ପୁଅର କଲେଜ ଫିସ୍ ପାଇଁ ବସ୍ ଆଗକୁ ଡେଇଁ ପ୍ରାଣ ଦେଇଦେଲେ ମା’, ଜୀବନ ହରାଇ ବି ପୁଅର ଇଛାକୁ ପୂରଣ କଲେ ମା’….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପିଲାର କଲେଜ ଫିସ୍ ବାନ୍ଧିବା ପାଇଁ ଚଳନ୍ତା ବସ୍ ଆଗରେ ନିଜ ପ୍ରାଣକୁ ଦେଇଦେଲେ ଏହି ମହିଳା ଜଣକ । ହଁ ଦର୍ଶକବନ୍ଧୁ ଆମେ ଜାଣିଛୁ ଯେ ମା ‘ତା ପିଲା ପାଇଁ କିଛି ବି କରିବାକୁ ପଛେଇ ନ ଥାଏ । ଏମିତି ହିଁ ଜଣେ ମହିଳା ପୁଅର ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ କ୍ଷଣିକ ଚିନ୍ତା ନ କରି ଚାଲିଗଲେ ଚଳନ୍ତା ବସ୍ ସାମ୍ନାକୁ ଯାଇ ଦେଇଦେଲେ ନିଜ ଜୀବନ । ତେବେ ମୃତକ ପରିବାରକୁ ସରକାରଙ୍କ ତରଫରୁ ଯେଉଁ ପଇସା ମିଳିବ ତାହା କଲେଜ ଫିସ୍ ବାନ୍ଧିବାରେ ହେଇଯିବ ବୋଲି ଚିନ୍ତା କରିଥିଲେ ମହିଳା ।
ମାତ୍ର ଦୁଇ ପିଲା କେଇ ଲକ୍ଷ ଟଙ୍କା ପାଇକି ମଧ୍ୟ ଭୋ ଭୋ କାନ୍ଦିକହୁଛନ୍ତି ମା ; ତୁ ସିନା କଲେଜ ଫିସ୍ ବାନ୍ଧିବା ପାଇଁ ଆମକୁ ଛାଡି ପଳେଇଲୁ କିନ୍ତୁ ତୁ ନ ଥିବା ପଇସା ମୋର କି ଲାଭ ସାଧନ କରିବ । ଆଉ କିଏ ଆମକୁ ପ୍ରେମରେ ଖୁଆଇବ କିଏ ଆମକୁ ଭଲ ବାଟରେ କଢାଇବ । ତୁ ନ ଥିବା ଜୀବନ ଆମେ କେମିତି କାଟିବୁ। ହଁ ମୁଁ ରାଗରେ ତୁ କଂସାରେ ଭାତ ଆଣିବା ବେଳେ କଲେଜ ଫିସ୍ ନ ବାନ୍ଧିଲେ ଖାଇବିନି ବୋଲି ରାଗରେ କହିଦେଇଥିଲି ।
ତା ‘ମାନେ କଣ ତୁ ତୋ ଜୀବନକୁ ଦେଇ ଟଙ୍କା ମୋତେ ଦେବୁ । ଏଭଳି ଦୁଃଖତଃ ଘଟଣା ଦେଖିବାକୁ ମିଳିଛି ତାମିଲଲାଡୁରେ । ତାମିଲଲାଡୁରେ ଜଣେ ମା ‘ ତାର ଦୁଇ ପୁଅକୁ ନେଇ ରହୁଥିଲେ କିନ୍ତୁ ତାଙ୍କ ଜୀବନ ଗରିବତାରେ କଟୁଥିଲା । ସେ ଜିଲ୍ଲାପାଳଙ୍କ ଅଫିସରେ ସଫେଇ କାମ କରୁଥିଲେ ମାତ୍ର ସେଥିରୁ ଆସୁଥିବା ଟଙ୍କା ଦୁଇ ପିଲାଙ୍କ ପାଠପଢା ପାଇଁ ଅଣ୍ଟୁ ନ ଥିଲା ।
ତେଣୁ ଏହି ମା ‘ ଜଣକ ନିଷ୍ପତି ନେଇଥିଲେ କି ଚଳନ୍ତା ବସ୍ ରେ ଜୀବନ ଦେବା ଦ୍ଵାରା ସରକାରଙ୍କ ଠାରୁ ଟଙ୍କା ମିଳିବ । ଯେଉଁଥିରେ ପୁଅର କଲେଜ ଫିସ୍ ଭରିବା ହେଇଯିବ ତେଣୁ ସେ ଚଳନ୍ତା ବସରେ ନିଜ ଜୀବନକୁ ଅର୍ପଣ କରିଦେଇଥିଲେ ।
ମାତ୍ର ଯେବେ ପୋଲିସ ଏହି ଘଟଣାର ତଦନ୍ତ କଲା ତେବେ ମା ‘ ର ମହାନତାକୁ ଜାଣି ଆଖିରୁ ଲୁହ ଝରାଇଲେ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।