ବାଛନ୍ତୁ ନିଜ ପସନ୍ଦ ର ଗୋଟେ ହୃଦୟ ଓ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ! ( Personality Test )

ମଣିଷ ଅଲଗା ସ୍ଵଭାବ ଅଲଗା । ଅଲଗା ପ୍ରକୃତି ଓ ଅଲଗା ଅଭିଳାଶା । କିଛି ଅଲଗା କରିବାର ଇଛା ଓ ସେହି ଇଛା ମଧ୍ୟରେ ଆସି ଯାଇ ଥାଏ କିଛି ଅଲଗା ଚିନ୍ତା ଧାରା ଯାହା ପରସ୍ପର ଠାରୁ ଆମକୁ ଅଲଗା ପରିଚୟ ଦେଇ ଥାଏ । ପ୍ରତେକ ଲୋକଙ୍କ ପାଖରେ ତାଙ୍କର ନିଜର ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ବ ଥାଏ । ଯାହାକୁ ସେମାନେ କାହା ଆଗରେ ପ୍ରକାଶ କରିବା ପାଇଁ ଚାହିଁ ନଥାନ୍ତି । ଯେଉଁ ମାନେ ବାହାର ଜାଗାରେ ଅଛନ୍ତି ଓ ନିଜକୁ ସବୁ ବେଳେ ଖୋଲା ଭାବି ଥାନ୍ତି ଆମେ ତାଙ୍କୁ ଦେଖିକି ଅନେକ ପ୍ରକାର ମତ ଦେଇ ଥାଉ କିନ୍ତୁ କାହା ବିଷୟରେ କହିବା ଏତେ ସହଜ କଣ ?
ଆଜ୍ଞା ହଁ ଆମେ ଯଦି କାହାର ପସନ୍ଦ ଜାଣି ପାରିବା ତା ର ଆଗାମୀ ଦିନ ଓ ତାରା ସ୍ଵଭାବ କଥା ଆମେ ଜାଣି ପାରିବା । ଆସନ୍ତୁ ଆମେ ଆଜି କହିବା ଆପଣ କେଉଁ ଭଳି ବ୍ୟକ୍ତି ଅଟନ୍ତି ଆମେ ଆଜି ଆପଣଙ୍କୁ କିଛି ହୃଦୟ ଦେଖାଇବୁ ଏହା ମଧ୍ୟରୁ ଆପଣ ଏକ ହୃଦୟ ବାଛନ୍ତୁ ଆମେ ଆପଣଙ୍କୁ କହିବା କୀ ଆପଣ କେଉଁ ଭଳି ପରିଣାମ ପାଇବେ ।
ଆଜି ଆମେ କହିବା କି ଯଦି କେହି ପ୍ରଥମ ରଙ୍ଗର ହୃଦୟ ବାଚିଛନ୍ତି ତେବେ ଆପଣ ବହୁତ ଆକର୍ଷିତ ବ୍ୟକ୍ତିତ୍ବ ଅଟନ୍ତି ଆପଣ ଯାହାକୁ ଦେଖନ୍ତି କିମ୍ବା ଯାହାକୁ ଭି ନିଜ ଆଡକୁ ଟାଣିବା ପାଇଁ ଚାହିଁ ଥାନ୍ତି ସେ ଆପଣଙ୍କ ଆଡକୁ ମନ କୁ ମନ ଆସି ଯାଇ ଥାଏ । ଆପଣ ଯଦି କାହାକୁ କିଛି କଥା ଦେଇ ଥାନ୍ତି ତାକୁ ଆପଣ ନିଶ୍ଚିତ କରି ଥାନ୍ତି ଯେଉଁ ଭଳି ମହୁ ମାଛି ମାନେ ଫୁଲ ଆଡକୁ ଟାଣି ହୋଇକି ଚାଲି ଯାଇ ଥାନ୍ତି ।
ସେହି ଭଳି ଭାବରେ ଆପଣଙ୍କ ଆଡକୁ ଲୋକମାନେ ଟାଣି ହୋଇ ଥାନ୍ତି । ଆପଣ ବହୁତ ରୋମାଣ୍ଟିକ ଧାରଣ ର ବ୍ୟକ୍ତି ଅଟନ୍ତି । ଯଦି ଆପଣ ଦ୍ଵିତୀୟ ହୃଦୟ ବାଚିଛନ୍ତି ତେବେ ଆମେ କହିବା କି ଆପଣ ବହୁତ ସୁନ୍ଦର ଦେଖିବା ପାଇଁ ଏହା ସହ ଆପଣ ସବୁ ବେଳେ ଖୁଶିରେ ରହିବା ପାଇଁ ଭଲ ପାଇ ଥାନ୍ତି ।
ଆପଣ ଯଦି କିଛି କମ ଧରି ନେବେ ତେବେ ଏହାକୁ କରିକି ହିଁ ଆପଣ ଛାଡିବେ ହଜାର ହଜାର ଲୋକଙ୍କ ଗହଣ ରେ ଆପଣ ବାରି ହୋଇଯିବେ । ସବୁ ଲୋକମାନେ ଆପଣଙ୍କ ଚର୍ଚା କରିଲେ ମଧ୍ୟ ଏହା ଆପଣଙ୍କ ପାଇଁ କିଛି ମାନେ ରଖୀ ନଥାଏ । ଏକ ସରଲ ହୃଦୟର ବ୍ୟକ୍ତି ଆପଣ ।
ଆପଣଙ୍କୁ ଯିଏ କେହି ଭି ଜୀବନ ସାଥି ଭାବେ ପାଇ ଥାଏ ସେ ବହୁତ ଭାଗ୍ଯବାନ ଅଟେ । ଆପଣ କାହାକାଉ କଷ୍ଟରେ ଦେଖି ପାରି ନଥାନ୍ତି ଆପଣ ଲୋକଙ୍କ ସହ ମିଶିବା ଓ ତାଙ୍କୁ ସାହାଜ୍ଯ କରିବା ପାଇଁ ଅଧିକା ଭଲ ପାଇ ଥାନ୍ତି । ଆପଣଙ୍କ ଭାଗ୍ୟ ଖୁବ କମ ବୟଶରୁ ଚମକି ଥାଏ । ଯେତେ ଅସୁବିଧା ଆସିଲେ ମଧ୍ୟ ଆପଣ ଭାଙ୍ଗି ଯାଇ ପାରନ୍ତି ନି ।
ଆପଣ ଯଦି ନାଲି ରଙ୍ଗର ହୃଦୟ ବାଚିଛନ୍ତି ତେବେ ଆପଣ ଙ୍କ ଆଗରେ ଯେତେ କଷ୍ଟ ଆସିଲେ ମଧ୍ୟ ଆପଣ ସବୁ ବେଳେ ହସୁଥାନ୍ତି । ଆପଣ ଭଲ ପାଇବା କଥାକୁ ବହୁତ ସିରିୟସ ଥାନ୍ତି । ଆପଣ ବହୁତ ଚପଳ ଓ ଚତୁର ଅଟନ୍ତି । ଆପଣ ସବୁ ଙ୍କ ଆଗରେ ଭଲ ହୋଇକି ରହି ଥାନ୍ତି । ଆପଣ ବ୍ୟସ୍ତ ବହୁଳ ରହିବା ପାଇଁ ଚେଷ୍ଟା କରି ଥାନ୍ତି । ଆପଣଙ୍କ ଶତ୍ରୁ ମାନେ ସବୁ ବେଳେ ପରାସ୍ତ ହୋଇଥାନ୍ତି