ଓଡିଶା

ଭେଡେନରେ ପାଣ୍ଡିଆନ

ଓଡ଼ିଶା ମା ର ସେବା ମୁଖ୍ୟମନ୍ତ୍ରୀଙ୍କର ଧର୍ମ |ନବୀନ ପଟ୍ଟନାୟକ ଲୋକଙ୍କୁ କାମର ହିସାବ ଦିଅନ୍ତି ଅନ୍ୟ କେଉଁ ମୁଖ୍ୟମନ୍ତ୍ରୀ ଅପରିକରନ୍ତିନାହିଁ ବୋଲି ପାଣ୍ଡିଆନ କହିଥିଲେ |ନବୀନଙ୍କ ସରକାର ହେଉଛି ମା’ମାନଙ୍କ ସରକାର ଚାଷୀ ଭାଇଭଉଣୀଙ୍କ |ସରକାର ଯୁବକମାନଙ୍କ ସରକାରଭେଡେନ୍‍ର ଏନ୍‍.ଏ.ସି. କହିଛନ୍ତି

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱେଶ୍ୱର ମନ୍ଦିର ପାଇଁ ୨ କୋଟି ଟଙ୍କା ଆଜିର ଜନସମୁଦ୍ର ବିରୋଧୀଙ୍କ ମନୋବଳ ଭାଙ୍ଗି ଦେଇଛି ବିରୋଧୀ ନିଜେ କାମ କରିବେନି କି କାହାକୁ କରାଇ ବି ଦେବେ ନାହିଁଶୋଇବା ଲୋକ କୁ କିଏ ଉଠାଇବ୨୦୧୪ ରୁ ୨୦୧୯ ଓ ୨୦୨୪ ସବୁବେଳେଗୋଟିଏ ପ୍ରତିଶ୍ରୁତି ଏମ୍‍.ଏସ୍‍.ପି ଦୁଇଗୁଣ କରିବି୧୦ ବର୍ଷରେ ହେଲାନି ଆଉ କ’ଣ କରିବେ ମା ସମଲେଇ ସେମାନଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ ବକାଶ କୁ ବିରୋଧ କରୁନ୍ତୁ ନାହିଁଲୋକଙ୍କ କାମରେ ବାଧା ଦିଅନ୍ତୁ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ଭି କେ ପାଣ୍ଡିଆନ ଉଦବୋଧନ ଦେଇଥିଲେ|

Related Articles

Leave a Reply

Your email address will not be published. Required fields are marked *

Back to top button