ୟା ଯାହା ନବେ ପ୍ରତିଶତ ଲୋକ ମାନଙ୍କ ପାଖରେ ଦେଖା ଯାଉଛି ।

ତେବେ ଏହି ମୋଟାପା ପାଇଁ ସୌନ୍ଦର୍ଯ୍ୟ ଧୀରେ ଧୀରେ ହଜି ଯାଏ ଆଉ ଆପଣ ଅସୁନ୍ଦର ଦେଖା ଯାଆନ୍ତି ।ଖୁବ ଜଲଦି କିଛି କାର୍ଯ୍ୟ କରି ପାରନ୍ତି ଆଉ ଆପଣଙ୍କ ଭିତରେ ଅଧିକ ଏନେର୍ଜୀ ରହି ନଥାଏ କିଛି କାର୍ଯ୍ୟ କରିବା ପାଇଁ ।ତେବେ ଏସବୁର ମୁଖ୍ୟ କାରଣ ହେଉଛି ଆମେ କେତେବେଳେ କଣ ଖାଉଛୁ ତାହାର କିଛି ରୁଟିନ ନାହିଁ ଆଉ ଅଧିକ ସମୟ ଧରି ବସିବା କାର୍ଯ୍ୟ କଲେ ଓ ଶାରୀରିକ ପରିଶ୍ରମ ନକଲେ ପେଟର ଶରୀରର ବଡିଯାଏ ।ତେବେ ବହୁତ ଲୋକମାନେ ଚର୍ବି କମାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ, ଡାଏଟ ଆଦି ମେନଟେନ କରୁଛନ୍ତି ଓଇନ୍ତୁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହେଇ ନଥାଏ ।

ତେବେ ବନ୍ଧୁମାନେ ଆଜି ଆମେ ଏମିତି ଗୋଟିଏ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ମାନିଲେ ଆପଣ ଖୁବ କମ ସମୟରେ ନିଜ ଶରୀରରୁ ଚର୍ବିକୁ କମେଇ ପାରିବେ ତେବେ ଜାଣି ରଖନ୍ତୁ ସେହି ଉପାୟ ବିଷୟରେ । ବନ୍ଧୁମାନେ ସବୁଦିନ ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ ମୋଟପଣ କମିଥାଏ ଓ ଆମର ପାଚନ ତନ୍ତ୍ର ବି ଠିକ ରହିଥାଏ ।ଏବେ ସେହି ଗୋଟିଏ ଗ୍ଲାସ ଉଷୁମ ପାଣିରେ ଗୋଟିଏ ଲେମ୍ବୁ ଓ ଗୋଟିଏ ଚାମୁଚ ମହୁ ମିଶାନ୍ତୁ, ତେବେ ଲେମ୍ବୁରେ ଭିଟାମିନ ସି ରହିଛି ଓ ମହୁରେ ବହୁତ ପ୍ରକାରର ଆନ୍ତି ଆକସିଡେଣ୍ଟ ରହିଛି ।ଯାହା ଆମ ଶରୀର ପାଇଁ ଖୁବ ଲାଭଦାୟକ ଅଟେ ।ତେବେ ସେହି ପାଣିରେ ଯଦି ଆପଣ କିଛି ହଳଦୀ ମିଶୁଉଛନ୍ତି ତାହେଲେ ତାହା ଆହୁରି ଲାଭ ଦାୟକ ସାବ୍ୟସ୍ତ ହେବ ।

ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଏହି ପାଣିକୁ ପିଇବା ଦରକାର ଦେଲେ ଆପଣଙ୍କ ମୋଟାପା କମିଯିବ ଏହା ସହିତ ଏହା ଆମ ପେଟ ବି କ୍ଲିଅର କରିଥାଏ ।ସ୍କିନ ଗ୍ଲୋ କରିଥାଏ ତେବେ ମନେ ରଖିବେ ଏହି ପାଣି ପିଇବା ପରେ 45 ମିନିଟ ଯାଏ କିଛି ଖାଇବେ ନାହିଁ ତାପରେ ଆପଣ ନିଜର ଖାଦ୍ୟ ଖାଇ ପାରନ୍ତି । ଆଉ ଏହା ସହିତ ପ୍ରତିଦିନ କିଛ ସମୟ ଚାଲିବ ଅଭ୍ୟାସ କରନ୍ତି, ନିଜ ଖାଦ୍ୟରେ ଅଧିକା ତେଲ ମସଲା ଖାଦ୍ୟ ନଖାଇ ପନିପରିବା ଜାତୀୟ ଖାଦ୍ୟ ଖାଆନ୍ତ ।ତେବେ ବନ୍ଧୁମାନେ ଯଦି ଆପଣ ବିନିଜର ମୋଟାପା ଓ ଚର୍ବି କମାଇବାକୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ଏହି ଡ୍ରିଙ୍କ କୁ ସବୁଦିନ ପିଇବା ଆରମ୍ଭ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button